କୁନ୍ଦୁରୁ କୁଶାଳ

ଓଡ଼ିଆ ରାଜନୀତିଜ୍ଞ

କୁନ୍ଦୁରୁ କୁଶାଳ (୨୭ ନଭେମ୍ବର ୧୯୫୧ - ୮ ନଭେମ୍ବର ୨୦୦୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୧୯୯୦, ୧୯୯୫ ଓ ୨୦୦୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସୋନପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ, ୧୧ଶ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

କୁନ୍ଦୁରୁ କୁଶାଳ
ବିଧାୟକ: ୧୦ମ, ୧୧ଶ, ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୨୦୦୪
ପୂର୍ବ ଅଧିକାରୀଅଚ୍ୟୁତ ବିଶ୍ୱାଳ
ପର ଅଧିକାରୀବିନୋଦ ପାତ୍ର
ନିର୍ବାଚନ ମଣ୍ଡଳୀସୋନପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1951-11-27)୨୭ ନଭେମ୍ବର ୧୯୫୧
ମୃତ୍ୟୁ୮ ନଭେମ୍ବର ୨୦୦୮(2008-11-08) (ବୟସ ୫୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ
ଜୀବନ ସାଥୀଉକିଆ କୁଶାଳ
ବାପା/ବୋଉଇଶ୍ୱର କୁଶାଳ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

କୁନ୍ଦୁରୁ କୁଶାଳ ୧୯୫୧ ମସିହାର ନଭେମ୍ବର ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଇଶ୍ୱର କୁଶାଳ ଏବଂ ପତ୍ନୀଙ୍କ ନାମ ଉକିଆ କୁଶାଳ ।[୧]

ରାଜନୈତିକ ଜୀବନ ସମ୍ପାଦନା

କୁନ୍ଦୁରୁ କୁଶାଳ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ପୂର୍ବରୁ ସେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀ ସମ୍ପାଦନା

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୯୦ ୧୯୯୫ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା ସୋନପୁର ଜନତା ଦଳ
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ସୋନପୁର ଜନତା ଦଳ
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା ସୋନପୁର ବିଜୁ ଜନତା ଦଳ

ମୃତ୍ୟୁ ସମ୍ପାଦନା

କୁନ୍ଦୁରୁ କୁଶାଳ ୨୦୦୮ ମସିହାର ନଭେମ୍ବର ୮ ତାରିଖରେ ୫୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Kunduru Kushal". odishaassembly.nic.in. Odisha Assembly. Retrieved 20 August 2021.