ଧନେଶ୍ୱର କୁମ୍ଭାର

ଓଡ଼ିଆ ରାଜନୀତିଜ୍ଞ

ଧନେଶ୍ୱର କୁମ୍ଭାର (ଜନ୍ମ: ୧୫ ଅଗଷ୍ଟ ୧୯୩୬ - ୧୭ ମାର୍ଚ୍ଚ ୨୦୦୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସୋନପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଧନେଶ୍ୱର କୁମ୍ଭାର
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୫
ପୂର୍ବ ଅଧିକାରୀଦେବରାଜ ସେଠ
ପର ଅଧିକାରୀଅଚ୍ୟୁତ ବିଶ୍ୱାଳ
ନିର୍ବାଚନ ମଣ୍ଡଳୀସୋନପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1936-08-15)୧୫ ଅଗଷ୍ଟ ୧୯୩୬
ମୃତ୍ୟୁ୧୭ ମାର୍ଚ୍ଚ ୨୦୦୦(2000-03-17) (ବୟସ ୬୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଲତା କୁମ୍ଭାର
ବାପା/ବୋଉକ୍ଷେତ୍ରବାସୀ କୁମ୍ଭାର (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଧନେଶ୍ୱର କୁମ୍ଭାର ୧୯୩୬ ମସିହାର ଅଗଷ୍ଟ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କ୍ଷେତ୍ରବାସୀ କୁମ୍ଭାର ଓ ପତ୍ନୀଙ୍କ ନାମ ଲତା କୁମ୍ଭାର ।[୧]

ରାଜନୈତିକ ଜୀବନ ସମ୍ପାଦନା

ଧନେଶ୍ୱର କୁମ୍ଭାର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ଧନେଶ୍ୱର କୁମ୍ଭାର ୨୦୦୦ ମସିହାର ମାର୍ଚ୍ଚ ୧୭ ତାରିଖରେ ୬୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Dhaneswar Kumbhar". odishaassembly.nic.in. Odisha Assembly. Retrieved 23 August 2021.