ସାଧାରଣତନ୍ତ୍ର ଦିବସ (ଭାରତ)
୧୯୫୦ ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏହି ଦିନଟିକୁ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ । [୧]
ସାଧାରଣତନ୍ତ୍ର ଦିବସ | |
---|---|
ପାଳନକାରୀ | ଭାରତ |
ପ୍ରକାର | ଜାତୀୟ |
ପାଳନ | ପ୍ୟାରେଡ଼, ପତାକା ଉତ୍ତୋଳନ |
ତାରିଖ | ୨୬ ଜାନୁଆରୀ |
ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ଦୁର୍ଗଠାରେ ଜାତୀୟ ପତାକା ଉତ୍ତୋଳନ କରି ଭାରତୀୟ ସାମରିକ ବାହିନୀ,ଅର୍ଦ୍ଧ ସାମରିକ ବାହିନୀ,ପୁଲିସ ବାହିନୀ ଓ ଦେଶର ବିଭିନ୍ନ ଅଂଚଳରୁ ଆସିଥିବା କ୍ୟାଡେଟମାନଙ୍କଠାରୁ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରନ୍ତି ।
ଭାରତୀୟ ସେନା (ନୋସେନା, ସ୍ଥଳସେନା, ବାୟୁସେନା) ଓ ଅଶ୍ୱାରୋହୀ, ପଦାତିକ ଆଦି ବାହିନୀ ସେମାନଙ୍କର ଶୋଭାଯାତ୍ରାରେ ବାହାରିଥାଆନ୍ତି । ଏଥି ସହିତ ଭାରତର ବିଭିନ୍ନ ସାଂସ୍କୃତିକ ଝଲକ ବିଭିନ୍ନ ରାଜ୍ୟରୁ ଆସିଥିବା ଦଳମାନେ ପ୍ରସ୍ତୁତ କରିଥାନ୍ତି ।
ଏହି ପର୍ବ ପ୍ରତ୍ୟେକ ରାଜ୍ୟରେ ମଧ୍ୟ ଆୟୋଜିତ ହୋଇଥାଏ ଓ ସେଠାକାର ରାଜ୍ୟପାଳ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଥାନ୍ତି ।
ଇତିହାସ
ସମ୍ପାଦନାଇଂରେଜ ଶାସନରୁ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଅସହଯୋଗ ଓ ଅହିଂସାପୂର୍ଣ୍ଣ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ଫଳରେ ଭାରତ ୧୫ ଅଗଷ୍ଟ ୧୯୪୭ରେ ସ୍ୱାଧୀନ ହେଲା । ଇଂଲଣ୍ଡର ପାର୍ଲିଆମେଣ୍ଟରେ ଭାରତୀୟ ସ୍ୱାଧୀନତା ଆକ୍ଟ ୧୯୪୭ (୧୦ ଓ ୧୧ ଜିଇଓ ୬ ସି ୩୦) ବଳରେ ବ୍ରିଟିସ ଭାରତ ଦ୍ୱିଖଣ୍ଡିତ ହୋଇ ଦୁଇଟି ନୂଆ ଦେଶ ଭାରତ ଓ ପାକିସ୍ଥାନରେ ବିଭକ୍ତ ହୋଇ କମନୱେଲ୍ଥ ନେସନରେ ସଂଯୁକ୍ତ ହେଲା ।