ଠାକୁର ଅଛନ୍ତି ଚଉବାହାକୁ
ଠାକୁର ଅଛନ୍ତି ଚଉ ବାହାକୁ, ୧୯୯୦ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଦିଲ୍ଲୀପ ମିଶ୍ର ଓ ବିଶ୍ୱନାଥ ମିଶ୍ର । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ବିଶ୍ୱନାଥ ମିଶ୍ର । ରମେଶ ପାଣିଗ୍ରାହୀ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବିଜୟ ଭାସ୍କର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ଠାକୁର ଅଛନ୍ତି ଚଉ ବାହାକୁ | |
---|---|
ନିର୍ଦ୍ଦେଶକ | ବିଜୟ ଭାସ୍କର |
ପ୍ରଯୋଜକ | ଦିଲ୍ଲୀପ ମିଶ୍ର ବିଶ୍ୱନାଥ ମିଶ୍ର |
ସଂଳାପ | ରମେଶ ପାଣିଗ୍ରାହୀ |
ଚିତ୍ରନାଟ୍ୟ | ବିଜୟ ଭାସ୍କର |
କାହାଣୀ | ବିଶ୍ୱନାଥ ମିଶ୍ର |
କଳାକାର | ଉତ୍ତମ ମହାନ୍ତି ସୁରେଶ ବଳ ଦେବୁ ବୋଷ ଅନୀତା ଦାସ ବିଜୟ ମହାନ୍ତି ଗ୍ଲୋରିଆ ମହାନ୍ତି ଜୟୀରାମ ସାମଲ |
ସଙ୍ଗୀତ | ଅକ୍ଷୟ ମହାନ୍ତି |
ଚିତ୍ରଗ୍ରହଣ | ଶାମ୍ବା ଶିବା ରାଓ |
ସମ୍ପାଦକ | ଅନୀଲ ମଲନାଡ଼ |
ମୁକ୍ତିଲାଭ ତାରିଖ | ୧୯୯୦ |
ଦେଶ | ![]() |
ଭାଷା | ଓଡ଼ିଆ |
ଉତ୍ତମ ମହାନ୍ତି, ସୁରେଶ ବଳ, ଦେବୁ ବୋଷ, ଅନୀତା ଦାସ, ବିଜୟ ମହାନ୍ତି, ଗ୍ଲୋରିଆ ମହାନ୍ତି, ଜୟୀରାମ ସାମଲ, ଅକ୍ଷୟ ମହାନ୍ତି (କାଶ୍ୟପ), ଅନଙ୍ଗ ଦ୍ୱିବେଦୀ, ରଣଜିତ କୌର, ତୁଷାର ପାଣିଗ୍ରାହୀ, ରୁନୁ ପରିଜା, ପ୍ରେମାଞ୍ଜନ ପରିଡ଼ା, ପ୍ରମୋଦ ରଥ, ଜୟୀରାମ ସାମଲ, ଶ୍ରୀକୃଷ୍ଣ ସାମଲ, ସରସ୍ୱତୀ, ବ୍ରଜ ସିଂହ, ଶାନ୍ତି ସ୍ୱରୂପା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟସମ୍ପାଦନ କରନ୍ତୁ
- ଉତ୍ତମ ମହାନ୍ତି
- ସୁରେଶ ବଳ
- ଦେବୁ ବୋଷ
- ଅନୀତା ଦାସ
- ବିଜୟ ମହାନ୍ତି
- ଗ୍ଲୋରିଆ ମହାନ୍ତି
- ଜୟୀରାମ ସାମଲ
- ଅକ୍ଷୟ ମହାନ୍ତି (କାଶ୍ୟପ)
- ଅନଙ୍ଗ ଦ୍ୱିବେଦୀ
- ରଣଜିତ କୌର
- ତୁଷାର ପାଣିଗ୍ରାହୀ
- ରୁନୁ ପରିଜା
- ପ୍ରେମାଞ୍ଜନ ପରିଡ଼ା
- ପ୍ରମୋଦ ରଥ
- ଜୟୀରାମ ସାମଲ
- ଶ୍ରୀକୃଷ୍ଣ ସାମଲ
- ସରସ୍ୱତୀ
- ବ୍ରଜ ସିଂହ
- ଶାନ୍ତି ସ୍ୱରୂପା
ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି । ଶୀର୍ଷାନନ୍ଦ ଦାସ କାନୁନ୍ଗୋ, ଦିଲ୍ଲୀପ ମିଶ୍ର, ଟୁଟୁ ମିଶ୍ର, ଅକ୍ଷୟ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟି ଗୀତ ରଚନା କରିଥିଲେ । ମହମ୍ମଦ ଅବିଦ୍, ଗୀତା ଦାଶ, ସୁବାସ ଦାସ, ବିଭୁ କିଶୋର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତସମ୍ପାଦନ କରନ୍ତୁ
କ୍ରମ | ଗୀତ | ସମୟ |
---|
ଆଧାରସମ୍ପାଦନ କରନ୍ତୁ
- ↑ "ଓଡ଼ିଆ ସିନେ ଅଭିନେତ୍ରୀ ଅନିତା ଦାସଙ୍କ ପରଲୋକ". OTV Khabar. 11 May 2018. Archived from the original on 14 January 2019. Retrieved 14 January 2019.
ବାହାର ଆଧାରସମ୍ପାଦନ କରନ୍ତୁ
- ଠାକୁର ଅଛନ୍ତି ଚଉବାହାକୁ ଇଣ୍ଟରନେଟ ମୁଭି ଡାଟାବେସରେ