ଯୁକ୍ତରାଷ୍ଟ୍ର ଆମେରିକା
ଯୁକ୍ତରାଷ୍ଟ୍ର ଆମେରିକା ଉତ୍ତର ଆମେରିକାରେ ଥିବା ଏକ ପ୍ରଧାନ ଦେଶ । ୫୦ଟି ରାଜ୍ୟକୁ ଏକାଠି ନେଇ ତିଆରି ଏହା ଏକ ସଙ୍ଘୀୟ ଗଣରାଜ୍ୟ । ଏହା ମଧ୍ୟରୁ ୪୮ଟି ରାଜ୍ୟ ଓ ରାଜଧାନୀ ୱାଶିଂଟନ ଡି. ସି. ଗୋଟିଏ ଭୂଖଣ୍ଡରେ ଅବସ୍ଥିତ । ଏହା ଛଡା ଉତ୍ତର ପଶ୍ଚିମରେ ଆଲାସ୍କା ଓ ପଶ୍ଚିମରେ ହାୱାଇ ଦ୍ୱୀପପୁଞ୍ଜକୁ ମିଶାଇ ୫୦ଟି ରାଜ୍ୟ ବୋଲି ଗଣାଯାଏ ।
ଯୁକ୍ତରାଷ୍ଟ୍ର ଆମେରିକା | |||||
---|---|---|---|---|---|
| |||||
ରାଷ୍ଟ୍ରାଦର୍ଶ: Other traditional mottos:
| |||||
ଜାତୀୟ ସଙ୍ଗୀତ: March: | |||||
ଛାଞ୍ଚ:Switcher | |||||
ରାଜଧାନୀ | Washington, D.C. 38°53′N 77°01′W / 38.883°N 77.017°W | ||||
ବୃହତ୍ତମ ସହର | New York City 40°43′N 74°00′W / 40.717°N 74.000°W | ||||
ସରକାରୀ ଭାଷା | None at the federal level[a] | ||||
National language | English | ||||
ଜାତି (2019)[୮] | By race:
By ethnicity:
| ||||
ଧର୍ମ (2020)[୯] |
| ||||
ଜାତୀୟତା | American[b][୧୦] | ||||
Government | Federal presidential constitutional republic | ||||
Joe Biden (D) | |||||
Kamala Harris (D) | |||||
Nancy Pelosi (D) | |||||
John Roberts | |||||
ବିଧାନ ମଣ୍ଡଳ | Congress | ||||
• ଉଚ୍ଚ ସଦନ | Senate | ||||
• ନିମ୍ନ ସଦନ | House of Representatives | ||||
Independence from Great Britain | |||||
July 4, 1776 | |||||
March 1, 1781 | |||||
September 3, 1783 | |||||
June 21, 1788 | |||||
September 25, 1789 | |||||
August 21, 1959 | |||||
May 5, 1992 | |||||
କ୍ଷେତ୍ରଫଳ | |||||
• Total area | 3,796,742 sq mi (9,833,520 km2)[c][୧୧] (3rd/4th) | ||||
• ଜଳଭାଗ (%) | 4.66 (as of 2015)[୧୨] | ||||
• Total land area | 3,531,905 sq mi (9,147,590 km2) | ||||
ଲୋକସଂଖ୍ୟା | |||||
• 2020 census | ଛାଞ୍ଚ:IncreaseNeutral 331,449,281[d][୧୩] (3rd) | ||||
• ଘନତା | 87/sq mi (33.6/km2) (146th) | ||||
ମୋଟ ଘରୋଇ ଉତ୍ପାଦ (ସମତୁଲ୍ୟ କ୍ରୟଶକ୍ତି) | 2021 estimate | ||||
• ମୋଟ | ![]() | ||||
• ମୁଣ୍ଡପିଛା | ![]() | ||||
ମୋଟ ଘରୋଇ ଉତ୍ପାଦ (ସାଙ୍କେତିକ) | 2021 estimate | ||||
• ମୋଟ | ![]() | ||||
• ମୁଣ୍ଡପିଛା | ![]() | ||||
ଜିନି ଗୁଣାଙ୍କ (2020) | ![]() high | ||||
ମାନବ ବିକାଶ ସୂଚନାଙ୍କ (2019) | ![]() very high · 17th | ||||
ମୁଦ୍ରା | ଆମେରିକୀୟ ଡଲାର ($) (USD) | ||||
