ଶକ୍ତି (ଓଡ଼ିଆ କଥାଚିତ୍ର)

୨୦୧୮ର ଓଡ଼ିଆ କଥାଚିତ୍ର

ଶକ୍ତି, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୩][୪][୫][୬] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରୋନ‌କ ସାହୁ ଏବଂ ମିନତି ସାହୁ ।[୭] ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ଏବଂ ସଂଳାପ ରଚନା କରିଥିଲେ ।[୮] ସୁଧାକର ବସନ୍ତ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୯][୧୦][୧୧] ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଶକ୍ତି
ନିର୍ଦ୍ଦେଶକସୁଧାକର ବସନ୍ତ
ପ୍ରଯୋଜକରୋନକ ସାହୁ, ମିନତି ସାହୁ
ସଂଳାପରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟସୁଧାକର ବସନ୍ତ
କାହାଣୀରଣଜିତ ପଟ୍ଟନାୟକ
କଳାକାରକରନ୍
ସୂର୍ଯ୍ୟମୟୀ
ମିହିର ଦାସ
ଉତ୍ତମ ମହାନ୍ତି
ପିଣ୍ଟୁ ନନ୍ଦ
ହରିହର ମହାପାତ୍ର
ଗୁଡ୍ଡୁ
ବିଜୁ ବଡ଼ଜେନା
ସଙ୍ଗୀତଅଭିଜିତ ମଜୁମଦାର
ମୁକ୍ତିଲାଭ ତାରିଖ
୨୭ ଅପ୍ରେଲ ୨୦୧୮[୧][୨]
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ କରନ ଏବଂ ସୂର୍ଯ୍ୟମୟୀ ।[୧୨][୧୩][୧୪][୭] ଏହି ଚଳଚ୍ଚିତ୍ର ଜରିଆରେ କରନ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧୫] ମିହିର ଦାସ, ଉତ୍ତମ ମହାନ୍ତି, ପିଣ୍ଟୁ ନନ୍ଦ, ହରିହର ମହାପାତ୍ର, ଗୁଡ୍ଡୁ, ବିଜୁ ବଡ଼ଜେନା, ରାଜୀବ ମହାନ୍ତି, ମଧୁ, ଅପରାଜିତା, ପ୍ରତିଭା ପଣ୍ଡା, ଶୁଭାଶିଷ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୧୧][୧୬]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର[୧୧] ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୨୦] ଅଭିଜିତ ମଜୁମଦାର, ସ୍ମୃତି, ସତ୍ୟଜିତ, ହ୍ୟୁମାନ ସାଗର, ବିଷ୍ଣୁ ମୋହନ କବି, ମାଧବ ଦାସ, ପ୍ରିୟଙ୍କା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତକବିଗାୟକସମୟ
1."ରଙ୍ଗିଲା ଗୁଡ଼ି ଉଡ଼ି ଉଡ଼ି"ନିର୍ମଳ ନାୟକଅଭିଜିତ ମଜୁମଦାର, ସ୍ମୃତି 
2."ଶକ୍ତି" ସତ୍ୟଜିତ 
3."ହାତ ଧରି ମୋର ଚାଲି ଶିଖେଇଲ" ହ୍ୟୁମାନ ସାଗର 
4."ମତେ ବନେଇଦେଲୁ ସରାବି" ଅଭିଜିତ ମଜୁମଦାର 
5."ଓ ଉର୍ବଷି" ବିଷ୍ଣୁ ମୋହନ କବି 
6."ତୁ ମୋ ଛାତିର ଧଡ଼୍‌କନ୍" ମାଧବ ଦାସ, ପ୍ରିୟଙ୍କା 

