ବଶିଷ୍ଠ ମନ୍ଦିର
ଭାରତର ଏକ ହିନ୍ଦୁ ମନ୍ଦିର
ଏହି ପ୍ରସଙ୍ଗଟିକୁ ଠିକ ଭାବେ ଯାଞ୍ଚ କରିବା ପାଇଁ ଅଧିକ ଆଧାର ଆବଶ୍ୟକ। (September 2009) |
ବଶିଷ୍ଠ ମନ୍ଦିର, ଭାରତୀୟ ରାଜ୍ୟ ଆସାମର ଗୁୱାହଟି ସହରର ଦକ୍ଷିଣ - ପୂର୍ବ କୋଣ ଅଞ୍ଚଳରେ 1764 [୧]</ref>ମସିହାରେ ଆହୋମ ରାଜାଙ୍କଦ୍ୱାରା ନିର୍ମିତ ଏକ ଶିବ ମନ୍ଦିର ପରିସର ।ରାଜା ସେଠାରେ ଆଶ୍ରମ ପାଇଁ 835 ବିଘା ସ୍ଥାନ ପ୍ରଦାନ କରିଥିଲେ । ବେଦିକ ସମୟରେ ମହାମୁନି ବଶିଷ୍ଠ ସେଠାରେ ଆଶ୍ରମ ସ୍ଥାପନ କରିଥିବା କୁହା ଯାଏ । ପର୍ବତରୁ ବହି ଆସିଥିବା ଝରଣା କୁଳରେ ବଶିଷ୍ଠଙ୍କ ମନ୍ଦିର ମଧ୍ୟ ନିର୍ମିତ ହୋଇଛି । ଏହି ଝରଣା ମେଘାଲୟର ପ୍ରବାତରୁ ବାହାରି ପରେ ବାଶିଷ୍ଠ ନଦୀ ଓ ଭରାଲୁ ନଦୀ ଭାବରେ ପ୍ରବାହିତ ହେଇଥାଏ ।
An article related to |
---|
Practices
|
ବଶିଷ୍ଠ ଆଶ୍ରମ ଓ ମନ୍ଦିର
ସମ୍ପାଦନାଆଶ୍ରମ ଗୁୱାହଟି ସହରରୁ 10-12 କିଲୋମିଟର ଦୂରରେ ଅବସ୍ଥିତ । ଏହା ନିକଟରେ ଗରଭଙ୍ଗା ରିଜର୍ଭ ଜଙ୍ଗଲ ରହିଛି ଓ ସେଠାରେ ବହୁ ସଂଖ୍ୟାରେ ହାତୀ ରହିଥାନ୍ତି । ଏଠାରେ ବାଶିଷ୍ଠ ମନ୍ଦିର ରହିଥିଲେ ମଧ୍ୟ ବାଶିଷ୍ଠ ତପସ୍ୟା କରୁଥିବା ଗୁମ୍ଫା ଅରଣ୍ୟର ଭିତରକୁ 5 କିଲୋମିଟର ଦୂରରେ ରହିଛି । ଝରଣା ତୀ ଆଶ୍ରମ ନିକଟରେ ଏକ ଜଳପ୍ରପାତ ସୃଷ୍ଟିକରିଥାଏ ।
ଆଧାର ସମୂହ
ସମ୍ପାଦନା- ↑ ref>Deb, Dr P S. "Shiv Temple at Basistha Ashram, Assam". ShivShankar.in. ShivShankar.in.