ବିପିନ ବିହାରୀ ଦାସ (୧୯୭୫ ମୃତ୍ୟୁ)

ଓଡ଼ିଆ ରାଜନେତା

ବିପିନ ବିହାରୀ ଦାସ (ମୃତ୍ୟୁ: ୨୪ ଅପ୍ରେଲ ୧୯୭୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲିକୁଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ବିପିନ ବିହାରୀ ଦାସ
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ପୂର୍ବ ଅଧିକାରୀବୈକୁଣ୍ଠ ନାଥ ମହାନ୍ତି
ପର ଅଧିକାରୀବୈକୁଣ୍ଠ ନାଥ ମହାନ୍ତି
ନିର୍ବାଚନ ମଣ୍ଡଳୀବାଲିକୁଦା
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୨୪ ଅପ୍ରେଲ ୧୯୭୫(୧୯୭୫-୦୪-୨୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସୁରେଶ୍ୱରୀ ଦେବୀ
ବାପା/ବୋଉଲକ୍ଷ୍ମୀଧର ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ବିପିନ ବିହାରୀ ଦାସଙ୍କ ବାପାଙ୍କ ନାମ ଲକ୍ଷ୍ମୀଧର ଦାସ ଓ ପତ୍ନୀଙ୍କ ନାମ ସୁରେଶ୍ୱରୀ ଦେବୀ ।[୧]

ରାଜନୈତିକ ଜୀବନ ସମ୍ପାଦନା

ବିପିନ ବିହାରୀ ଦାସ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ବିପିନ ବିହାରୀ ଦାସ ୧୯୭୫ ମସିହାର ଅପ୍ରେଲ ୨୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Bipin Bihari Das". odishaassembly.nic.in. Odisha Assembly. Retrieved 10 May 2022.