ସତ୍ୟେନ୍ଦ୍ର ନାଥ ବୋଷ

ଭାରତୀୟ ରାଜନୀତିଜ୍ଞ

ପ୍ରଫେସର ସତ୍ୟେନ୍ଦ୍ର ନାଥ ବୋଷ (ବଙ୍ଗଳା: সত্যেন্দ্র নাথ বসু ଶୋତ୍ତେନ୍ଦ୍ରୋନାଥ ବୋଶୂ  ; ୧ ଜାନୁୟାରୀ ୧୮୯୪ – ୪ ଫେବୃୟାରି ୧୯୭୪) ଜଣେ ଭାରତୀୟ ପଦାର୍ଥ ବିଜ୍ଞାନୀ ଅଟନ୍ତି , ସେ ଗାଣିତିକ-ଭୌତିକ ଶସ୍ତ୍ରରେ ପାରଦର୍ଶୀ ଥିଲେ । ସେ ଇଂଲଣ୍ଡର ରୟାଲ ସୋସାଇଟୀର ଫେଲୋଶିପ (FRS) ପାଇଥିଲେ ।[୧] ତାଙ୍କ ଜନ୍ମ କଲିକତାରେ ହୋଇଥିଲା । ବିଂଶ ଶତାବ୍ଦୀ ପ୍ରଥମାର୍ଦ୍ଧରେ (୧୯୨୦) ସେ କ୍ୱାଣ୍ଟମ ମେକନିକ୍ସ (Quantum mechanics) ପାଇଁ ଜଣାଶୁଣା ଥିଲେ , ଯାହାକି ବୋଷ-ଆଇନଷ୍ଟାଇନ ପରିସଂଖ୍ୟାନ ଓ ବୋଷ-ଆଇନଷ୍ଟାଇନ କ‌ନ୍‌ଡେ‌ନ୍‌ସେ‌ଟ୍‌ର ମୂଳ ତତ୍ତ୍ୱ ଥିଲା । ୧୯୫୪ରେ ସେ ଭରତ ସରକାରଙ୍କଦ୍ୱାରା ପଦ୍ମ ବିଭୂଷଣରେ ସମ୍ମାନିତ ହୋଇଥିଲେ ।[୨][୩] ତାଙ୍କ ନାଁ ଅନୁସାରେ ବୋଷନର ନାମକରଣ କରାଯାଇଥିଲା । [୪]thumb|ସତ୍ୟେନ୍ଦ୍ର ନାଥ ବୋଷ ତାଙ୍କ ନାଁରେ ଭରତ ସରକାର ଡାକ ଟିକଟ ଛପିଥିଲେ । [୫]

ସତ୍ୟେନ୍ଦ୍ର ନାଥ ବୋଷ
SatyenBose1925.jpg
୧୯୨୫ରେ ସତ୍ୟେନ୍ଦ୍ର ନାଥ ବୋଷ
ଜନ୍ମ(1894-01-01)୧ ଜାନୁଆରୀ ୧୮୯୪
ମୃତ୍ୟୁ୪ ଫେବୃଆରୀ ୧୯୭୪(1974-02-04) (ବୟସ ୮୦)
କଲିକତା , ଭାରତ
ଜାତୀୟତାଭାରତୀୟ
ପୁରାତନ ଛାତ୍ରUniversity of Calcutta
ଜଣାଶୁଣାBose–Einstein condensate
Bose–Einstein statistics
Bose gas
ପୁରସ୍କାର(ଗୁଡ଼ିକ)ପଦ୍ମ ବିଭୂଷଣ
Fellow of the Royal Society
ବିଜ୍ଞାନୀ ଜୀବନ
କ୍ଷେତ୍ରପଦାର୍ଥ ବିଜ୍ଞାନ ଏବଂ ଗଣିତ
କର୍ମାନୁଷ୍ଠାନକଲିକତା ବିଶ୍ୱବିଦ୍ୟାଳୟ(University of Calcutta)

ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ

 

ଗବେଷଣାସମ୍ପାଦନ କରନ୍ତୁ

ବୋଷ-ଆଇନଷ୍ଟାଇନ ପରିସଂଖ୍ୟାନସମ୍ପାଦନ କରନ୍ତୁ

 
ବୋଷ-ଆଇନଷ୍ଟାଇନ କଣ୍ଡେନସେଟର ଉପସ୍ଥିତି ସୂଚାଉଥିବା ପରୀକ୍ଷଣ

ସମ୍ମାନସମ୍ପାଦନ କରନ୍ତୁ

ପଦ୍ମ ବିଭୂଷଣ

ଆଧାରସମ୍ପାଦନ କରନ୍ତୁ

ବାହାର ଲିଙ୍କସମ୍ପାଦନ କରନ୍ତୁ

  • S. N. Bose. "Plancks Gesetz und Lichtquantenhypothese", Zeitschrift für Physik 26:178-181 (1924). (The German translation of Bose's paper on Planck's law)
  • Abraham Pais. Subtle is the Lord...: The Science and Life of Albert Einstein. Oxford and New York: Oxford University Press, 1982. (pp. 423–434). ISBN 0-19-853907-X.
  • "Heat and thermodynamics" Saha and Srivasthava.
  • Lev Pitaevskii and Sandro Stringari. "Bose-Einstein Condensation". Clarendon Press, 2003, Oxford.