ବୈକୁଣ୍ଠ ନାଥ ମହାନ୍ତି

ଓଡ଼ିଆ ରାଜନୀତିଜ୍ଞ, ଗୀତିକାର

ବୈକୁଣ୍ଠ ନାଥ ମହାନ୍ତି (୧୨ ଅପ୍ରେଲ ୧୯୧୭ - ୧୫ ଅକ୍ଟୋବର ୧୯୯୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଓ ଗୀତିକାର ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୫୭ ଓ ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲିକୁଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଗୀତିକାର ଭାବରେ ମଥୁରା ବିଜୟଅକ୍ଷି ତୃତୀୟା କଥାଚିତ୍ରର ଗୀତ ରଚନା କରିଥିଲେ ।

ବୈକୁଣ୍ଠ ନାଥ ମହାନ୍ତି
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପୂର୍ବ ଅଧିକାରୀବିପିନ ବିହାରୀ ଦାସ
ପର ଅଧିକାରୀବାସୁଦେବ ମହାପାତ୍ର
ନିର୍ବାଚନ ମଣ୍ଡଳୀବାଲିକୁଦା
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀପ୍ରାଣକୃଷ୍ଣ ପରିଜା
ପର ଅଧିକାରୀବିପିନ ବିହାରୀ ଦାସ
ନିର୍ବାଚନ ମଣ୍ଡଳୀବାଲିକୁଦା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1917-04-12)୧୨ ଅପ୍ରେଲ ୧୯୧୭
ମୃତ୍ୟୁ୧୫ ଅକ୍ଟୋବର ୧୯୯୫(1995-10-15) (ବୟସ ୭୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳପ୍ରଜା ସୋସିଆଲିଷ୍ଟ ପାର୍ଟି
ଜୀବନ ସାଥୀଶରତ କୁମାରୀ ଦେବୀ
ବାପା/ବୋଉପୁରୁଷୋତ୍ତମ ମହାନ୍ତି (ବାପା)
ବୃତ୍ତିରାଜନୀତିଜ୍ଞ, ଗୀତିକାର

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ବୈକୁଣ୍ଠ ନାଥ ମହାନ୍ତି ୧୯୧୭ ମସିହାର ଅପ୍ରେଲ ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପୁରୁଷୋତ୍ତମ ମହାନ୍ତି ଓ ପତ୍ନୀଙ୍କ ନାମ ଶରତ କୁମାରୀ ଦେବୀ ।[୧]

ସାହିତ୍ୟ ସର୍ଜନା ସମ୍ପାଦନା

  • ଭାରତର ବାଟେଘାଟେ
  • ଲାଲରେଖା (ହିନ୍ଦୀରୁ ଅନୁବାଦ)
  • ଧୃବ
  • ସାବିତ୍ରୀ
  • ଭକ୍ତ ବନ୍ଧୁ ମହାନ୍ତି

କଥାଚିତ୍ରରେ ଅବଦାନ ସମ୍ପାଦନା

ରାଜନୈତିକ ଜୀବନ ସମ୍ପାଦନା

ବୈକୁଣ୍ଠ ନାଥ ମହାନ୍ତି ଓଡ଼ିଶା ରାଜନୀତିରେ ପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ବୈକୁଣ୍ଠ ନାଥ ମହାନ୍ତି ୧୯୯୫ ମସିହାର ଅକ୍ଟୋବର ୧୫ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Baikunthanath Mohanty". odishaassembly.nic.in. Odisha Assembly. Retrieved 12 May 2022.

ବାହାର ଆଧାର ସମ୍ପାଦନା