ସଦାନନ୍ଦ କହଁର

ଓଡ଼ିଆ ରାଜନୀତିଜ୍ଞ

ସଦାନନ୍ଦ କହଁର (୧୨ ଜୁଲାଇ ୧୯୪୮ - ୭ ଜାନୁଆରୀ ୧୯୮୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲିଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ସଦାନନ୍ଦ କହଁର
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀସହୁରା ମଲ୍ଲିକ
ପର ଅଧିକାରୀସହୁରା ମଲ୍ଲିକ
ନିର୍ବାଚନ ମଣ୍ଡଳୀବାଲିଗୁଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1948-07-12)୧୨ ଜୁଲାଇ ୧୯୪୮
ମୃତ୍ୟୁ୭ ଜାନୁଆରୀ ୧୯୮୯(1989-01-07) (ବୟସ ୪୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳନିର୍ଦ୍ଦଳୀୟ
ଜୀବନ ସାଥୀକୁମାରୀ କହଁର
ବାପା/ବୋଉପରେଶ୍ୱର କହଁର (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ସଦାନନ୍ଦ କହଁର ୧୯୪୮ ମସିହାର ଜୁଲାଇ ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପରେଶ୍ୱର କହଁର ଓ ପତ୍ନୀଙ୍କ ନାମ କୁମାରୀ କହଁର ।[୧]

ରାଜନୈତିକ ଜୀବନ ସମ୍ପାଦନା

ସଦାନନ୍ଦ ଓଡ଼ିଶା ରାଜନୀତିରେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ସଦାନନ୍ଦ ୧୯୮୯ ମସିହାର ଜାନୁଆରୀ ୭ ତାରିଖରେ ୪୦ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Sadananda Konhar". odishaassembly.nic.in. Odisha Assembly. Retrieved 9 April 2021.