ଭୁଟାନ
ଭୁଟାନ ଦକ୍ଷିଣ ଏସିଆ ମହାଦେଶର ଭୁ-ପରିବେଷ୍ଟିତ ଏକ ଦେଶ। ଏହା ହିମାଳୟର ପୂର୍ବ ପାର୍ଶ୍ୱରେ ଅବସ୍ଥିତ।ଏହାର ଉତ୍ତରକୁ ଚୀନର ସ୍ୱାୟତ୍ତ ଅଞ୍ଚଳ ତିବେତ,ଭାରତର ସିକିମ୍ ରାଜ୍ୟ,ପଶ୍ଚିମକୁ ତିବେତ୍ର ଚୁମ୍ବି,ପୂର୍ବକୁ ଭାରତର ଅରୁଣାଞ୍ଚଳ ପ୍ରଦେଶ ଓ ଦକ୍ଷିଣକୁ ଭାରତର ଆସାମ ଘେରି ରହିଛି। ଭୂଟାନ ଦକ୍ଷିଣ ଏସିଆରେ ଅବସ୍ଥିତ ଓ ମାଲଦିଭେସ ପରେ ଏହା ଦ୍ୱିତୀୟ ଅଳ୍ପ ଜନାକୀର୍ଣ୍ଣ ଦେଶ।ଥିମ୍ପୁ ଏହାର ରାଜ୍ୟ ଓ ବୃହତ୍ତମ ସହର ଅଟେ ଯେଉଁଠାରେକି ଫୁଣ୍ଟସୋଲିଙ୍ଗ ଏହାର ଅର୍ଥନୈତିକ କ୍ଷେତ୍ର। ଏହା ତା'ର ଇତିହାସରେ କେବେ ମଧ୍ୟ ଉପନିବେଶ ସ୍ଥାପନ କରିପାରିନାହିଁ।
Kingdom of Bhutan འབྲུག་རྒྱལ་ཁབ་ |
|||||||||
---|---|---|---|---|---|---|---|---|---|
|
|||||||||
ଜାତୀୟ ସଙ୍ଗୀତ: Druk tsendhen |
|||||||||
ରାଜଧାନୀ (and largest city) | Thimphu 27°28.0′N 89°38.5′E / 27.4667°N 89.6417°E | ||||||||
ରାଜ ଭାଷା | Dzongkha | ||||||||
ଜାତୀୟତା | Bhutanese | ||||||||
ପ୍ରଶାସନ | Unitary state | ||||||||
- | List of rulers of Bhutan | Jigme Khesar Namgyel Wangchuck | |||||||
- | List of Prime Ministers of Bhutan | Jigme Thinley | |||||||
- | List of Prime Ministers of Bhutan | Tshering Tobgay | |||||||
ବିଧାନମଣ୍ଡଳ | Parliament of Bhutan | - | ଉଚ୍ଚ ସଦନ | National Council (Bhutan) | - | ନିମ୍ନ ସଦନ | National Assembly (Bhutan) | ||
History of Bhutan | Early 17th century | ||||||||
- | House of Wangchuck | 17 December 1907 | |||||||
- | Constitutional monarchy | 2007 | |||||||
କ୍ଷେତ୍ରଫଳ | |||||||||
- | ସର୍ବମୋଟ | ୩୮,୩୯୪ km2 (135th) ୧୪,୮୨୪ ବର୍ଗ ମି |
|||||||
- | ଜଳଭାଗ (%) | 1.1 | |||||||
ଲୋକସଂଖ୍ୟା | |||||||||
- | 2012 ଆକଳନ | 742,737 (165th) | |||||||
- | 2005a census | 634,982 | |||||||
- | ଘନତା | 18.0/କିମି୨ (154th) ୪୬.୬/ବର୍ଗ ମି |
|||||||
ମୋଟ ଘରୋଇ ଉତ୍ପାଦ (କ୍ରୟ ଶକ୍ତି ସମାନତା) | 2011 ଅନୁମାନ | ||||||||
- | ସର୍ବମୋଟ | $4.287 billion | |||||||
- | ମୁଣ୍ଡପିଛା ହାର ହିସାବରେ | $6,112 | |||||||
ମୋଟ ଘରୋଇ ଉତ୍ପାଦ (ଆକଳନ କରାଯାଇଥିବା) | 2011 ଆକଳନ | ||||||||
