ବିନୋଦ ରାଠୋଡ
ଭାରତୀୟ ପ୍ରଚ୍ଛଦପଟ ଗାୟକ
ବିନୋଦ ରାଠୋଡ ହେଉଛନ୍ତି ଗାୟକ ପଣ୍ଡିତ ଚତୁର୍ଭୁଜ ରାଠୋଡଙ୍କ ସୁପୁତ୍ର । ସେ ଜଣେ ସୁବିଦିତ ବଲିଉଡ ପ୍ରଚ୍ଛଦପଟ ଗାୟକ । ତାଙ୍କର ସୁପ୍ରସିଦ୍ଧି ଲାଭ କରିଥିବା ଗିତର ଚଳଚ୍ଚିତ୍ରଗୁଡ଼ିକ ହେଲା ଚଲ୍ ମେରେ ଭାଇ, ଲଗେ ରହୋ ମୁନ୍ନା ଭାଇ, ମିସନ୍ କସ୍ମିର୍ ଏବଂ ବାଜିଗର । [୧]
ବିନୋଦ ରାଠୋଡ | |
---|---|
Background information | |
ଜନ୍ମ | ମୁମ୍ବାଇ, ଭାରତ |
ଶୈଳୀ | ପ୍ରଚ୍ଛଦପଟ୍ଟ ଗାୟନ |
ପେଷା | ପ୍ରଚ୍ଛଦପଟ୍ଟ ଗାୟକ |
କାର୍ଯ୍ୟକାଳ | ୧୯୮୭–ଏବେଯାଏଁ |
ୱେବସାଇଟ | http://www.vinodrathod.com |
ବାଲ୍ୟ ଜୀବନ
ସମ୍ପାଦନାବିନୋଦଙ୍କ ଜନ୍ମ ଶାସ୍ତ୍ରୀୟ ସଙ୍ଗିତଜ୍ଞ ପଣ୍ଡିତ ଚତୁର୍ଭୁଜ ରାଠୋଡଙ୍କ ଘରେ ହୋଇଥିଲା । ପିତା ତାଙ୍କ ଭିତରେ ସଙ୍ଗିତ ପ୍ରତି ପ୍ରଗାଢ ଆଗ୍ରହ ଓ ପ୍ରତିଭା ଦେଖିଥିଲେ । ପରେ ପିତା ତାଙ୍କୁ ସଙ୍ଗିତର ପ୍ରାରମ୍ଭିକ ଶିକ୍ଷା ପ୍ରଦାନ କରିଥିଲେ ।
ବ୍ୟକ୍ତିଗତ ଜୀବନ
ସମ୍ପାଦନାବିନୋଦ ପ୍ରେରଣାଙ୍କୁ ବିବାହ କରିଛନ୍ତି । ସେ ହଉଛନ୍ତି ପ୍ରଖ୍ୟାତ ବଲିଉଡ ଗାୟକ ରୁପ୍କୁମାର ରାଠୋଡ ଓ ଲୋକପ୍ରିୟ ବଲିଉଡ ସଙ୍ଗିତ ନିର୍ଦ୍ଧେଶକ ଶ୍ରବଣ ରାଠୋଡଙ୍କ ଭାଇ ।
ବଲିଉଡ ଚଳଚ୍ଚିତ୍ର
ସମ୍ପାଦନା- ଡାଲ୍ ମେଁ କୁଛ୍ କାଲା ହେ (୨୦୧୨)
- ଜମାନତ୍ (୨୦୦୮)
- ରାମ ଗୋପାଳ ବର୍ମା କି ଆଗ୍ (୨୦୦୭)
- ଟ୍ରାଫିକ୍ ସିଗ୍ନାଲ୍ (୨୦୦୭)
- ଲଗେ ରହୋ ମୁନ୍ନା ଭାଇ (୨୦୦୬)
- ମେରି ମଜ୍ବୁରି (୨୦୦୬)
- ବିସ୍ଫୋଟ୍ [ସଙ୍ଗିତ : ରିତୁରାଜ୍](୨୦୦୫)
- ପଣ୍ଡିତ୍...ଏକ୍ ୟୋଧା (୨୦୦୫)
- ମୁନ୍ନାଭାଇ ଏମ୍.ବି.ବି.ଏସ୍. (୨୦୦୩)
- ଚଲ୍ ମେରେ ଭାଇ (୨୦୦୦)
- ଜିତ୍ (୧୯୯୬)
- ବାଜିଗର (୧୯୯୩)
- ଦିବାନା (୧୯୯୨)
ଆଧାର
ସମ୍ପାଦନା- ↑ Hindi Lyrics Singer Vinod Rathod
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ବିନୋଦ ରାଠୋଡ
- Diwali 2008 Sunnyvale, US concert updates at UPANA
- US, Canada 2008 Tour updates at Our Digital Vision