![]() | ଯଦି ମୁଁ କୌଣସି କାରଣରୁ ଏଠାରେ ଉତ୍ତର ଦେଉନାହିଁ, ତେବେ ଏଠାରେ ସୂଚିତ କରନ୍ତୁ - wikt:or:user talk:ଶିତିକଣ୍ଠ ଦାଶ |
![]() ଅଭିଲେଖାଗାର | |||
---|---|---|---|
|
ଇଂରାଜୀ ଶବ୍ଦର ଓଡ଼ିଆସମ୍ପାଦନ କରନ୍ତୁ
ବାକିମାନଙ୍କୁ ଟିକେ ଦେଖାଇଦେବ, କାଳେ କିଛି ଭୁଲ ରହିଯାଇଥିବ, ସେମାନେ ବି ସୁଧାରିଦେବେ । --ସୁଭାସିସ ପାଣିଗାହି (ଆଳାପ) ୦୮:୪୪, ୩୦ ସେପ୍ଟେମ୍ବର ୨୦୧୫ (UTC)
- C.M.C: City Municipal Council (ନଗର ପୋରପାଳିକା)
- C.T: Census town (ଜନଗଣନା ସହର)
- E.O: Estate Office (ଇଷ୍ଟେଟ ଅଫିସର)
- G.P: Gram Panchayat (ଗ୍ରାମପଞ୍ଚାୟତ)
- I.N.A: Industrial Notified Area
- I.T.S: Industrial Township (
- M: Municipality (ପୌରପାଳିକା)
- M.B: Municipal board (ପୋର ବୋର୍ଡ଼)
- M.C: Municipal Committee (ପୌର କମିଟି)
- M.Cl: Municipal Council (ପୌରପାଳିକା)
- M.Corp: Municipal Corporation / Corporation (ପୌର ପରିଷଦ)
- N.A: Notified area (ଅଧିସୂଚିତ ଅଞ୍ଚଳ)
- N.A.C: Notified area committee / Notified Area Council (ସଦର ମହକୁମା)
- N.P: Nagar Panchayat (ନଗର ପଞ୍ଚାୟତ)
- N.P.P: Nagar Palika Parishad (ନଗର ପାଳିକା ପରିଷଦ)
- N.Pd: Nagar Parishad (ନଗର ପରିଷଦ)
- N.T: Notified Town (ଅଧିସୂଚିତ ସହର)
- N.T.A: Notified Town Area (ଅଧିସୂଚିତ ସହର ଅଞ୍ଚଳ)
- O.T.: Out Growth (ଅଭିବୃଦ୍ଧି)
- S.T.C: Small Town Committee (କ୍ଷୁଦ୍ର ସହର କମିଟି)
- T.C: Town Committee / Town Area Committee (ସହର କମିଟି/ସହର ଅଞ୍ଚଳ କମିଟି)
- T.M.C: Town Municipal Council (ସହର ପୌରପରିଷଦ)
- T.P: Town Panchayat (ସହର ପଞ୍ଚାୟତ)
- ନିଶ୍ଚୟ ଭାଇ ଅନ୍ୟମାନଙ୍କୁ ବି ମତାମତ ଦେବା ପାଇଁ ଅନୁରୋଧ । --ଶିତିକଣ୍ଠ (ଆଲୋଚନା) ୧୪:୫୬, ୩୦ ସେପ୍ଟେମ୍ବର ୨୦୧୫ (UTC)
