ଅଶୋକ କୁମାର ଦାସ

ଓଡ଼ିଆ ରାଜନୀତିଜ୍ଞ

ଅଶୋକ କୁମାର ଦାସ (୧୫ ମାର୍ଚ୍ଚ ୧୯୪୨ - ୩୧ ଡିସେମ୍ବର ୨୦୦୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଅଶୋକ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୬ଥର କାର୍ଯ୍ୟ କରିଛନ୍ତି । ୧୯୭୪, ୧୯୧୯୭୭, ୧୯୮୦, ୧୯୯୦, ୧୯୯୫, ୨୦୦୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ସୁକିନ୍ଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଅଶୋକ କୁମାର ଦାସ
ବିଧାୟକ: ୬ଷ୍ଠ, ୭ମ, ୮ମ ଓଡ଼ିଶା ବିଧାନ ସଭା (ଉପ)
କାର୍ଯ୍ୟକାଳ
୧୯୭୪ – ୧୯୮୫
ପୂର୍ବ ଅଧିକାରୀଅଶୋକ କୁମାର ଦାସ
ପର ଅଧିକାରୀଅଶୋକ କୁମାର ଦାସ
ନିର୍ବାଚନ ମଣ୍ଡଳୀକୋରାଇ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1942-03-15)ମାର୍ଚ୍ଚ ୧୫, ୧୯୪୨
ମୃତ୍ୟୁ୩୧ ଡିସେମ୍ବର ୨୦୦୮(2008-12-31) (ବୟସ ୬୬)-->
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସନ୍ଧ୍ୟା ଦାସ
ସନ୍ତାନ୨ ପୁଅ, ୨ ଝିଅ
ବାପା/ବୋଉଅଦ୍ୱେତ ପ୍ରସାଦ ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଅଶୋକ କୁମାର ଦାସ ୧୯୪୨ ମସିହାର ମାର୍ଚ୍ଚ ମାସ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ କାହ୍ନୁ ଚରଣ ଖୁଣ୍ଟିଆ ଏବଂ ପତ୍ନୀଙ୍କ ନାମ ହେମଲତା ଖୁଣ୍ଟିଆ ।[୧] ଅଶୋକଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର ।[୧]

ରାଜନୈତିକ ଜୀବନ ସମ୍ପାଦନା

ଅଶୋକ କୁମାର ଦାସ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ। ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ ୬ ଥର କାର୍ଯ୍ୟ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Shri Ashok Kumar Das". odishaassembly.nic.in. Odisha Assembly. Retrieved 14 November 2019.