ଦୌଲତ ବାଘ
ଓଡ଼ିଆ ରାଜନୀତିଜ୍ଞ
ଦୌଲତ ବାଘ (ଜନ୍ମ: ୧ ଜାନୁଆରୀ ୧୯୦୯ - ୧୫ ଅକ୍ଟୋବର ୧୯୯୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସୋନପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଦୌଲତ ବାଘ | |
---|---|
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୪ – ୧୯୭୭ | |
ପୂର୍ବ ଅଧିକାରୀ | ନୀଳାମ୍ବର ରାୟଗୁରୁ |
ପର ଅଧିକାରୀ | ଦେବରାଜ ସେଠ |
ନିର୍ବାଚନ ମଣ୍ଡଳୀ | ସୋନପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଜାନୁଆରୀ ୧୯୦୯ |
ମୃତ୍ୟୁ | ୧୫ ଅକ୍ଟୋବର ୧୯୯୦ | (ବୟସ ୮୧)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ସ୍ୱତନ୍ତ୍ର ପାର୍ଟି |
ଜୀବନ ସାଥୀ | ନୀରା କୁମ୍ଭାର ବିଲା କୁମ୍ଭାର |
ବାପା/ବୋଉ | ଶ୍ରୀରାମ ବାଘ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଦୌଲତ ବାଘ ୧୯୦୯ ମସିହାର ଜାନୁଆରୀ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶ୍ରୀରାମ ବାଘ ଏବଂ ପତ୍ନୀଙ୍କ ନାମ ନୀରା କୁମ୍ଭାର ଓ ବିଲା କୁମ୍ଭାର ।[୧]
ରାଜନୈତିକ ଜୀବନ
ସମ୍ପାଦନାଦୌଲତ ବାଘ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାଦୌଲତ ବାଘ ୧୯୯୦ ମସିହାର ଅକ୍ଟୋବର ୧୫ ତାରିଖରେ ୮୧ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Daulat Bagh". odishaassembly.nic.in. Odisha Assembly. Retrieved 25 August 2021.