[୨] ୧୫ ଅଗସ୍ଟ ୧୯୪୭ ଦିନଠାରୁ ଜର୍ଜ ୬ ଭାରତର ମୂଖ୍ୟ ହେଲେ, ମାଉଣ୍ଟ ବ୍ୟଟେନ ପ୍ରଥମ ଗଭର୍ଣ୍ଣର ଜେନେରାଲ ହେଲେ ଯାହାକୁ କନସ୍ଟିଚ୍ୟୁସନାଲ ମୋନାର୍କି କୁହାଯାଉଥିଲା । ସେତେବେଳେ ପରିବର୍ତ୍ତିତ କଲୋନିଆଲ ଗଭର୍ନମେଣ୍ଟ ଇଣ୍ଡିଆ ଆକ୍ଟ, ୧୯୩୫ଦ୍ୱାରା ଭାରତର ଶାସନ ପରିଚାଳିତ ହେଉଥିଲା । ତାପରେ ଭାରତର ସଂବିଧାନ ତିଆରି କରିବା ନିମନ୍ତେ ୨୮ ଅଗଷ୍ଟ ୧୯୪୭ରେ ଗୋଟିଏ ଚିଠା କମିଟି ତିଆରି କରାଗଲା ଯାହାର ଚେୟାରମ୍ୟାନ ବା ମୂଖ୍ୟ ବି ଆର ଆମ୍ବେଦକର ଥିଲେ । ଏହି କମିଟି ୪ ନଭେମ୍ବର ୧୯୪୭ ଦିନ ସମ୍ବିଧାନ ଚିଠା ଆସେମ୍ବ୍ଲିକୁ ହସ୍ତାନ୍ତର କଲେ ।[୩] ଦୀର୍ଘ ୧୬୬ ଦିନ ଧରି ଏହା ନାଗରିକଙ୍କ ନିମନ୍ତେ ଖୋଲା ଥିଲା ଓ ଆସେମ୍ବ୍ଲି ଥରକୁ ଥର ବସି ଏହା ଉପରେ ଆଲୋଚନା କଲେ । ଶେଷରେ ୨୪ ଜାନୁଆରୀ ୧୯୫୦ ତାରିଖ ଦିନ ଏହି ଚିଠା ପ୍ରସ୍ତାବର ଇଂରାଜୀ ଓ ହିନ୍ଦିରେ ଲିଖିତ ଦୁଇ କପି ଉପରେ ୩୦୮ ସଦସ୍ୟ ଦସ୍ତଖତ କଲେ । ଏହି ସମ୍ବିଧାନ ଜାନୁଆରୀ ୨୬, ୧୯୫୦ ତାରିଖ ଦିନ ବଳବତ୍ତର ହେଲା ଯାହାକୁ ଆମେ ସାଧାରଣତନ୍ତ୍ର ଦିବସ ଭାବରେ ପାଳନ କରୁଛୁ ।
ଗ୍ୟାଲେରି
ସମ୍ପାଦନା-
୨୦୧୬ରେ ଗଣତନ୍ତ୍ର ଦିବସ ପ୍ୟାରେଡରେ ଓଡ଼ିଶାର ପ୍ରତିକୃତି
-
୨୦୧୭ରେ ଗଣତନ୍ତ୍ର ଦିବସରେ ଓଡ଼ିଶାର ପ୍ରତିକୃତି
-
Rashtrapati Bhavan lit up.
-
Surya Kiran Aerobatics Team displaying tricolor.
-
Border Security Force personnel on Republic Day.
-
୧୯୫୦ରେ ଉଦଘାଟନ ସମାରୋହରେ ଜାରି ପୋଷ୍ଟକାର୍ଡ
-
ଦିଲ୍ଲୀରେ ଗଣତନ୍ତ୍ର ଦିବସ ପ୍ୟାରେଡ
-
ଗଣତନ୍ତ୍ର ଦିବସ ପ୍ୟାରେଡରେ ଭାରତୀୟ ସୈନ୍ୟ
-
The Constitution of India (10th Amendment) Act 1961
-
ଓଟ ଉପରେ ଭାରତୀୟ ସୈନ୍ୟ
-
ମୋଟର ଉପରେ ଭାରତୀୟ ସେନାବାହିନୀ କୌଶଳ ପ୍ରଦର୍ଶନ
-
ମହାରାଷ୍ଟ୍ର ରାଜ୍ୟର ପ୍ରତିକୃତ୍ତି
ନିମନ୍ତ୍ରୀତ ଅତିଥି
ସମ୍ପାଦନାପ୍ରତିବର୍ଷ ଅନ୍ୟ ଏକ ଦେଶର ରାଷ୍ଟ୍ର ମୁଖ୍ୟ ବା ରାଷ୍ଟ୍ର ପ୍ରତିନିଧିଙ୍କୁ ମୁଖ୍ୟ ଅତିଥି ରୂପେ ନିମନ୍ତ୍ରଣ କରାଯାଏ । ୧୯୫୦ ମସିହାରୁ ଏହି ପରମ୍ପରା ଚଳି ଆସୁଛି ।
