କାଳୀଶଙ୍କର

୨୦୦୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

କାଳୀଶଙ୍କର, ୨୦୦୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ସୁଚିତ୍ରା ସାହୁ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ । ପ୍ରଶାନ୍ତ ନନ୍ଦ ଏହି କଥାଚିତ୍ରଟିର କାହଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଓ ସ୍ୱର ସଂଯୋଜନା କରିଥିଲେ ।[୧]

କାଳୀଶଙ୍କର
ନିର୍ଦ୍ଦେଶକପ୍ରଶାନ୍ତ ନନ୍ଦ
ପ୍ରଯୋଜକସୁଚିତ୍ରା ସାହୁ
ସଂଳାପପ୍ରଶାନ୍ତ ନନ୍ଦ
ଚିତ୍ରନାଟ୍ୟପ୍ରଶାନ୍ତ ନନ୍ଦ
କାହାଣୀପ୍ରଶାନ୍ତ ନନ୍ଦ
କଳାକାରସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ଅନୁଭବ ମହାନ୍ତି, ମେଘ୍ନା ମିଶ୍ର, ଅରିନ୍ଦମ ରାୟ, ସ୍ୱସ୍ତିକା, ବିଜୟ ମହାନ୍ତି, ଆଶିଷ ବିଦ୍ୟାର୍ଥୀ
ସଙ୍ଗୀତପ୍ରଶାନ୍ତ ନନ୍ଦ
ଚିତ୍ରଗ୍ରହଣନିରଞ୍ଜନ ଦାସ, ଭି. ପ୍ରଭାକର
ସମ୍ପାଦକପ୍ରଶାନ୍ତ ନନ୍ଦ
ମୁକ୍ତିଲାଭ ତାରିଖ
୨୩ ଜାନୁଆରୀ ୨୦୦୭
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ଅନୁଭବ ମହାନ୍ତି, ମେଘ୍ନା ମିଶ୍ର, ଅରିନ୍ଦମ ରାୟ ଓ ସ୍ୱସ୍ତିକା ମୁଖାର୍ଜୀ । ବିଜୟ ମହାନ୍ତି, ମିହିର ଦାସ, ଆଶିଷ ବିଦ୍ୟାର୍ଥୀ, ସ୍ନିଗ୍ଧା ମହାନ୍ତି, ସୁରେଶ ବଳ, ଇଲୁ ବାନାର୍ଜୀ, ମୀନକେତନ, ନମ୍ରତା ଦାସ, ହାଡ଼ୁ, ସଲିଲ ମିତ୍ର, ପିଣ୍ଟୁ ନନ୍ଦ, ପୃଥିରାଜ ନାୟକ, ଜୀବନ ପଣ୍ଡା, ରାଇମୋହନ ପରିଡ଼ା, ଜୟୀରାମ ସାମଲ, କୁନା ତ୍ରପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟସମ୍ପାଦନ କରନ୍ତୁ

କାହାଣୀସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ନନ୍ଦ ଏବଂ ସେ ନିଜେ କଥାଚିତ୍ରଟିର ଗୀତ ରଚନା କରିଥିଲେ । ସୁବାସ ଦାସ, ପଙ୍କଜ ଜାଲ, ଟି. ସୌରୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତସମ୍ପାଦନ କରନ୍ତୁ

କ୍ରମଗୀତସମୟ
1."ଛୋଟ ଛୋଟ" 
2."ଦେ ଦାରୁ" 
3."ଝିପ୍ ଝିପ୍ ବର୍ଷା ପଡ଼େ" 
4."ମେଘ ବିଜୁଳି" 
5."ରାତି ହେଲାଣି" 

ଆଧାରସମ୍ପାଦନ କରନ୍ତୁ

  1. "ଅଭିନୟରେ କ'ଣ ପୂର୍ଣ୍ଣଛେଦ ପକାଇଛନ୍ତି ପ୍ରଶାନ୍ତ ନନ୍ଦ ?". sambad.in. 7 June 2018. Retrieved 10 June 2018.
  2. "ଆଇଟମ୍ ନମ୍ବରରେ ବଲିଉଡଠାରୁ ଓଲିଉଡ ପଛରେ". OdishaLIVE. 7 May 2018. Retrieved 27 August 2018.

ବାହାର ଆଧାରସମ୍ପାଦନ କରନ୍ତୁ