ସମୟ ମଣ୍ଡଳ | UTC−4 to −12, +10, +11 | ||||
• Summer (DST) | UTC−4 to −10[e] | ||||
ତାରିଖ ସଜାଣି |
| ||||
ଇଲେକ୍ଟ୍ରିସିଟି | 110–120 V, 60 Hz[୧୭] | ||||
ରାସ୍ତା ଚାଲିବା ପାଖ | right[f] | ||||
ଟେଲିଫୋନ କୋଡ଼ | +1 | ||||
ISO 3166 code | US | ||||
Internet TLD |
ଇତିହାସସମ୍ପାଦନ କରନ୍ତୁ
ଭୂଗୋଳସମ୍ପାଦନ କରନ୍ତୁ
ଯୁକ୍ତରାଷ୍ଟ୍ର ଆମେରିକାର ରାଜ୍ୟଗୁଡିକର ତାଲିକାସମ୍ପାଦନ କରନ୍ତୁ
ମୂଳ ଭୂଖଣ୍ଡରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ରାଜ୍ୟଗୁଡିକ ହେଲା.।
|
|
|
|
|
ଅନ୍ୟ ଭୂଖଣ୍ଡ ଓ ସମୁଦ୍ରରେ ଥିବା ରାଜ୍ୟଗୁଡିକ ହେଲା ୪୯. ଆଲାସ୍କା ୫୦. ହାୱାଇ ଦ୍ୱୀପ
ଏହା ଛଡା ଆମେରିକାର ରାଜଧାନୀ ୱାଶିଂଟନ ଡି. ସି. ସହର ଏକ ସଙ୍ଘୀୟ ରାଜ୍ୟ ।
ଧର୍ମସମ୍ପାଦନ କରନ୍ତୁ
ଆମେରିକୀୟ ସଙ୍ଘୀୟ ବ୍ୟବସ୍ଥା ଏହାର ନାଗରିକମାନଙ୍କୁ ଯେ କୌଣସି ଧର୍ମରେ ବିଶ୍ୱାସ କରିବା ଓ ନିଜ ଇଚ୍ଛା ଅନୁସାରେ ଧର୍ମ ପରିବର୍ତ୍ତନ କରିବାକୁ ସ୍ୱାଧୀନତା ଦେଇଥାଏ। ତେବେ ଖ୍ରୀଷ୍ଟ ଧର୍ମ ଏହି ଦେଶର ପ୍ରଧାନ ଧର୍ମ । ୨୦୦୭ର ଏକ ସର୍ଭେ ଅନୁସାରେ ଆମେରିକାର ପ୍ରାୟ ୭୮.୪% ବୟସ୍କ ଲୋକ ଖ୍ରୀଷ୍ଟ ଧର୍ମ ଅବଲମ୍ବନ କରନ୍ତି। ଏହୋ ସଂଖ୍ୟା ୧୯୯୦ରେ ପ୍ରାୟ ୮୪.୬% ଥିଲା।
ଭାଷାର ନାମ | ବ୍ୟବହାରକାରୀ (%) |
---|---|
ଖ୍ରୀଷ୍ଟ ପ୍ରୋଟେଷ୍ଟାଣ୍ଟ | ୫୧.୩ |
ଖ୍ରୀଷ୍ଟ ରୋମାନ କଥୋଲିକ | ୨୩.୯ |
ଖ୍ରୀଷ୍ଟ (ଅନ୍ୟାନ୍ୟ) | ୨୩.୩ |
ୟହୁଦି( ଜିଉ) | ୧.୭ |
ବୌଦ୍ଧ | ୦.୭ |
ଇସ୍ଲାମ | ୦.୬ |
ହିନ୍ଦୁ | ୦.୪ |
ଅନ୍ୟାନ୍ୟ | ୧.୨ |
କୌଣସି ଧର୍ମ ଅବଲମ୍ବନ କରନ୍ତି ନାହିଁ | ୧୬.୧ |
ପ୍ରଶାସନିକ ବିଭାଜନସମ୍ପାଦନ କରନ୍ତୁ
ଭାଷାସମ୍ପାଦନ କରନ୍ତୁ
ଆମେରିକୀୟ ସଙ୍ଘୀୟ ବ୍ୟବସ୍ଥାରେ କୌଣସି ସରକାରୀ ଭାଷାର ବ୍ୟବସ୍ଥା ନାହିଁ, ତଥାପି ଇଂଲିଶ ଏହାର ମୁଖ୍ୟ ଭାଷା । ୨୦୧୦ର ସର୍ଭେ ଅନୁସାରେ ଏହି ଦେଶରେ ୨୬୦ ମିଲିୟନ ବା ପ୍ରାଏ ୮୦% ଲୋକ ଘରେ କେବଳ ଇଂଲିଶ ବ୍ୟବହାର କରନ୍ତି। ଇଂଲିଶ ପରେ ସ୍ପାନିଶ, ଚାଇନିଜ, ଫ୍ରେଞ୍ଚ ଆଦି ଭାଷା ମଧ୍ୟ ଲୋକମାନେ ବ୍ୟବହାର କରନ୍ତି। ନିମ୍ନ ସରଣୀରେ କିଛି ମୁଖ୍ୟ ଭାଷାର ବ୍ୟବହାରକାରୀ ସଂଖ୍ୟା ଦିଆଗଲା।
ଭାଷାର ନାମ | ବ୍ୟବହାରକାରୀ (ଜନସଂଖ୍ୟା ମିଲିୟନରେ) | % |
---|---|---|
କେବଳ ଇଂରାଜି | ୨୨୯.୭ | ୮୦ |
ସ୍ପାନିଶ | ୩୭ | ୧୨.୭ |
ଚାଇନିଜ | ୨.୮ | ୦.୯ |
ଫ୍ରେଞ୍ଚ | ୨.୧ | ୦.୭୨ |
ଟାଗାଲୋଗ | ୧.୬ | ୦.୫୪ |
ଭିଏତନାମିସ | ୧.୪ | ୦.୪୮ |
ଇଟାଲିୟାନ | ୧.୧ | ୦.୩୭ |
କୋରିଆନ | ୧.୧ | ୦.୩୭ |
ଜର୍ମାନ | ୧.୧ | ୦.୩୭ |
ଆଧାରସମ୍ପାଦନ କରନ୍ତୁ
- ↑ 36 U.S.C. § 302
- ↑ ୨.୦ ୨.୧ ୨.୨ ୨.୩ "The Great Seal of the United States" (PDF). U.S. Department of State, Bureau of Public Affairs. 2003. Retrieved February 12, 2020.
