ଶଙ୍ଖା ସିନ୍ଦୂର

୧୯୮୫ର ଓଡ଼ିଆ କଥାଚିତ୍ର

ଶଙ୍ଖା ସିନ୍ଦୂର, ୧୯୮୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବାବୁଲା ମହାନ୍ତି । ବିଜୟ ଭାସ୍କର, ଜଗନ୍ନାଥ ଦାସ, ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ନିର୍ଦ୍ଦେଶକ ବିଜୟ ଭାସ୍କର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ଶଙ୍ଖା ସିନ୍ଦୂର
ନିର୍ଦ୍ଦେଶକବିଜୟ ଭାସ୍କର
ପ୍ରଯୋଜକବାବୁଲା ମହାନ୍ତି
କାହାଣୀବିଜୟ ଭାସ୍କର
ଜଗନ୍ନାଥ ଦାସ
ସୁବୋଧ ପଟ୍ଟନାୟକ
କଳାକାରଅପରାଜିତା ମହାନ୍ତି
ବିଜୟ ମହାନ୍ତି
ଶ୍ରୀରାମ ପଣ୍ଡା
ସୁଜାତା ଆନନ୍ଦ
ନରେନ୍ଦ୍ର କୁମାର ବେହେରା
ହେମନ୍ତ ଦାସ
ଜୟୀରାମ ସାମଲ
ଅସୀତ ପତି
ଜୟା ବି.
ରାଧା ପଣ୍ଡା
ସଙ୍ଗୀତଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣସୁରେନ୍ଦ୍ର ସାହୁ
ସମ୍ପାଦକରବି ଶଙ୍କର ପଟ୍ଟନାୟକ[୧]
ମୁକ୍ତିଲାଭ ତାରିଖ
୧୯୮୫
ଦେଶ ଭାରତ
ଭାଷାଓଡ଼ିଆ

ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ଶ୍ରୀରାମ ପଣ୍ଡା, ସୁଜାତା ଆନନ୍ଦ, ନରେନ୍ଦ୍ର କୁମାର ବେହେରା, ହେମନ୍ତ ଦାସ, ଜୟୀରାମ ସାମଲ, ଅସୀତ ପତି, ଜୟା ବି., ରାଧା ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟସମ୍ପାଦନ କରନ୍ତୁ

କାହାଣୀସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି । ଗୀତିକାର ନାରାୟଣ ପ୍ରସାଦ ସିଂହ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ବାଣୀ ଜୟରାମ, ଅକ୍ଷୟ ମହାନ୍ତି, ଅନୁରାଧା ପୌଡ଼ୱାଲ ଭଳି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତସମ୍ପାଦନ କରନ୍ତୁ

କ୍ରମଗୀତସମୟ

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ "ରବି ପଟ୍ଟନାୟକଙ୍କୁ ଜୟଦେବ ପୁରସ୍କାର, ହେଲୋ ଆର୍‌ସି ଶ୍ରେଷ୍ଠ ଚଳଚ୍ଚିତ୍ର | Sambad". sambad.in. ସମ୍ବାଦ. 26 February 2019. Archived from the original on 29 December 2019. Retrieved 29 December 2019.
  2. "ଜୟାଙ୍କ ଜୟଯାତ୍ରା". enewspapr.com/News/NITIDIN. ୨୩ ଅପ୍ରେଲ ୨୦୨୧. p. ୯. Archived from the original on ୨୩ ଅପ୍ରେଲ ୨୦୨୧. Retrieved 23 April 2021. {{cite web}}: Check date values in: |date= and |archivedate= (help)

ବାହାର ଆଧାରସମ୍ପାଦନ କରନ୍ତୁ