ଦୁବର ପୋଡ୍ରା

ଓଡ଼ିଆ ରାଜନୀତିଜ୍ଞ

ଦୁବର ପୋଡ୍ରା (ମୃତ୍ୟ: ୨୮ ଜାନୁଆରୀ ୧୯୮୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲିଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଦୁବର ପୋଡ୍ରା
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ପୂର୍ବ ଅଧିକାରୀଲୋକନାଥ ପାତ୍ର
ପର ଅଧିକାରୀନରେଶ ପ୍ରଧାନ
ନିର୍ବାଚନ ମଣ୍ଡଳୀବାଲିଗୁଡ଼ା
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୨୮ ଜାନୁଆରୀ ୧୯୮୪(୧୯୮୪-୦୧-୨୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀସୁନନ୍ଦା ପୋଡ୍ରା
ବାପା/ବୋଉମସୁରା ପୋଡ୍ରା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଦୁବର ପୋଡ୍ରାଙ୍କ ବାପାଙ୍କ ନାମ ମସୁରା ପୋଡ୍ରା ଏବଂ ପତ୍ନୀଙ୍କ ନାମ ସୁନନ୍ଦା ପୋଡ୍ରା ଓ ଜମ୍ବୁ ପୋଡ୍ରା ।[୧]

ରାଜନୈତିକ ଜୀବନ ସମ୍ପାଦନା

ଦୁବର ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ଦୁବର ୧୯୮୪ ମସିହାର ଜାନୁଆରୀ ୨୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Dubura Podra". odishaassembly.nic.in. Odisha Assembly. Retrieved 10 April 2021.