ବର୍ଷ | ପ୍ରମୁଖ ଅତିଥି | ଦେଶ |
---|---|---|
୧୯୫୦ | ରାଷ୍ଟ୍ରପତି ସୁକର୍ଣ୍ଣୋ[୪] | ଇଣ୍ଡୋନେସିଆ |
୧୯୫୧ | – | |
୧୯୫୨ | – | |
୧୯୫୩ | – | |
୧୯୫୪ | ରାଜା ଜିଗ୍ମେ ଦୋର୍ଜୀ ୱାଙ୍ଗଚୁକ [୫] | ଭୁଟାନ |
୧୯୫୫ | ଗଭର୍ଣ୍ଣର ଜେନରାଲ ମଲିକ ଘୁଲାମ ମୁହମ୍ମଦ [୪] | ପାକିସ୍ତାନ |
୧୯୫୬ | – | |
୧୯୫୭ | – | |
୧୯୫୮ | – | |
୧୯୫୯ | – | |
୧୯୬୦ | ରାଷ୍ଟ୍ରପତି କ୍ଲିମେଂଟ ବୋରୋଶିଲୋଭ[୬] | ସୋଭିଏତ ସଂଘ |
୧୯୬୧ | ରାଣୀ ଏଲିଝାବେଥ ଦ୍ୱିତୀୟ[୪] | ଯୁକ୍ତରାଜ୍ୟ ବ୍ରିଟେନ |
୧୯୬୨ | – | |
୧୯୬୩ | ରାଜା ନୋରୋଡୋମ ସିହାଂନୌକ[୭] | କାମ୍ପୁଚିଆ |
୧୯୬୪ | – | |
୧୯୬୫ | ଖାଦ୍ୟ ଓ ଶେତୀମଂତ୍ରୀ ରାଣା ଅବ୍ଦୂଲ ହମିଦ | ପାକିସ୍ତାନ |
୧୯୬୬ | – | |
୧୯୬୭ | – | |
୧୯୬୮ | ପ୍ରଧାନମନ୍ତ୍ରୀ ଅଲେକ୍ସେଇ କୋସିଜିନ | ସୋଭିଏତ ସଂଘ |
ରାଷ୍ଟ୍ରପତି ଜୋସେଫ ବ୍ରୋଝ ଟିଟୋ[୮] | ୟୁଗୋସ୍ଲାଭିଆର ସାମ୍ୟବାଦୀ ସଂଘୀୟ ସାଧାରଣତନ୍ତ୍ର | |
୧୯୬୯ | ପଂତପ୍ରଧାନ ଟୋଡୋର ଝିବ୍ହକୋବ୍ହ[୯] | ବୁଲଗାରିଆ |
୧୯୭୦ | – | |
୧୯୭୧ | ରାଷ୍ଟ୍ରପତି ଜ୍ୟୁଲିଅସ ନ୍ୟରେରେ[୧୦] | ତାଞ୍ଜାନିଆ |
୧୯୭୨ | ପ୍ରଧାନମନ୍ତ୍ରୀ ଶିବସାଗର ରାମଗୁଲାମ[୧୧] | ମରିସସ |
୧୯୭୩ | ରାଷ୍ଟ୍ରପତି ମୋବୁଟୁ ସେସେ ସେକୋ[୧୨] | ଜେରେ |
୧୯୭୪ | ରାଷ୍ଟ୍ରପତି ଜୋସେଫ ବ୍ରୋଝ ଟିଟୋ | ୟୁଗୋସ୍ଲାଭିଆର ସାମ୍ୟବାଦୀ ସଂଘୀୟ ସାଧାରଣତନ୍ତ୍ର |
ପ୍ରଧାନମନ୍ତ୍ରୀ ସିରିମାଭୋ ବନ୍ଦରନାୟକେ[୧୩] | ଶ୍ରୀଲଙ୍କା | |
୧୯୭୫ | ରାଷ୍ଟ୍ରପତି କେନେଥ କାଣ୍ଡା[୧୪] | ଜାମ୍ବିଆ |
୧୯୭୭ | ପ୍ରଧାନମନ୍ତ୍ରୀ ଜାକ ଶିରାକ[୪] | ଫ୍ରାନ୍ସ |
୧୯୭୭ | ପ୍ରଥମ ସଚୀବ ଏଡୱାର୍ଡ଼ ଜିରିଏକ[୧୫] | ପୋଲାଣ୍ଡ |
୧୯୭୮ | ରାଷ୍ଟ୍ରପତି ପେଟ୍ରିକ ହିଲେରି[୧୬] | ଆୟରଲାଣ୍ଡ |