- Industrial Notified area ku "ବିଜ୍ଞାପିତ ଶିଳ୍ପାଞ୍ଚଳ" ଓ Notified Area Council କୁ "ବିଜ୍ଞାପିତ ଅଞ୍ଚଳ ପରିଷଦ " କୁହାଯାଇ ପାରିବ । Susant purohit (ମୋ ଆଲୋଚନା) ୧୭:୫୩, ୭ ଜାନୁଆରୀ ୨୦୧୭ (IST)
- ମତାମତ ପାଇଁ ଧନ୍ୟବାଦ Susant purohit ସାର । ଏଠାରେ କେବଳ ଆଲୋଚନା କରାଯାଇଛି । ଏହା ଏହି ଛାଞ୍ଚରେ ପ୍ରୟୋଗ କରାଯାଇଛି । ଯଦି ଆଉ କିଛି ପରିବର୍ତ୍ତନ ଚାହୁଁଛନ୍ତି ଜଣାନ୍ତୁ ।--ଶିତିକଣ୍ଠ (ଆଲୋଚନା) ୨୨:୩୪, ୨୨ ଜାନୁଆରୀ ୨୦୧୭ (IST)
- Industrial Notified area ku "ବିଜ୍ଞାପିତ ଶିଳ୍ପାଞ୍ଚଳ" ଓ Notified Area Council କୁ "ବିଜ୍ଞାପିତ ଅଞ୍ଚଳ ପରିଷଦ " କୁହାଯାଇ ପାରିବ । Susant purohit (ମୋ ଆଲୋଚନା) ୧୭:୫୩, ୭ ଜାନୁଆରୀ ୨୦୧୭ (IST)
Your temporary access has expiredସମ୍ପାଦନ କରନ୍ତୁ
Request for commentsସମ୍ପାଦନ କରନ୍ତୁ
Please have a look at this message and share your opinion ଉଇକିପିଡ଼ିଆ:ଆଲୋଚନା_ସଭା#Policy_portal_improvement_project. --Titodutta (ମୋ ଆଲୋଚନା) ୦୨:୧୩, ୯ ମଇ ୨୦୧୬ (IST)
ରଥଯାତ୍ରା ଗଣସମ୍ପାଦନାରେ ଯୋଗଦେବାପାଇଁ ନିମନ୍ତ୍ରଣସମ୍ପାଦନ କରନ୍ତୁ
ନମସ୍କାର, ପବିତ୍ର ରଥଯାତ୍ରା ଅବସରରେ ଆମେ ଆପଣଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ । ଏହି ଜୁଲାଇ ମାସରେ ଜଗନ୍ନାଥ ସଂସ୍କୃତି ଉତ୍ସବମୁଖର ହୋଇଉଠିଛି । ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପାଳନ କରୁଛି "ରଥଯାତ୍ରା ଗଣସମ୍ପଦନା ୨୦୧୬"। ଗତବର୍ଷର "ନବକଳେବର ଗଣସମ୍ପାଦନା" ସଫଳ ହେବାପରେ ଏହା ହେଉଛି ସଂସ୍କୃତି-ଭିତ୍ତିକ ଦ୍ଵିତୀୟ ଗଣସମ୍ପାଦନା । ଆପଣ ଜାଣି ଖୁସି ହେବେ ଯେ ଗତବର୍ଷର ଗଣସମ୍ପାଦନାରେ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧିତ ୧୪୦ଟି ପ୍ରସଙ୍ଗ ନୂଆ ଓ ଉନ୍ନତ କରାଯାଇଥିଲା ଆଉ ସେହି ପ୍ରସଙ୍ଗଗୁଡ଼ିକ ଉଇକିପିଡ଼ିଆ ପାଇଁ ବହୁତ ଦରକାରୀ ଥିଲା । ତେବେ ଏବର୍ଷର "ରଥଯାତ୍ରା ଗଣସମ୍ପାଦନା" ଆରମ୍ଭ ହୋଇଯାଇଛି । ଜୁଲାଇ ୬ ରୁ ଅଗଷ୍ଟ ୪ ତାରିଖ ମାସେ କାଳ ଜଗନ୍ନାଥଙ୍କ ସମ୍ବନ୍ଧୀୟ ପ୍ରସଙ୍ଗମାନ ସମ୍ପାଦନା କରାଯାଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରାଯିବ । ଆଶାକରୁଛୁ ଯେ ଆପଣ ଏଥିରେ ଭାଗନେଇ ଏହାକୁ ସଫଳ କରାଇବେ । ଗଣସମ୍ପାଦନା ବାବଦରେ ଅଧିକ ଜାଣିବା ଓ ଭାଗନେବା ପାଇଁ ଏହି ପୃଷ୍ଠାଟି ଦେଖନ୍ତୁ । କୌଣସି ସହାୟତା ଲୋଡୁଥିଲେ କିମ୍ବା ପ୍ରଶ୍ନ ଥିଲେ ଆମକୁ ପଚାରିପାରିବେ । ଧନ୍ୟବାଦ । ଜୟ ଜଗନ୍ନାଥ! --ନିଷ୍ଠାରଞ୍ଜନଦାଶtalk |
ଧନ୍ୟବାଦସମ୍ପାଦନ କରନ୍ତୁ
ଶ୍ରର୍ଧେୟ ଶିତିକଣ୍ଠ ବାବୁ ।
ମୋ ଭଳି ଅନଭିଜ୍ଞ , ଅଜଣା , ନୂତନ ଵିକିପିଆଳି କୁ ବର୍ନଷ୍ଟର ଦେଇ ସମ୍ମାନିତ କରିଥିବାରୁ ଅଶେଷ ଧନ୍ୟବାଦ । ମୁ ତ ବିଶେଷ କିଛି ଅବଦାନ ଦେଇ ନାହି । କେବଳ ଯାହି ତାହି କିଛି ଅନୁବାଦ କରି ଶିଖିବାକୁ ଚେଷ୍ଟା ମାତ୍ର କରିଛି । ମୁ ଆପଣ ଓ ଅନନ୍ୟ ସମସ୍ତ ସକ୍ରିୟ ୱିକିପିଆଳି ମାନଙ୍କୁ ଧନ୍ୟବାଦ ଦେବି ଯେ ସେମାନେ ଓଡିଆ ଭାଷା ର ଉନ୍ନତି ଓ ଟେକ ରଖିବାକୁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ଓ ମୁ ସେଥିରେ ଭାରି ଖୁସି ।
Dear Sitikantha , please see one of my recent translation and point out any mistake / omission sa that I can know whether it is as per wikimedia standard or not . thanking you susant purohit
- କ୍ଷମା କରିବେ Susant purohit ସାର, କାର୍ଯ୍ୟବ୍ୟସ୍ତତା ହେତୁ ମୁଁ ବହୁତ ଦିନ ଧରି ସକ୍ରିୟ ରହିପାରିନାହିଁ । ଠିକ ସମୟରେ ପ୍ରତ୍ୟୁତ୍ତର ଦେଇପାରିଲି ନାହିଁ କିମ୍ବା ସାହାଯ୍ୟ ବି କରିପାରିଲିନାହିଁ- ଦୁଃଖିତ । ମୁଁ ଯାହା ସହଯୋଗ କରିପାରିବି ନିଶ୍ଚୟ କରିବି ।--ଶିତିକଣ୍ଠ (ଆଲୋଚନା) ୨୨:୪୦, ୨୨ ଜାନୁଆରୀ ୨୦୧୭ (IST)
ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭ରେ ଭାଗ ନେବାକୁ ଅନୁରୋଧସମ୍ପାଦନ କରନ୍ତୁ
ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭ | |
ଓଡି଼ଆ ଉଇକିପିଡି଼ଆରେ ଆନ୍ତର୍ଜାତିକ ମହିଳା ମାସ ଗଣସମ୍ପାଦନା ଆରମ୍ଭ ହେଇଗଲାଣି, ଆପଣଙ୍କୁ ଭାଗ ନେବାକୁ ଅନୁରୋଧ। |
--ଶୈଳେଶ (ପଚାରିବେ କିଛି?)