- ↑ ଛାଞ୍ଚ:Cite act
- ↑ Kidder & Oppenheim 2007, p. 91.
- ↑ "uscode.house.gov". Public Law 105-225. uscode.house.gov. August 12, 1999. pp. 112 Stat. 1263. Retrieved September 10, 2017.
Section 304. "The composition by John Philip Sousa entitled 'The Stars and Stripes Forever' is the national march."
- ↑ Cobarrubias 1983, p. 195.
- ↑ García 2011, p. 167.
- ↑ "U.S. Census Bureau QuickFacts: United States". United States Census. Retrieved January 21, 2020.
- ↑ "Measuring Religion in Pew Research Center's American Trends Panel". Measuring Religion in Pew Research Center’s American Trends Panel | Pew Research Center. Pew Research Center. 14 January 2021. Archived from the original on 8 February 2021. Retrieved 9 February 2021.
- ↑ Compton's Pictured Encyclopedia and Fact-index: Ohio. 1963. p. 336.
- ↑ Areas of the 50 states and the District of Columbia but not Puerto Rico nor other island territories per "State Area Measurements and Internal Point Coordinates". Census.gov. August 2010. Retrieved March 31, 2020.
reflect base feature updates made in the MAF/TIGER database through August, 2010.
- ↑ "Surface water and surface water change". Organisation for Economic Co-operation and Development (OECD). Retrieved October 11, 2020.
- ↑ "Census Bureau's 2020 Population Count". United States Census. Retrieved April 26, 2021. The 2020 census is as of April 1, 2020.
- ↑ ୧୪.୦ ୧୪.୧ ୧୪.୨ ୧୪.୩ "World Economic Outlook Database, April 2021". IMF.org. International Monetary Fund. Retrieved May 10, 2021.
- ↑ "Income inequality in America is the highest it's been since Census Bureau started tracking it, data shows". The Washington Post. Retrieved July 27, 2020.
- ↑ "Human Development Report 2020: The Next Frontier: Human Development and the Anthropocene" (PDF) (in ଇଂରାଜୀ). United Nations Development Programme. December 15, 2020. Retrieved December 15, 2020.
- ↑ "Electricity 101". United States Department of Energy. Retrieved July 14, 2021.
- ↑ OECD (2004), "Generic Top Level Domain Names: Market Development and Allocation Issues", OECD Digital Economy Papers, No. 84, OECD Publishing, Paris, https://doi.org/10.1787/232630011251.
ବାହାର ଫଟୋସମ୍ପାଦନ କରନ୍ତୁ
ଯୁକ୍ତରାଷ୍ଟ୍ର ଆମେରିକା ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ | |
ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ | |
ଉଇକିଉତ୍ସରୁ ମୂଳାଧାର ଲେଖାମାନ | |
ଉଇକିପୋଥିରେ ପଢ଼ାବହିମାନ |
- "United States". The World Factbook. Central Intelligence Agency.
- United States, from the BBC News
- Key Development Forecasts for the United States from International Futures
- ସରକାର
- Official U.S. Government Web Portal Gateway to government sites
- House Official site of the United States House of Representatives
- Senate Official site of the United States Senate
- White House Official site of the President of the United States
- [[[:ଛାଞ୍ଚ:SCOTUS URL]] Supreme Court] Official site of the Supreme Court of the United States
- ଇତିହାସ
- Historical Documents Collected by the National Center for Public Policy Research
- U.S. National Mottos: History and Constitutionality Analysis by the Ontario Consultants on Religious Tolerance
- USA Collected links to historical data
- ମାନଚିତ୍ର
- National Atlas of the United States Official maps from the U.S. Department of the Interior
- Wikimedia Atlas of the United States
- Measure of America A variety of mapped information relating to health, education, income, and demographics for the U.S.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ଆଧାର ଭୁଲ: <ref>
ଟ୍ୟାଗସବୁ କେବଳ "lower-alpha" ନାମକ ଦଳ ପାଇଁ ରହିଥିଲେ ହେଁ କୌଣସି ସମ୍ବନ୍ଧିତ <references group="lower-alpha"/>
ଟ୍ୟାଗ ମିଳିଲା ନାହିଁ କିମ୍ବା </ref>
ବନ୍ଦ କରିବା ଟ୍ୟାଗଟି ନାହିଁ ।