୧୯୭୯ | ପ୍ରଧାନମନ୍ତ୍ରୀ ମାଲ୍କମ ଫ୍ରେଝର[୧୭] | ଅଷ୍ଟ୍ରେଲିଆ |
୧୯୮୦ | ରାଷ୍ଟ୍ରପତି ବ୍ହେଲେରୀ ଜିସ୍କେର ଦେସ୍ତେଂ[୪] | ଫ୍ରାନ୍ସ |
୧୯୮୧ | ରାଷ୍ଟ୍ରପତି ହୋଜେ ଲୋପେଝ ପୋର୍ତିୟୋ[୧୮] | ମେକ୍ସିକୋ |
୧୯୮୨ | ରାଜା ହୁଆନ କାର୍ଲୋସ ପହିଲା[୧୯] | ସ୍ପେନ |
୧୯୮୩ | ରାଷ୍ଟ୍ରପତି ଶେହୁ ଶଗାରୀ[୨୦] | ନାଇଜେରିଆ |
୧୯୮୪ | ରାଜା ଜିଗ୍ମେ ସିଂଗ୍ୟେ ୱାଙ୍ଗଚୁକ[୨୧] | ଭୁଟାନ |
୧୯୮୫ | ରାଷ୍ଟ୍ରପତି ରାଉଲ ଅଲ୍ଫୋନ୍ସିନ[୨୨] | ଆର୍ଜେଣ୍ଟିନା |
୧୯୮୬ | ପ୍ରଧାନମନ୍ତ୍ରୀ ଆନ୍ଦ୍ରିଆସ ପାପେନ୍ଦ୍ରୁ[୨୩] | ଗ୍ରୀସ୍ |
୧୯୮୭ | ରାଷ୍ଟ୍ରପତି ଅେଲନ ଗାର୍ଶିୟା[୨୪] | ପେରୁ |
୧୯୮୮ | ରାଷ୍ଟ୍ରପତି ଜୂନିଅସ ରିଚର୍ଡ ଜୟବର୍ଧନେ[୨୫] | ଶ୍ରୀଲଙ୍କା |
୧୯୮୯ | ଜନରଲ ସେକ୍ରେଟ୍ରୀ ଙୁୟେନ ବେନ ଲିନ୍ହ[୨୬] | ଭିଏତନାମ |
୧୯୯୦ | ପ୍ରଧାନମନ୍ତ୍ରୀ ଅନିରୁଦ୍ଧ ଜଗନ୍ନାଥ[୨୭] | ମରିସସ |
୧୯୯୧ | ରାଷ୍ଟ୍ରପତି ମୋମୂନ ଅବ୍ଦୁଲ ଗୟ୍ୟୂମ[୨୭] | ମାଳଦ୍ୱୀପ |
୧୯୯୨ | ରାଷ୍ଟ୍ରପତି ମାରିଓ ସୋଆରେସ[୨୭] | ପର୍ତ୍ତୁଗାଲ |
୧୯୯୩ | ପ୍ରଧାନମନ୍ତ୍ରୀ ଜୋନ ମେଜର[୪] | ଯୁକ୍ତରାଜ୍ୟ ବ୍ରିଟେନ |
୧୯୯୪ | ପ୍ରଧାନମନ୍ତ୍ରୀ କୋହ ଚୋକ ଥୋଂଗ[୪] | ସିଙ୍ଗାପୁର |
୧୯୯୫ | ରାଷ୍ଟ୍ରପତି ନେଲ୍ସନ ମଣ୍ଡେଲା[୨୮] | ଦକ୍ଷିଣ ଆଫ୍ରିକା |
୧୯୯୬ | ରାଷ୍ଟ୍ରପତି ଡୋ. ଫର୍ଣ୍ଣାଣ୍ଡୋ ହେନରିକେ କାର୍ଦୋସୋ[୨୭] | ବ୍ରାଜିଲ |
୧୯୯୭ | ପ୍ରଧାନମନ୍ତ୍ରୀ ବସଦେବ ପାଣ୍ଡେ[୨୭] | ଟ୍ରିନିଡାଡ ଓ ଟ୍ରୋଭାଗୋ |
୧୯୯୮ | ରାଷ୍ଟ୍ରପତି ଜେକ ଶିରାକ[୪] | ପ୍ରାନ୍ସ |
୧୯୯୯ | ରାଜା ବୀରେନ୍ଦ୍ର ବୀର ବିକ୍ରମ ଶାହ ଦେବ[୨୭] | ନେପାଳ |
୨୦୦୦ | ରାଷ୍ଟ୍ରପତି ଓଲୁସେଗୁନ ଓବାସାନ୍ଜୋ[୪] | ନାଇଜେରିଆ |
୨୦୦୧ | ରାଷ୍ଟ୍ରପତି ଅବ୍ଦେଲଅଝୀଝ ବୁଟେଫ୍ଲିକା[୨୭] | ଆଲଜେରିଆ |
୨୦୦୨ | ରାଷ୍ଟ୍ରପତି କସ୍ସାମ ଉତୀମ[୨୭] | ମରିସସ |
୨୦୦୩ | ରାଷ୍ଟ୍ରପତି ମୋହମ୍ମଦ ଖାତାମୀ[୪] | ଇରାନ |
୨୦୦୪ | ରାଷ୍ଟ୍ରପତି ଲୁଈଝ ଇନାଚିୟୋ ଲୁଲା ଦା ସିଲଭ[୪] | ବ୍ରାଜିଲ |
୨୦୦୫ | ରାଜା ଜିଗ୍ମେ ସିଂଗ୍ୟେ ୱାଙ୍ଗଚୁକ[୨୭] | ଭୁଟାନ |
୨୦୦୬ | ଦେଶପ୍ରଧାନ ଅବ୍ଦୁଲ୍ଲା ବିନ ଅବ୍ଦେଲଅଝୀଝ ଅଲ-ସୌଦ[୨୭] | ସାଉଦି ଆରବ |
୨୦୦୭ | ରାଷ୍ଟ୍ରପତି ବ୍ଲାଦିମିର ପୁତିନ[୪] | ଋଷିଆ |
୨୦୦୮ | ରାଷ୍ଟ୍ରପତି ନିକୋଲା ସାର୍କୋଝୀ[୪] | ଫ୍ରାନ୍ସ |
୨୦୦୯ | ରାଷ୍ଟ୍ରପତି ନୁରସୁଲ୍ତାନ ନଝରବାୟେବ[୪] | କାଜାଖସ୍ତାନ |
୨୦୧୦ | ରାଷ୍ଟ୍ରପତି ଲୀ ମ୍ୟୁଂଗ ବାକ[୨୭] | ଦକ୍ଷିଣ କୋରିଆ |
୨୦୧୧ | ରାଷ୍ଟ୍ରପତି ସୁସିଲୋ ବାଂବାଂଗ ୟୁଧୋୟୋନୋ[୨୯] | ଇଣ୍ଡୋନେସିଆ |
୨୦୧୨ | ପ୍ରଧାନମନ୍ତ୍ରୀ ୟିଂଗଲକ ଶିନାବତ[୩୦] | ଥାଇଲାଣ୍ଡ |
୨୦୧୩ | ରାଜା ଜିଗମେ କେଶର ନାମଗେଲ ୱାଙ୍ଗଚୂକ [୩୧] | ଭୁଟାନ |
୨୦୧୪ | ପ୍ରଧାନମନ୍ତ୍ରୀ ଶିଂଜୋ ଆବେ [୩୨] | ଜାପାନ |
୨୦୧୫ | ରାଷ୍ଟ୍ରପତି ବାରାକ ଓବାମା [୩୩] | ଯୁକ୍ତରାଷ୍ଟ୍ର ଆମେରିକା |
୨୦୧୬ | ରାଷ୍ଟ୍ରପତି ଫ୍ରାଙ୍କୋଇସ ହୋଲାଣ୍ଡେ [୩୪] | ଫ୍ରାନ୍ସ |
୨୦୧୭ | ଯୁବରାଜ ମହମଦ ବିନ ଜାୟେଡ ଆଲ ନହ୍ୟାନ [୩୫] | ସଂଯୁକ୍ତ ଆରବ ଏମିରେତ |
୨୦୧୮[୩୬] | ସୁଲତାନ ହାସନାଲ ବୋଲକିଆ | ବ୍ରୁନେଇ |
ପ୍ରଧାନମନ୍ତ୍ରୀ ହୁଂ ସୁନ | କମ୍ବୋଡିଆ | |
ରାଷ୍ଟ୍ରପତି ଜୋକୋ ୱିଡୋଡୋ | ଇଣ୍ଡୋନେସିଆ | |
ପ୍ରଧାନମନ୍ତ୍ରୀ ନଜିବ ରଜାକ | ମାଲେସିଆ | |
ପ୍ରଧାନମନ୍ତ୍ରୀ ଠୋଂଗ୍ଲୁନ ସିସୋଲିଥ | ଲାଓସ | |
ଡ ଅଙ୍ଗ ସାଂ ସୁ କୀ | ମ୍ୟାନମାର | |
ରାଷ୍ଟ୍ରପତି ରୋଡ଼ରୀଗୋ ରୋଆ ଡୁଟର୍ଟ | ଫିଲିପାଇନ୍ସ | |
ପ୍ରଧାନମନ୍ତ୍ରୀ ପ୍ରୟୁଥ ଚାଁ ଓଚା | ଥାଇଲ୍ୟାଣ୍ଡ | |
ପ୍ରଧାନମନ୍ତ୍ରୀ ଗୁଏନ ଶୁଆନ ଫୁକ | ଭିଏତନାମ | |
ପ୍ରଧାନମନ୍ତ୍ରୀ ଲି ସିଏନ ଲୁଙ୍ଗ | ସିଙ୍ଗାପୁର | |
୨୦୧୯ | ରାଷ୍ଟ୍ରପତି ସିରିଲ ରାମାଫୋସା [୩୭][୩୮] | ଦକ୍ଷିଣ ଆଫ୍ରିକା |
ଆହୁରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Introduction to Constitution of India". Ministry of Law and Justice of India. 29 July 2008. Retrieved 2008-10-14.
- ↑ "Indian Independence Act 1947". The National Archives, Her Majesty's Government. Retrieved 17 July 2012.
- ↑ Constituent Assembly (DEBATES)- Parliament of India
- ↑ ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ ୪.୧୦ ୪.୧୧ ୪.୧୨ ୪.୧୩ Choosing the Republic Day chief guest: continuing principle, changing preferences Indian Express
- ↑ "ଆର୍କାଇଭ୍ କପି" (PDF). Archived from the original (PDF) on 2016-04-17. Retrieved 2013-01-26.
{{cite web}}
: Cite has empty unknown parameter:|1=
(help) - ↑ Dr. Rajendra Prasad, correspondence and select documents: Volume seventeen ... – Rajendra Prasad. Google Books. Retrieved 25 January 2012.
- ↑ Indian information – India. Ministry of Information and Broadcasting – Google Boeken. Google Books. 1 January 1957. Retrieved 25 January 2012.
- ↑ Revolutionary Socialist Party (1968). The Call. S. Bhattacharya. Retrieved 25 January 2012.
- ↑ Asian recorder. K. K. Thomas at Recorder Press. 1969. Retrieved 25 January 2012.
- ↑ India. Ministry of Information and Broadcasting (1971). India. Publications Division, Ministry of Information and Broadcasting. Retrieved 25 January 2012.
- ↑ India. Ministry of External Affairs (1972). Foreign affairs record. Retrieved 25 January 2012.
- ↑ The Times of India directory and year book including who's who. 1974. Retrieved 25 January 2012.
{{cite book}}
:|work=
ignored (help) - ↑ India. Ministry of Information and Broadcasting. Publications Division (1973). Indian and foreign review. Publications Division of the Ministry of Information and Broadcasting, Government of India. Retrieved 25 January 2012.
- ↑ India. Parliament. House of the People; India. Parliament. Lok Sabha (1975). Lok Sabha debates. Lok Sabha Secretariat. Retrieved 25 January 2012.
- ↑ Eastern economist. 1977. Retrieved 25 January 2012.
- ↑ "Patrick J. Hillery". Clarelibrary.ie. Archived from the original on 26 June 2022. Retrieved 25 January 2012.
- ↑ "Bilateral Visits". Hcindia-au.org. Archived from the original on 3 February 2014. Retrieved 25 January 2012.
- ↑ "Annual REPORT 1980-81". mealib.nic.in. Retrieved 25 January 2012.
- ↑ "Annual REPORT 1981-82". mealib.nic.in. Retrieved 25 January 2012.
- ↑ "Annual REPORT 1983-84". mealib.nic.in. Retrieved 25 January 2012.
- ↑ "Annual REPORT 1984-85". mealib.nic.in. Retrieved 25 January 2012.
- ↑ "India-Kiribati Relations" (PDF). mealib.nic.in. Retrieved 25 January 2012.
- ↑ [୧][dead link]
- ↑ "Annual Report". meacommunity.org. Archived from the original on 17 March 2012. Retrieved 25 January 2012.
- ↑ "Annual Report". meacommunity.org. Archived from the original on 17 March 2012. Retrieved 25 January 2012.
- ↑ "ଆର୍କାଇଭ୍ କପି". Archived from the original on 2012-03-17. Retrieved 2013-01-26.
{{cite web}}
: Cite has empty unknown parameter:|1=
(help) - ↑ ୨୭.୦୦ ୨୭.୦୧ ୨୭.୦୨ ୨୭.୦୩ ୨୭.୦୪ ୨୭.୦୫ ୨୭.୦୬ ୨୭.୦୭ ୨୭.୦୮ ୨୭.୦୯ ୨୭.୧୦ Choosing R-Day chief guest: Behind the warm welcome, a cold strategy Indian Express, 25 Jan 2010
- ↑ "General South African History timeline" sahistory.org.za Accessed on 13 June 2008.
- ↑ "Indonesian President next R-Day parade chief guest – Rediff.com India News". Rediff.com. Retrieved 25 January 2012.
- ↑ New Delhi, 2 Dec (IANS) (20 January 2012). "Thai PM to be chief guest on India's Republic Day". Deccan Herald. Retrieved 25 January 2012.
{{cite web}}
: CS1 maint: numeric names: authors list (link) - ↑ "ଆର୍କାଇଭ୍ କପି". Archived from the original on 2014-07-10. Retrieved 2019-01-24.
{{cite web}}
: Cite has empty unknown parameter:|1=
(help) - ↑ http://indiatoday.intoday.in/story/japanese-prime-minister-shinzo-abe-guest-at-republic-day-japan-china/1/320753.html
- ↑ https://www.bbc.com/news/world-asia-india-30978148
- ↑ http://indianexpress.com/article/india/india-news-india/french-president-hollande-to-be-chief-guest-at-republic-day-celebrations-next-year/
- ↑ http://indiatoday.intoday.in/story/abu-dhabi-crown-prince-to-be-chief-guest-on-republic-day/1/778525.html
- ↑ http://timesofindia.indiatimes.com/india/india-to-invite-heads-of-10-asean-nations-for-republic-day-celebtations/articleshow/59497883.cms
- ↑ https://www.hindustantimes.com/world-news/south-africa-president-cyril-ramaphosa-accepts-pm-modi-s-invite-to-be-chief-guest-for-republic-day/story-QES3tZHXn1b3OqKAkT70JJ.html
- ↑ https://twitter.com/ANI/status/1068889137564966912