- | ସର୍ବମୋଟ | $1.488 billion | |||||||
- | ପ୍ରତିଟି ମଣିଷ | $2,121 | |||||||
ମାନବ ବିକାଶ ସୂଚନାଙ୍କ (2013) | 0.538 (medium) (140th) | ||||||||
ମୁଦ୍ରା | Bhutanese ngultrumb (BTN ) |
||||||||
ସମୟ ମଣ୍ଡଳ | Bhutan Time (ଇଉଟିସି+6) | ||||||||
- | ଖରାଦିନ (ଡ଼ିଏସଟି) | not observed (ଇଉଟିସି+6) | |||||||
ରାସ୍ତାର ଏପାଖରେ ଚାଲନ୍ତୁ | left | ||||||||
ଇଣ୍ଟରନେଟ ଟିଏଲଡ଼ି | .bt | ||||||||
ଫୋନ କୋଡ଼ | +975 |
ପାଣିପାଗସମ୍ପାଦନ କରନ୍ତୁ
ଭୂଟାନରେ ମୁଖ୍ୟତଃ ପାଞ୍ଚଟି ଋତୁ ଅନୁଭୂତ ହୁଏ ଗ୍ରୀଷ୍ମ,ବର୍ଷା,ଶରତ,ଶୀତ,ବସନ୍ତ।ପଶ୍ଚିମ ଭୂଟାନରେ ପ୍ରବଳ ବର୍ଷା ଅନୁଭୂତ ହୁଏ,ଦକ୍ଷିଣ ଭୂଟାନରେ ଗ୍ରୀଷ୍ମ ଓ ଶୀତ ଅନୁଭୂତ ହୁଏ, ଭୂଟାନର ପୂର୍ବ ଓ କେନ୍ଦ୍ର ପଶ୍ଚିମ ଅପେକ୍ଷା ଶୁଷ୍କ ରୁହେ।
ପଶୁପକ୍ଷୀସମ୍ପାଦନ କରନ୍ତୁ
ଭୂଟାନର ଦକ୍ଷିଣରେ Bengal tiger, clouded leopard, hispid hare the sloth bear ଆଦି ଦେଖିବାକୁ ମିଳନ୍ତି। ଆଉ କିଛି ଅଞ୍ଚଳରେ grey langur, tiger, goral and serow ଆଦି ଦେଖିବାକୁ ମିଳନ୍ତି। ବାଉଁଶ ଗଛ ଓ ଫଳ ଗଛ ଆଦି Himalayan black bear, red panda, squirrel, sambar, wild pig, barking deer ମାନଙ୍କୁ ବାସ ପ୍ରଦାନ କରିଥାନ୍ତି। ବୃହତ୍ତ ପର୍ବତ ଗୁଡିକ snow leopard, blue sheep, marmot, Tibetan wolf, antelope, Himalayan musk deer, takin ଆଦିଙ୍କୁ ବାସ ପ୍ଦାନ କରିଥାନ୍ତି। takin ଭୂଟାନର ଜାତୀୟ ପଶୁ।
କୃଷିସମ୍ପାଦନ କରନ୍ତୁ
ଭୂଟାନରୁ ଉତ୍ତର ଆମେରିକା ଓ ଇୟୁରୋପକୁ ବହୁଳ ମାତ୍ରାରେ ନାଲି ଚାଉଳ ରପ୍ତାନୀ ହୋଇଥାଏ। ବାଂଲାଦେଶ ଭୂଟାନର ସେଓ ଓ କମଳା ପାଇଁ ଏକ ବୃହତ୍ ବଜାର ଅଟେ।
ଭୂଟାନରେ ମୁଖ୍ୟତଃ ସାଲ୍ମନ୍ ଜାତୀୟ ମାଛ ଓ ଭାକୁର ମାଛ ଚାଷ ହୋଇଥାଏ।
ବାଣିଜ୍ୟସମ୍ପାଦନ କରନ୍ତୁ
ଭୂଟାନର ଅର୍ଥନୀତିର ୨୨ ପ୍ରତିଶତ ଅର୍ଥ ଏହି ବାଣିଜ୍ୟ କ୍ଷେତ୍ରରୁ ମିଳିଥାଏ।।ଭୂଟାନରେ ମୁଖ୍ୟତଃ ଫେରୋଆଲୋୟେ, ସିମେଣ୍ଟ,ମେଟାଲ ପୋଲ,ଲୁହା,ନନାଆଲୋୟେ ଷ୍ଟିଲ୍ ଓ ଗ୍ରାଫାଇଟ୍,ତମ୍ବା ଆଦି ମିଳିଥାଏ।
ଖଣିସମ୍ପାଦନ କରନ୍ତୁ
ଭୂଟାନରେ କୋଇଲା,ଡୋଲୋମାଇଟ୍,ଜିପ୍ସମ୍ ଓ ଚୂନପଥର ମିଳେ। ବେରିଲ୍,ତମ୍ବା,ଗ୍ରାଫାଇଟ୍,ଲିଡ୍,ପାଇରାଇଟ୍,ସୀସା,ଟଙ୍ଗଷ୍ଟନ୍ ଓ ଜିଙ୍କ୍ ଗଚ୍ଛିତ ରହିଛି।
ଆଧାରସମ୍ପାଦନ କରନ୍ତୁ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |