୨୮ ଜାନୁଆରୀ
ତାରିଖ
<< | ଜାନୁଆରୀ | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | ୫ | ୬ | |
୭ | ୮ | ୯ | ୧୦ | ୧୧ | ୧୨ | ୧୩ |
୧୪ | ୧୫ | ୧୬ | ୧୭ | ୧୮ | ୧୯ | ୨୦ |
୨୧ | ୨୨ | ୨୩ | ୨୪ | ୨୫ | ୨୬ | ୨୭ |
୨୮ | ୨୯ | ୩୦ | ୩୧ | |||
୨୦୨୪ |
January 28 in recent years |
୨୦୨୪ (ରବିବାର) |
୨୦୨୩ (ଶନିବାର) |
୨୦୨୨ (ଶୁକ୍ରବାର) |
୨୦୨୧ (ଗୁରୁବାର) |
୨୦୨୦ (ମଙ୍ଗଳବାର) |
୨୦୧୯ (ସୋମବାର) |
୨୦୧୮ (ରବିବାର) |
୨୦୧୭ (ଶନିବାର) |
୨୦୧୬ (ଗୁରୁବାର) |
୨୦୧୫ (ବୁଧବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୮ ଜାନୁଆରୀ ବର୍ଷର ୨୮ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୩୭ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୩୮ ଦିନ ) ।
ଘଟଣାବଳୀ
ସମ୍ପାଦନା- ୧୮୨୧ : ଆଲେକଜାଣ୍ଡାର ଦ୍ୱୀପ ଠାବ ହେଲା।
- ୧୯୪୮: ଆକାଶବାଣୀ କଟକ କେନ୍ଦ୍ରର ପ୍ରତିଷ୍ଠା।
- ୧୯୬୧ : ରୁଆଣ୍ଡାରେ ଗଣତନ୍ତ୍ର ଦିବସର ପାଳନ ଆରମ୍ଭ ।
- ୧୯୬୫ : କାନାଡାରେ ନୂତନ ପତକା ନିର୍ମିତ ।
- ୧୯୬୫ : ବ୍ରିଟିଶ ଟେଲିଭିଜନରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପ୍ରଥମ କାର୍ଯ୍ୟକ୍ରମ।
ଜନ୍ମ
ସମ୍ପାଦନା- ୧୯୧୨ : ଜ୍ୟାକ୍ସନ ପୋଲୋକ,ପ୍ରସିଦ୍ଧ ଆମେରିକୀୟ ଚିତ୍ରଶିଳ୍ପୀ । (ମୃତ୍ୟୁ : ୧୧ ଅଗଷ୍ଟ୧୯୫୬)
ମୃତ୍ୟୁ
ସମ୍ପାଦନାପର୍ବପର୍ବାଣି
ସମ୍ପାଦନାବାହାର ଲିଙ୍କ
ସମ୍ପାଦନାଉଇକିମିଡ଼ିଆ କମନ୍ସରେ ୨୮ ଜାନୁଆରୀ
ବାବଦରେ ମାଧ୍ୟମ ରହିଛି ।