ଆଧାର ସମ୍ପାଦନା

  1. "ଆଜି ଶୁଭମୁକ୍ତି: ଓଡ଼ିଆ ସିନେମା 'ଶକ୍ତି'". sambad.in. 27 April 2018. Retrieved 6 June 2018.
  2. "୨୦ରେ 'ଯୋଗୀ', ୨୭ରେ 'ଶକ୍ତି'". sambad.in. 18 April 2018. Retrieved 6 June 2018.
  3. "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
  4. "ବଢ଼ୁଛି ଆକର୍ଷଣ , ନଅ ମାସରେ ୨୧ଟି ନୂଆ ଓଡ଼ିଆ ସିନେମା ଦେଖିଲେଣି ଦର୍ଶକ | Sambad". Sambad (in Odia). Odisha. 1 October 2018. Archived from the original on 4 November 2019. Retrieved 2 October 2018.{{cite news}}: CS1 maint: unrecognized language (link)
  5. "ବର୍ଷର ପ୍ରଥମ ଆଠ ମାସରେ ଓଲିଉଡର ହାଲଚାଲ୍‌ ସଂପର୍କରେ ଜାଣିବାକୁ ଚାହାଁନ୍ତି କି ? | Sambad". Sambad. 4 September 2018. Archived from the original on 7 September 2018. Retrieved 4 September 2018.
  6. "ଗତ ଦୁଇ ମାସଭିତରେ ଓଲିଉଡରେ କ'ଣ ସବୁ ଘଟିଛି". sambad.in. 1 June 2018. Retrieved 6 June 2018.
  7. ୭.୦ ୭.୧ "କରନଙ୍କ କରିସ୍ମା". ସମାଜ. 3 September 2017. Retrieved 8 September 2017.[permanent dead link]
  8. "'ଶକ୍ତି' ଯୋଡ଼ି". ସମାଜ. 15 October 2017. Retrieved 15 October 2017.[permanent dead link]
  9. "ସୁଧାକରଙ୍କ ଆଶା". ସମାଜ. 15 April 2018. Retrieved 15 April 2018.[permanent dead link]
  10. "'ଶକ୍ତି' ଯୋଡ଼ି". ସମାଜ. 15 April 2018. Retrieved 15 April 2018.[permanent dead link]
  11. ୧୧.୦ ୧୧.୧ ୧୧.୨ "କରନ-ସୂର୍ଯ୍ୟମୟୀଙ୍କ ଚମକ". ସମାଜ. 3 December 2017. Retrieved 7 December 2017.[permanent dead link]
  12. "'ଶକ୍ତି' ପ୍ରଦଶର୍ନ". ସମାଜ (ରବିବାର). 22 April 2018. Retrieved 28 April 2018.[permanent dead link]
  13. "ପ୍ରେମ-ପ୍ରତିଶୋଧର କାହାଣୀ". ସମାଜ. 1 April 2018. Retrieved 2 April 2018.[permanent dead link]
  14. "ଜାନୁଆରିରେ ନୁହେଁ , ଜାଣନ୍ତୁ କେବେ ଆସିବ 'ଶକ୍ତି'". sambad.in. 13 January 2018. Retrieved 1 February 2018.
  15. "ବିଗ୍ ବଜେଟ୍, ବିଗ୍ ଆକ୍ସନ୍". ସମାଜ ରବିବାର. 8 April 2018. Retrieved 12 April 2018.[permanent dead link]
  16. "ଆସୁଛି ଶକ୍ତି". ସମାଜ. 11 March 2018. Retrieved 12 March 2018.[permanent dead link]
  17. "ତେଲୁଗୁ ସିନେମାର ଅଫରକୁ ହାତଛଡ଼ା କରିଥିଲେ ଏହି ଓଲିଉଡ ନାୟିକା, ଜାଣନ୍ତି କାହିଁକି ?". sambad.in. 13 May 2018. Retrieved 6 June 2018.
  18. "ହାଟ୍ରିକ୍‌ କଲେ ଏହି ଓଲିଉଡ଼୍‍ ନାୟିକା". sambad.in. 27 April 2018. Retrieved 6 June 2018.
  19. "ଜୁଲାଇ ୪ରେ ଆସିବ ବସନ୍ତ ସାହୁଙ୍କ 'ସେଲ୍‌ଫିସ୍‌ ଦିଲ୍‌'". Sambad (in ଆମେରିକୀୟ ଇଂରାଜୀ). 2019-06-30. Archived from the original on 2019-07-01. Retrieved 2019-07-01.
  20. "Odia Movies List 2018". OdiaLive. Archived from the original on 25 January 2019. Retrieved 30 December 2018.

ବାହାର ଆଧାର ସମ୍ପାଦନା

  • ଇଣ୍ଟରନେଟ ମୁଭି ଡାଟାବେସରେ ଶକ୍ତି