ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା

ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା ଅଧା ପ୍ରକୃତିକ ଓ ଅଧା ମଣିଷଦ୍ୱାରା ତିଆରି ଯାହାର ଐତିହାସିକ, ପୁରାତନ ତତ୍ତ୍ୱ ଓ ଧାର୍ମିକ ଗୁରୁତ୍ତ୍ୱ ରହିଛି । ଏହା ଓଡ଼ିଶାର ଭୁବନେଶ୍ୱରଠାରେ ଅବସ୍ଥିତ । ଗୁମ୍ଫାଗୁଡିକ ଦୁଇଟି ପାହାଡ଼ ଉଦୟଗିରି ଓ ଖଣ୍ଡଗିରିରେ ରହିଛି ଯାହା ହାତୀଗୁମ୍ଫାର ଶିଳାଲେଖରେ କୁମାରୀ ପର୍ବତ ନାମରେ ମଧ୍ୟ ଜଣା ଓ ଏହି ଦୁଇ ପାହାଡ଼ ଉଭୟଙ୍କ ଆଡକୁ ମୁଁହାଇ ରାସ୍ତାର ଦୁଇ ପାଖରେ ଅଛନ୍ତି ।ଖଣ୍ଡଗିରିରେ ୧୫ଟି ଗୁମ୍ଫା ଥିବାବେଳେ ଉଦୟଗିରିରେ ୧୮ଟି ଗୁମ୍ଫା ରହିଛି । ହାତୀ ଗୁମ୍ଫା ନିକଟରେ ବାରଭୁଜା ଦେବୀଙ୍କର ଏକ ମନ୍ଦିର ଅଛି।

ହାତୀଗୁମ୍ଫା (୧୪ତମ ଗୁମ୍ଫା) ଉଦୟଗିରି

ଇତିହାସ ସମ୍ପାଦନ କରନ୍ତୁ

ଏହି ସ୍ଥାନ ଐତିହାସିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ଜୈନ ବିବରଣୀରୁ ଜାଣିବାକୁ ମିଳେ, ଏହି ସ୍ଥାନରେ ମହାବୀର ଜୈନ ତାଙ୍କର ଧର୍ମପ୍ରଚାର କରିଥିଲେ । ସମ୍ରାଟ ଖାରବେଳଙ୍କ ପ୍ରସିଦ୍ଧ ହାତୀଗୁମ୍ଫା ଶିଳାଲେଖ ଏହି ସ୍ଥାନରେ ଅଛି, ଯାହା ପ୍ରାଚୀନ ଓଡ଼ିଶା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଉପାଦାନ । ଏଠାରେ ଏବେ ମଧ୍ୟ ଜୈନ ସମ୍ପ୍ରଦାୟର ସାଧୁ ମାଁନଙ୍କୁ ଦେଖିବାକୁ ମିଳେ ।


ଉଦୟଗିରିଠାରେ ଥିବା ଗୁମ୍ଫାର ତାଲିକା–

୧−ରାଣୀ ଗୁମ୍ଫା
୨−ଛୋଟ ହାତୀ ଗୁମ୍ଫା
୩-ଅଲକାପୁରି ଗୁମ୍ଫା
୪-ଜୟ-ବିଜୟ ଗୁମ୍ଫା
୫-ଠାକୁରାଣୀ ଗୁମ୍ଫା
୬-ପାତାଳପୁରି ଗୁମ୍ଫା
୭-ଗଣେଶ ଗୁମ୍ଫା
୮-ଜମ୍ବେଶ୍ୱର ଗୁମ୍ଫା
୯-ବ୍ୟାଘୃ ଗୁମ୍ଫା
୧୦-ସରପ ଗୁମ୍ଫା
୧୧-ହାତୀ ଗୁମ୍ଫା
୧୨-ଧାନଘର ଗୁମ୍ଫା
୧୩-ହରୀଦାସ ଗୁମ୍ଫା
୧୪-ଜଗମଥା ଗୁମ୍ଫା
୧୫-ରୋସେଇ ଗୁମ୍ଫା

ଉଦୟଗିରିରେ ଥିବା ଗୁମ୍ଫାମାନଙ୍କର ତାଲିକା ସମ୍ପାଦନ କରନ୍ତୁ

  1. ରାଣୀଗୁମ୍ଫା
  2. ବଜାଘର ଗୁମ୍ଫା
  3. ଛୋଟ ହାତୀଗୁମ୍ଫା
  4. ଅଳକାପୁରୀ ଗୁମ୍ଫା
  5. ଜୟ-ବିଜୟ ଗୁମ୍ଫା
  6. ପଣସଗୁମ୍ଫା
  7. ଠାକୁରାଣୀ ଗୁମ୍ଫା
  8. ପାତାଳପୁରୀ ଗୁମ୍ଫା
  9. ମଞ୍ଚପୁରୀ ଗୁମ୍ଫା
  10. ଗଣେଶ ଗୁମ୍ଫା
  11. ଜାମ୍ବେଶ୍ୱର ଗୁମ୍ଫା
  12. ବ୍ୟାଘ୍ର ଗୁମ୍ଫା
  13. ସର୍ପ ଗୁମ୍ଫା
  14. ହାତୀ ଗୁମ୍ଫା
  15. ଧନଘର ଗୁମ୍ଫା
  16. ହରିଦାସ ଗୁମ୍ଫା
  17. ଜଗମଥା ଗୁମ୍ଫା
  18. ରୋଷେଇ ଗୁମ୍ଫା

ଖଣ୍ଡଗିରିରେ ଥିବା ଗୁମ୍ଫା ସମ୍ପାଦନ କରନ୍ତୁ

  1. ତତ୍ତ୍ୱ ଗୁମ୍ଫା-୧
  2. ତତ୍ତ୍ୱ ଗୁମ୍ଫା-୨
  3. ଅନନ୍ତ ଗୁମ୍ଫା
  4. ତେନ୍ତୁଳି ଗୁମ୍ଫା
  5. ଖଣ୍ଡଗିରି ଗୁମ୍ଫା
  6. ଧ୍ୟାନ ଗୁମ୍ଫା
  7. ନବମୂନି ଗୁମ୍ଫା
  8. ବାରଭୂଜି ଗୁମ୍ଫା
  9. ତୃସୁଳ ଗୁମ୍ଫା
  10. ଅମ୍ବିକା ଗୁମ୍ଫା
  11. ଲଲାତେନ୍ଦୁ କେଶରୀ ଗୁମ୍ଫା
  12. ନାମହୀନ
  13. ନାମହୀନ
  14. ଏକାଦଶୀ ଗୁମ୍ଫା
  15. ନାମହୀନ
ଖଣ୍ଡଗିରି ପର୍ବତ ଉପରୁ ଉଦୟଗିରିର ବିସ୍ତୃତାବଲୋକନ

ଆହୁରି ଦେଖନ୍ତୁ ସମ୍ପାଦନ କରନ୍ତୁ

ଆଧାର ସମ୍ପାଦନ କରନ୍ତୁ

  • Sachin Singhal: Orissa tourist road guide and political, Vardhman Publications, ISBN 81-8080-011-3
  • Sadananda Agrawal: Sri Kharavela, Published by Sri Digambar Jain Samaj, Cuttack, 2000.

ଅଧିକ ତଥ୍ୟ ସମ୍ପାଦନ କରନ୍ତୁ