ଦଶରଥ ବିୟୋଗସମ୍ପାଦନ କରନ୍ତୁ
ଏବେ ପାଇଁ ଏଇଠି User:ଶିତିକଣ୍ଠ ଦାଶ/ଦଶରଥ ବିୟୋଗ ରହିଲା । ପରେ ମୁଖ୍ୟ Namespaceକୁ ନେବା । -- ଅଂଶୁମାନ ତାର ଯୋଡ଼ିବେ? ୧୭:୫୬, ୪ ମାର୍ଚ୍ଚ ୨୦୧୮ (IST)
- ଆଉ କିଛି ଲେଖାକୁ ନଲିଭାଇ ଏଠାକୁ ଆଣିଲି, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଉଷା, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ମହେନ୍ଦ୍ରଗିରି (କବିତା), ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ପାର୍ବତୀ (କବିତା), ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ମହାଯାତ୍ରା -- ଅଂଶୁମାନ ତାର ଯୋଡ଼ିବେ? ୨୦:୫୪, ୨୬ ଜୁନ ୨୦୧୮ (IST)
- ସମୟ ପାଇଲେ ଦେଖିବେ; ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଆଫ୍ରିକୀୟ ଡାଇନୋସର ଗୁଡ଼ିକର ତାଲିକା, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଏସୀୟ ଡାଇନୋସର ଗୁଡ଼ିକର ତାଲିକା, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଇଉରୋପୀୟ ଡାଇନୋସର ଗୁଡ଼ିକର ତାଲିକା, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଉତ୍ତର ଆମେରିକୀୟ ଡାଇନୋସର ଗୁଡ଼ିକର ତାଲିକା, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଦକ୍ଷିଣ ଆମେରିକୀୟ ଡାଇନୋସର ଗୁଡ଼ିକର ତାଲିକା, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଅଷ୍ଟ୍ରେଲୀୟ ଓ ଆଣ୍ଟ୍ରାକାଟିକାର ଡାଇନୋସର ଗୁଡ଼ିକର ତାଲିକା, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/Sinopliosaurus, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଡାଇଆପ୍ସିଡ୍, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ପଦାର୍ଥର ଅବସ୍ଥା ଗୁଡ଼ିକର ତାଲିକା, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/କଣିକା ପଦାର୍ଥ ବିଜ୍ଞାନ, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଅବଦୁସ ସଲାମ, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଓସେନିଆ, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ସାଇହା.. -- ଅଂଶୁମାନ ବାଡ଼େଇବେ! ୧୭:୧୪, ୧୯ ଜୁନ ୨୦୨୦ (IST)
ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ରେ ଭାଗ ନେବାକୁ ଅନୁରୋଧସମ୍ପାଦନ କରନ୍ତୁ
ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ | |
ଓଡି଼ଆ ଉଇକିପିଡି଼ଆରେ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ ଆରମ୍ଭ ହେଇଗଲାଣି । ଏହି ଗଣସମ୍ପାଦନା ୧୩ ଅଗଷ୍ଟ ୨୦୧୮ରୁ ୨୦ ଅଗଷ୍ଟ ୨୦୧୮ ଯାଏଁ ସପ୍ତାହେ ବ୍ୟାପି ଚାଲିବ, ଯେଉଁଥିରେ ଭାରତରେ ସ୍ୱାଧୀନତା ଆନ୍ଦୋଳନ ସହ ଜଡ଼ିତ ମହତ୍ୱପୂର୍ଣ୍ଣ ଘଟଣା ଏବଂ ଉଲ୍ଲେଖନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରସଙ୍ଗ ଗଢ଼ାଯିବା ସଙ୍ଗେ ସଙ୍ଗେ ଆଗରୁ ଥିବା ପୁରୁଣା ପ୍ରସଙ୍ଗର ମାନ ମଧ୍ୟ ଉନ୍ନତ କରାଯିବ । । ଆପଣଙ୍କୁ ଭାଗ ନେବାକୁ ଅନୁରୋଧ । --ଗପୁ (ମୋ ଆଲୋଚନା) ୧୧:୧୫, ୧୪ ଅଗଷ୍ଟ ୨୦୧୮ (IST) |
ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ରେ ଭାଗ ନେବାକୁ ନିମନ୍ତ୍ରଣସମ୍ପାଦନ କରନ୍ତୁ
ନମସ୍କାର, ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ ଆସନ୍ତା ଫେବୃଆରୀ ମାସ ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଗଣ-ସମ୍ପାଦନାରେ ଆମେ ଓଡ଼ିଆ ଭାଷା ଏବଂ ତଦ୍ସମ୍ବନ୍ଧୀୟ ପ୍ରସଙ୍ଗମାନ ଉନ୍ନତ କରିବା ତଥା ଅତ୍ୟାବଶ୍ୟକୀୟ ପ୍ରସଙ୍ଗ ତିଆରି କରିବା । ଆଗରୁ ବହୁତ ପ୍ରସଙ୍ଗ ରହିଛି, ଯାହାକି ସେତେ ଉନ୍ନତମାନର ନାହିଁ, ତେଣୁ ତାକୁ ଉନ୍ନତ କରିବାକୁ ଏହି ଗଣ-ସମ୍ପାଦନାର ଆୟୋଜନ କରାଯାଇଛି । ଏହି ଗଣ-ସମ୍ପାଦନା ୨୮ ଫେବୃଆରୀ ୨୦୧୯ ଯାଏଁ ଚାଲିବ । ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀକୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସହାଯ୍ୟ ପାଇଁ ଆଲୋଚନା ପୃଷ୍ଠାରେ ଲେଖିପାରିବେ । |
--ସଂଗ୍ରାମ କେଶରୀ ସେନାପତି (ଗପୁ) (ମୋ ଆଲୋଚନା) ୨୩:୫୩, ୧୯ ଫେବୃଆରୀ ୨୦୧୯ (IST)
|
ଏସିଆ ମାସ ଗଣସମ୍ପାଦନା, ୨୦୨୦ରେ ଭାଗ ନେବାକୁ ନିମନ୍ତ୍ରଣସମ୍ପାଦନ କରନ୍ତୁ
ଏସିଆ ମାସ ଗଣସମ୍ପାଦନା, ୨୦୨୦ | |
ନମସ୍କାର, ଏସିଆ ମାସ ଗଣ-ସମ୍ପାଦନା, ୨୦୨୦ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୨୦୧୬ ମସିହାରୁ ଏହି ଗଣ-ସମ୍ପାଦନା ଆରମ୍ଭ ହୋଇଥିଲା ଏବଂ ପୂର୍ବ ବର୍ଷମାନଙ୍କ ଭଳି ଏହିଥର ମଧ୍ୟ ଓଡ଼ିଆ ଉଇକିପିଡ଼ିଆ ଉଇଜର ଗ୍ରୁପ ଏହି ଗଣ-ସମ୍ପାଦନାରେ ଅଂଶଗ୍ରହଣ କରୁଛି, ଯାହାକି ନଭେମ୍ବର ୩୦ ଯାଏଁ ଗୋଟେ ମାସ ଧରି ଚାଲିବ । ଏହି ଗଣ-ସମ୍ପାଦନାରେ ଏସିଆ ମହାଦେଶ ଅନ୍ତର୍ଗତ ବିଭିନ୍ନ ପ୍ରସଙ୍ଗମାନ ଲେଖାଯାଏ, ମାତ୍ର ସେହି ପ୍ରସଙ୍ଗଗୁଡ଼ିକ ନିଜ ଦେଶର ହୋଇନଥିବ । ଯେମିତିକି ଆମେ ଭାରତ ବାହାରେ ଥିବା ଅନ୍ୟାନ୍ୟ ଦେଶମାନଙ୍କର ଭିନ୍ନ ଭିନ୍ନ ବିଷୟରେ ପ୍ରସଙ୍ଗମାନ ଲେଖିପାରିବା । | |
ଏହି ଗଣ-ସମ୍ପାଦନାର ମୂଳ ଲକ୍ଷ ହେଉଛି ଉଇକିପିଡ଼ିଆ ସମୂଦାୟସହ ଏକ ବନ୍ଧୁତ୍ୱପୂର୍ଣ୍ଣ ଭାବର ଆଦାନପ୍ରଦାନ । ଆମେ ଏହି ଗଣ-ସମ୍ପାଦନା ଫଳରେ ଅନ୍ୟ ଦେଶର ଚାଲିଚଳନି, ପରମ୍ପରା, ସଭତ୍ୟା, ସଂସ୍କୃତି, ଖାଦ୍ୟପେୟ, ସ୍ଥାନ, ଲୋକ ଆଦି ବିଷୟରେ ସମ୍ୟକ ସୂଚନା ପାଇପାରିବା । ଏହି ଗଣ-ସମ୍ପାଦନାରେ ଭାଗ ନେଉଥିବା ଉଇକିଆଳିମାନଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ପୁରସ୍କାର ରହିଛି । ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀକୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସହାଯ୍ୟ ପାଇଁ ସହାୟତା ପୃଷ୍ଠା ଦେଖିପାରିବେ । |
The Signpost: 30 January 2022ସମ୍ପାଦନ କରନ୍ତୁ
- Special report: WikiEd course leads to Twitter harassment
- News and notes: Feedback for Board of Trustees election
- Interview: CEO Maryana Iskander "four weeks in"
- Black History Month: What are you doing for Black History Month?
