ରାଜୀବ ପାତ୍ର

ଓଡ଼ିଆ ରାଜନୀତିଜ୍ଞ

ରାଜୀବ ପାତ୍ର ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲିଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ରାଜୀବ ପାତ୍ର
ବିଧାୟକ: ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪ – ୨୦୧୯
ପୂର୍ବ ଅଧିକାରୀକରେନ୍ଦ୍ର ମାଝି
ପର ଅଧିକାରୀଚକ୍ରମଣି କହଁର
ନିର୍ବାଚନ ମଣ୍ଡଳୀବାଲିଗୁଡ଼ା
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ବୃତ୍ତିରାଜନୀତିଜ୍ଞ

ରାଜନୈତିକ ଜୀବନ ସମ୍ପାଦନା

ରାଜୀବ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି ।[୨] ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]

୨୦୧୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନିବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୩୭,୬୦୮ ଖଣ୍ଡ ଭୋଟ୍ ପାଇଁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ପାର୍ଥୀ କ୍ଳେଶ ପ୍ରଧାନଙ୍କୁ ଅଢ଼େଇ ହଜାର ଭୋଟ୍‌ରେ ପରାସ୍ତ କରିଥିଲେ ।[୨]

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Rajib Patra". odishaassembly.nic.in. Odisha Assembly. Retrieved 5 April 2021.
  2. ୨.୦ ୨.୧ "ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ : ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ କଂଗ୍ରେସରୁ କ୍ଳେଶ ଓ ବିଜେପିରୁ ଚକ୍ରମଣି!, ବିଜେଡିରେ ସସପେନସ୍, ସୁପ୍ରିମୋଙ୍କୁ ଭୋଟରଙ୍କ ପୋଷ୍ଟକାର୍ଡ଼ | Sambad". ସମ୍ବାଦ. sambad.in. 17 March 2019. Archived from the original on 4 April 2021. Retrieved 4 April 2021.