ନୀଳାମ୍ବର ରାୟଗୁରୁ
ଓଡ଼ିଆ ରାଜନୀତିଜ୍ଞ
ନୀଳାମ୍ବର ରାୟଗୁରୁ (୧୯ ଅପ୍ରେଲ ୧୯୨୭ - ୨୮ ଜୁଲାଇ ୧୯୯୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୬୭ ଓ ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସୋନପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ ଓ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ନୀଳାମ୍ବର ରାୟଗୁରୁ | |
---|---|
ବିଧାୟକ: ୪ର୍ଥ, ୫ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୩ | |
ପୂର୍ବ ଅଧିକାରୀ | ଦଉଲତ ଗଣ୍ଡ |
ପର ଅଧିକାରୀ | ଦୌଲତ ବାଘ |
ନିର୍ବାଚନ ମଣ୍ଡଳୀ | ସୋନପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୯ ଅପ୍ରେଲ ୧୯୨୭ |
ମୃତ୍ୟୁ | ୨୮ ଜୁଲାଇ ୧୯୯୭ | (ବୟସ ୭୦)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ସ୍ୱତନ୍ତ୍ର ପାର୍ଟି |
ଜୀବନ ସାଥୀ | ରାଜେଶ୍ୱରୀ ରାୟଗୁରୁ |
ବାପା/ବୋଉ | କାଶିନାଥ ରାୟଗୁରୁ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାନୀଳାମ୍ବର ରାୟଗୁରୁ ୧୯୨୭ ମସିହାର ଅପ୍ରେଲ ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କାଶିନାଥ ରାୟଗୁରୁ ଓ ପତ୍ନୀଙ୍କ ନାମ ରାଜେଶ୍ୱରୀ ରାୟଗୁରୁ ।[୧]
ରାଜନୈତିକ ଜୀବନ
ସମ୍ପାଦନାନୀଳାମ୍ବର ରାୟଗୁରୁ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାନୀଳାମ୍ବର ରାୟଗୁରୁ ୧୯୯୭ ମସିହାର ଜୁଲାଇ ୨୮ ତାରିଖରେ ୭୦ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Nilambar Raiguru". odishaassembly.nic.in. Odisha Assembly. Retrieved 19 August 2021.