- Deletion report: Ringing in the new year: Subject notability guideline under discussion
- WikiProject report: The Forgotten Featured
- Arbitration report: New arbitrators look at new case and antediluvian sanctions
- Traffic report: The most viewed articles of 2021
- Gallery: No Spanish municipality without a photograph
- Obituary: Twofingered Typist
- Op-Ed: Identifying and rooting out climate change denial
- Essay: The prime directive
- Opinion: Should the Wikimedia Foundation continue to accept cryptocurrency donations?
- In the media: Fuzzy-headed government editing
- Recent research: Articles with higher quality ratings have fewer "knowledge gaps"
- Serendipity: Pooh entered the Public Domain – but Tigger has to wait two more years
- Crossword: Cross swords with a crossword
This Month in GLAM: January 2022ସମ୍ପାଦନ କରନ୍ତୁ
|
The Signpost: 27 February 2022ସମ୍ପାଦନ କରନ୍ତୁ
- From the team: Selection of a new Signpost Editor-in-Chief
- News and notes: Impacts of Russian invasion of Ukraine
- Special report: A presidential candidate's team takes on Wikipedia
- In the media: Wiki-drama in the UK House of Commons
- Technology report: Community Wishlist Survey results
- WikiProject report: 10 years of tea
- Featured content: Featured Content returns
- Deletion report: The 10 most SHOCKING deletion discussions of February
- Recent research: How editors and readers may be emotionally affected by disasters and terrorist attacks
- Arbitration report: Parties remonstrate, arbs contemplate, skeptics coordinate
- Gallery: The vintage exhibit
- Traffic report: Euphoria, Pamela Anderson, lies and Netflix
- News from Diff: The Wikimania 2022 Core Organizing Team
- Crossword: A Crossword, featuring Featured Articles
- Humour: Notability of mailboxes
This Month in GLAM: February 2022ସମ୍ପାଦନ କରନ୍ତୁ
|
The Signpost: 27 March 2022ସମ୍ପାଦନ କରନ୍ତୁ
- From the team: We stand in solidarity with Ukraine
- News and notes: Of safety and anonymity
- Eyewitness Wikimedian – Kharkiv, Ukraine: Countering Russian aggression with a camera
- Eyewitness Wikimedian – Vinnytsia, Ukraine: War diary
- Eyewitness Wikimedian – Western Ukraine: Working with Wikipedia helps
- Disinformation report: The oligarchs' socks
- In the media: Ukraine, Russia, and even some other stuff
- Wikimedian perspective: My heroes from Russia, Ukraine & beyond
- Discussion report: Athletes are less notable now
- Technology report: 2022 Wikimedia Hackathon
- Arbitration report: Skeptics given heavenly judgement, whirlwind of Discord drama begins to spin for tropical cyclone editors
- Traffic report: War, what is it good for?
- Deletion report: Ukraine, werewolves, Ukraine, YouTube pundits, and Ukraine
- From the archives: Burn, baby burn
- Essay: Yes, the sky is blue
- Tips and tricks: Become a keyboard ninja
- On the bright side: The bright side of news
This Month in GLAM: March 2022ସମ୍ପାଦନ କରନ୍ତୁ
|
The Signpost: 24 April 2022ସମ୍ପାଦନ କରନ୍ତୁ
- News and notes: Double trouble
- In the media: The battlegrounds outside and inside Wikipedia
- Special report: Ukrainian Wikimedians during the war
- Eyewitness Wikimedian – Vinnytsia, Ukraine: War diary (Part 2)
- Technology report: 8-year-old attribution issues in Media Viewer
- Featured content: Wikipedia's best content from March
- Interview: On a war and a map
- Serendipity: Wikipedia loves photographs, but hates photographers
- Traffic report: Justice Jackson, the Smiths, and an invasion
- News from the WMF: How Smart is the SMART Copyright Act?
- Humour: Really huge message boxes
- From the archives: Wales resigned WMF board chair in 2006 reorganization
This Month in GLAM: April 2022ସମ୍ପାଦନ କରନ୍ତୁ
|