ଦଣ୍ଡାବାଳୁଙ୍ଗା
୧୯୮୪ର ଓଡ଼ିଆ କଥାଚିତ୍ର
ଦଣ୍ଡା ବାଳୁଙ୍ଗା, ୧୯୮୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆକଥାଚିତ୍ର ।[୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବସନ୍ତ ନାୟକ ।[୩] ଏହା ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା ।[୪]
ଦଣ୍ଡା ବାଳୁଙ୍ଗା | |
---|---|
ନିର୍ଦ୍ଦେଶକ | ମହମ୍ମଦ ମହସୀନ |
ପ୍ରଯୋଜକ | ବସନ୍ତ ନାୟକ |
କଳାକାର | ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ମହାଶ୍ୱେତା ରାୟ |
ସଙ୍ଗୀତ | ଅକ୍ଷୟ ମହାନ୍ତି |
ସମ୍ପାଦକ | ରବି ଶଙ୍କର ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୧୬ ମାର୍ଚ୍ଚ ୧୯୮୪[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୪୫ଲକ୍ଷ ୬୦ହଜାର |
ଅଭିନୟରେ
ସମ୍ପାଦନାଓଡ଼ିଆ କଥାଚିତ୍ର ‘ଦଣ୍ଡା ବାଳୁଙ୍ଗା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି ।[୪]
ଦ୍ରଷ୍ଟବ୍ୟ
ସମ୍ପାଦନା- ↑ ସ୍ପନ୍ଦନ, (ଅନୁପମ ଭାରତ), ୩୦ଜୁନ ୨୦୦୦, ପୃଷ୍ଠା-୧୦
- ↑ "Film producer Basant Nayak passes away". The Hindu. Retrieved 10 July 2015.
- ↑ "ଚଳଚ୍ଚିତ୍ର ନିର୍ମାତା ବସନ୍ତ ନାୟକଙ୍କ ପରଲୋକ : ଓଡ଼ିଆ ସିନେ ଜଗତରେ ଶୋକର ଛାୟା | Rourkela | Rajgangpur | Kansbahal | Bonai of India". www.rourkelacity.com. Archived from the original on 27 December 2017. Retrieved 24 August 2018.
- ↑ ୪.୦ ୪.୧ "ସଙ୍ଗୀତକାର ଅକ୍ଷୟ ମହାନ୍ତି ଏବଂ ଓଡ଼ିଆ ସିନେ ନିର୍ଦ୍ଦେଶକ". sambad.in. 12 October 2017. Retrieved 11 July 2018.
- ↑ "ଷ୍ଟାଇଲ ମାଷ୍ଟର ବିଜୟ" (PDF). ନିତିଦିନ. 8 April 2018. Retrieved 30 August 2018.[permanent dead link]
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଦଣ୍ଡାବାଳୁଙ୍ଗା