ଶାଶୁ ହାତକଡ଼ି ଭାଉଜ ବେଡ଼ି
ଶାଶୁ ହାତକଡ଼ି ଭାଉଜ ବେଡ଼ି, ୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ରବିନ୍ଦ୍ର ସାହୁ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଓ କାହାଣୀ ରଚନା କରିଥିଲେ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବିଜୟ ଭାସ୍କର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ଶାଶୁ ହାତକଡ଼ି ଭାଉଜ ବେଡ଼ି | |
---|---|
ନିର୍ଦ୍ଦେଶକ | ବିଜୟ ଭାସ୍କର |
ପ୍ରଯୋଜକ | ରବିନ୍ଦ୍ର ସାହୁ |
ସଂଳାପ | ସୁବୋଧ ପଟ୍ଟନାୟକ |
ଚିତ୍ରନାଟ୍ୟ | ବିଜୟ ଭାସ୍କର |
କାହାଣୀ | ରବିନ୍ଦ୍ର ସାହୁ |
କଳାକାର | ମିହିର ଦାସ, ସିଦ୍ଧାନ୍ତ ମହାପାତ୍ର, ସ୍ନିଗ୍ଧା ମହାନ୍ତି, ଶ୍ରୀଲେଖା, ବିଜୟ ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା |
ସଙ୍ଗୀତ | ଅକ୍ଷୟ ମହାନ୍ତି |
ଚିତ୍ରଗ୍ରହଣ | ବି. ସତୀଶ |
ସମ୍ପାଦକ | ଅନୀଲ ମନଲାଡ୍ |
ମୁକ୍ତିଲାଭ ତାରିଖ | ୧୯୯୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମିହିର ଦାସ, ସିଦ୍ଧାନ୍ତ ମହାପାତ୍ର, ସ୍ନିଗ୍ଧା ମହାନ୍ତି, ଶ୍ରୀଲେଖା, ବିଜୟ ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା, ରୁନୁ ପରିଜା, ଅନିତା ଦାସ, ବ୍ରଜ ସିଂହ, ସରୋଜ ଦାସ, ଗଣେଶ, ବାବୁ, ସ୍ମିତା, ନବ କିଶୋର, ସୁବାଷ, ନିରଞ୍ଜନ, ରବି କୁମାର, ଉପେନ୍ଦ୍ର, ସଂଗ୍ରାମ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନା- ମିହିର ଦାସ
- ସିଦ୍ଧାନ୍ତ ମହାପାତ୍ର[୨]
- ସ୍ନିଗ୍ଧା ମହାନ୍ତି
- ଶ୍ରୀଲେଖା
- ବିଜୟ ମହାନ୍ତି
- ପ୍ରଦ୍ୟୁମ୍ନ ଲେଙ୍କା
- ରୁନୁ ପରିଜା
- ଅନୀତା ଦାସ[୩]
- ବ୍ରଜ ସିଂହ
- ସରୋଜ ଦାସ
- ଗଣେଶ
- ବାବୁ ସ୍ମିତା
- ନବ କିଶୋର
- ସୁବାଷ
- ନିରଞ୍ଜନ
- ରବି
- କୁମାର ଉପେନ୍ଦ୍ର
- ସଂଗ୍ରାମ
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି । ନିଜାମ ଏବଂ ରବିନ୍ଦ୍ର ସାହୁ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କେ.ଏସ୍. ଚିତ୍ରା, ବିଭୁ ଦାସ, ବଦ୍ରି ନାରାୟଣ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|
ଆଧାର
ସମ୍ପାଦନା- ↑ ପରିଡ଼ା, ଲକ୍ଷ୍ମଣ କୁମାର (1 July 2003). "ଓଡ଼ିଆ ଚଳଚ୍ଚିତ୍ରରେ ଶ୍ରୀ ଜଗନ୍ନାଥ" (PDF). ଉତ୍କଳ ପ୍ରସଙ୍ଗ (July 2003): 114. Archived from the original (PDF) on 14 October 2020. Retrieved 14 January 2019.
- ↑ "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
- ↑ "ଓଡ଼ିଆ ସିନେ ଅଭିନେତ୍ରୀ ଅନିତା ଦାସଙ୍କ ପରଲୋକ". OTV Khabar. 11 May 2018. Archived from the original on 18 July 2018. Retrieved 14 January 2019.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଶାଶୁ ହାତକଡ଼ି ଭାଉଜ ବେଡ଼ି