ଓ ମାଇଁ ଲଭ୍

୨୦୦୫ର ଓଡ଼ିଆ କଥାଚିତ୍ର

ଓ ମାଇଁ ଲଭ୍ ୨୦୦୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଭାଂସୁ ସାମନ୍ତରାୟ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]

ଓ ମାଇଁ ଲଭ୍
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକପ୍ରଭାଂସୁ ସାମନ୍ତରାୟ
ସଂଳାପସଞ୍ଜୟ ନାୟକ
ଚିତ୍ରନାଟ୍ୟସଞ୍ଜୟ ନାୟକ
କାହାଣୀସଞ୍ଜୟ ନାୟକ
କଳାକାରରାଜଦୀପ
ଅର୍ଚ୍ଚିତା ସାହୁ
ପିଣ୍ଟୁ ନନ୍ଦ
ହରିହର ମହାପାତ୍ର
କୁନା ତ୍ରିପାଠୀ
ବିଜୟ ମହାନ୍ତି
ତନ୍ଦ୍ରା ରାୟ
ସଙ୍ଗୀତମଳୟ ମିଶ୍ର
ଚିତ୍ରଗ୍ରହଣରଞ୍ଜନ
ସମ୍ପାଦକବିଶ୍ୱନାଥ ରାଓ
ମୁକ୍ତିଲାଭ ତାରିଖ
୨୦୦୫
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାଜଦୀପ ଏବଂ ଅର୍ଚ୍ଚିତା ସାହୁ ।[୩] ଅର୍ଚ୍ଚିତା ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୪][୫] ପିଣ୍ଟୁ ନନ୍ଦ, ହରିହର ମହାପାତ୍ର, କୁନା ତ୍ରିପାଠୀ, ବିଜୟ ମହାନ୍ତି, ପ୍ରେମାଞ୍ଜନ ପରିଡ଼ା, ତନ୍ଦ୍ରା ରାୟ, ଗ୍ଲୋରିଆ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର[୨] ବସନ୍ତରାଜ ସାମଲ, ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ ଆଦି ଗୀତିକାର ଏହି କଥାଚିତ୍ରଟିରେ ଗୀତ ରଚନା କରିଥିଲେ । ବିଭୁ କିଶୋର, ତପୁ ମିଶ୍ର, ଇରା ମହାନ୍ତି, ଶୈଳଭାମା ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ
1."ଧୀରେ ଧୀରେ" 
2."ଏଇ ବୋଧେ ପ୍ରେମ (ପୁରୁଷ)" 
3."ଏଇ ବୋଧେ ପ୍ରେମ (ନାରୀ)" 
4."ଝିଅକୁ ସଜେଇ ଦିଅ" 
5."ଓଃ ମାଇଁ ଲଭ୍ (ଦୁଃଖ)" 
6."ଓଃ ମାଇଁ ଲଭ୍ (ପୁରୁଷ)" 
7."ଟିପି ଟିପି ଚନ୍ଦନ‌କ" 
8."ତୁ ସିଲି ସିଲି ଗାର୍ଲ" 

ଆଧାର ସମ୍ପାଦନା

  1. "ଏହି ଓଲିଉଡ ନାୟିକାମାନଙ୍କର ପରଦା ଉପରେ କେହି ନାୟକ ନ ଥିଲେ". OdishaLIVE. 11 July 2018. Archived from the original on 13 August 2020. Retrieved 1 September 2018.
  2. ୨.୦ ୨.୧ "ପୁଣି ଯୋଡି ହେଲେ ଓଲିଉଡର ଏହି ଦୁଇ ସେଲିବ୍ରିଟି | Sambad". Sambad. 7 September 2018. Archived from the original on 22 October 2021. Retrieved 7 September 2018.
  3. "ବର୍ଷାଙ୍କୁ ମିଳିଛି ଏହି ହିରୋଙ୍କ ସାଥ୍‌ ,କିନ୍ତୁ ଅର୍ଚ୍ଚିତାଙ୍କୁ ମିଳି ନାହିଁ !". sambad.in. 22 April 2018. Retrieved 6 June 2018.
  4. "ଜାଣନ୍ତି କି ! ଅର୍ଚ୍ଚିତା ଓ ବର୍ଷା ଏଯାଏଁ କରି ନାହାନ୍ତି ଏହି କାମ | Sambad". Sambad (in Odia). Odisha. 6 May 2018. Archived from the original on 16 October 2018. Retrieved 6 October 2018.{{cite news}}: CS1 maint: unrecognized language (link)
  5. "ରିଲରେ ଦେବୀ ମା'ଙ୍କର ଶରଣାପନ୍ନ ହୋଇଥିଲେ ଅର୍ଚ୍ଚିତା". sambad.in. 8 May 2018. Retrieved 6 June 2018.
  6. ୬.୦ ୬.୧ "ଦୁଇଥର ଏକାଠି ଆସିଛନ୍ତି ଏହି ଦୁଇ ଓଲିଉଡ଼୍‍ ନାୟିକା". sambad.in. 1 April 2018. Retrieved 2 April 2018.
  7. "ଯଦି ଆପଣଙ୍କୁ ସିନେମା ଓ ଧାରାବାହିକ ଭିତରୁ ଗୋଟିଏକୁ ଚୟନ କରିବାକୁ ପଡ଼େ ତେବେ କେଉଁଟିକୁ ବାଛିବେ ? | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 21 January 2020. Archived from the original on 7 January 2022. Retrieved 7 January 2022.

ବାହାର ଆଧାର ସମ୍ପାଦନା