ରଞ୍ଜୀବ ବିଶ୍ୱାଳ

ଭାରତୀୟ ରାଜନୀତିଜ୍ଞ

ରଞ୍ଜୀବ ବିଶ୍ୱାଳ ଓଡ଼ିଶାରେ ଜନ୍ମିତ ଜଣେ ଭାରତୀୟ କ୍ରିକେଟ ଖେଳାଳି । ସେ ଓଡ଼ିଶା ରଣଜି ଦଳରେରେ ଖେଳୁଥିଲେ । ୧୯ ବର୍ଷରୁ କମ ବର୍ଗର କ୍ରିକେଟ ଦଳରେ ଭାରତ ତରଫରୁ ପାକିସ୍ଥାନ ବିପକ୍ଷରେ ୪ଟି ଟେଷ୍ଟ ମ୍ୟାଚରେ ପ୍ରତିନିଧିତ୍ୱ କରିଥିଲେ । ୧୯୯୭ମସିହାରେ ଭାରତୀୟ କ୍ରିକେଟ ଦଳରୁ ଅବସର ଗ୍ରହଣ କରିଥିଲେ ।

ରଞ୍ଜିବ ବିଶ୍ୱାଳ
Ranjib Biswal.jpg
ଭୁବନେଶ୍ୱରର ଏକ ସଭାରେ ରଞ୍ଜୀବ ବିଶ୍ୱାଳ
ଜନ୍ମ ଓ ଜନ୍ମସ୍ଥାନ
ଜୀବିକାପୁର୍ବତନ କ୍ରିକେଟର
ଜୀବନସାଥିଅନିତା ମହାନ୍ତି

ପରିବାରସମ୍ପାଦନ କରନ୍ତୁ

ବିଶ୍ୱାଳ ଓଡ଼ିଶାର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ୱାଳଙ୍କ ପୁଅ । ସେ ଓଡ଼ିଶା ରାଜନୀତିରେ ବର୍ତ୍ତମାନ ସକ୍ରିୟ ଥିବା ଚିରଞ୍ଜିବ ବିଶ୍ୱାଳଙ୍କ ଭାଇ । ସେ ଅନିତା ମହାନ୍ତିଙ୍କୁ ବିବାହ କରିଛନ୍ତି ।

ଆଧାରସମ୍ପାଦନ କରନ୍ତୁ

ବାହାର ଆଧାରସମ୍ପାଦନ କରନ୍ତୁ