ଓଲେ ଓଲେ ଦିଲ୍ ବୋଲେ
ଓଲେ ଓଲେ ଦିଲ୍ ବୋଲେ, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୩][୪][୫][୬] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିଭୂତି ଭୂଷଣ ଷଡ଼ଙ୍ଗୀ ।[୭] ଡି. ନିରଞ୍ଜନ ରେଡ୍ଡୀ ଏହି କଥାଚିତ୍ରଟିର କାହାଣୀ ଏବଂ ସଂଳାପ ରଚନା କରିଥିଲେ । ଅନ୍ତର୍ଜାମୀ ସରଘରିଆ ନିରଞ୍ଜନଙ୍କ ସହ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । କୈଳାସ ମହାପାତ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୮][୯]
ଓଲେ ଓଲେ ଦିଲ୍ ବୋଲେ | |
---|---|
ନିର୍ଦ୍ଦେଶକ | କୈଳାସ ମହାପାତ୍ର |
ପ୍ରଯୋଜକ | ବିଭୂତି ଭୂଷଣ ଷଡ଼ଙ୍ଗୀ |
ସଂଳାପ | ଅନ୍ତର୍ଜାମୀ ସରଘରିଆ ଡି. ନିରଞ୍ଜନ ରେଡ୍ଡୀ |
ଚିତ୍ରନାଟ୍ୟ | କୈଳାସ ମହାପାତ୍ର |
କାହାଣୀ | ଡି. ନିରଞ୍ଜନ ରେଡ୍ଡୀ |
କଳାକାର | ଜ୍ୟୋତି ରଞ୍ଜନ ନାୟକ ଝିଲିକ୍ ଭଟ୍ଟାଚାର୍ଯ୍ୟ ସିଦ୍ଧାନ୍ତ ମହାପାତ୍ର |
ସଙ୍ଗୀତ | ପ୍ରେମ ଆନନ୍ଦ[୧] |
ଚିତ୍ରଗ୍ରହଣ | ଦୀପଙ୍କର ଜହ୍ନ |
ସମ୍ପାଦକ | ରାଜେଶ ନାୟକ |
ମୁକ୍ତିଲାଭ ତାରିଖ | ୧୩ ଅପ୍ରେଲ ୨୦୧୮[୨] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତିରଞ୍ଜନ ନାୟକ ଏବଂ ଝିଲିକ୍ ଭଟ୍ଟାଚାର୍ଯ୍ୟ ।[୧][୧୦] ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ଚୌଧୁରୀ ବିକାଶ ଦାସ, ହାଡ଼ୁ, ରାଜୀବ, ଗୁର, ପ୍ରଭାତୀ ସାହୁ, ପ୍ରିୟଙ୍କା, ପିୟୁଷ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୯][୧୧]
ଅଭିନୟ
ସମ୍ପାଦନା- ଜ୍ୟୋତିରଞ୍ଜନ ନାୟକ[୧୨]
- ଝିଲିକ୍ ଭଟ୍ଟାଚାର୍ଯ୍ୟ[୧୩][୧୪]
- ସିଦ୍ଧାନ୍ତ ମହାପାତ୍ର
- ମିହିର ଦାସ
- ଚୌଧୁରୀ ବିକାଶ ଦାସ
- ହାଡ଼ୁ
- ରାଜୀବ
- ଗୁର
- ପ୍ରଭାତୀ ସାହୁ
- ପ୍ରିୟଙ୍କା
- ପିୟୁଷ ମହାନ୍ତି
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ।[୧୧] ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ବସନ୍ତରାଜ ସାମଲ ଏବଂ ସୁବ୍ରତ ସ୍ୱାଇଁ ।[୧୫] ଦୀପ୍ତିରେଖା ପାଢ଼ୀ, ଉଦିତ ନାରାୟଣ, ଆଶୁତୋଷ, ଲୋପାମୁଦ୍ରା, ସବିଶେଷ, ଅନନ୍ୟା ଶ୍ରୀତମ ନନ୍ଦ, ବିଶ୍ୱଜିତ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧]
ଗୀତ
ସମ୍ପାଦନାକ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଓଲେ ଓଲେ ଦିଲ୍ ବୋଲେ" | ଉଦିତ ନାରାୟଣ, ଦୀପ୍ତିରେଖା ପାଢ଼ୀ | |
2. | "ନଥିଲା ତତେ ଜଣା" | ଉଦିତ ନାରାୟଣ, ଲୋପାମୁଦ୍ରା | |
3. | "ବୁଲା କୁକୁର" | ଆଶୁତୋଷ, ଦୀପ୍ତିରେଖା ପାଢ଼ୀ | |
4. | "ମୋ ଛାତିର ୱାଲ୍ପେପର୍" | ସବିଶେଷ, ଅନନ୍ୟା ଶ୍ରୀତମ ନନ୍ଦ | |
5. | "ଆଉ କାନ୍ଦେନା'ରେ ଆଖି" | ବିଶ୍ୱଜିତ ସାହୁ |
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Ole Ole Dil Bole All Song Mp3 Lyrics – Ole Ole Dil Bole Odia Movie Song - Jyoti,Jhillik". LyricsMaza. Archived from the original on 7 April 2018. Retrieved 2 April 2018.
- ↑ "ଗତ ଦୁଇ ମାସଭିତରେ ଓଲିଉଡରେ କ'ଣ ସବୁ ଘଟିଛି". sambad.in. 1 June 2018. Retrieved 6 June 2018.
- ↑ "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
- ↑ "ବଢ଼ୁଛି ଆକର୍ଷଣ , ନଅ ମାସରେ ୨୧ଟି ନୂଆ ଓଡ଼ିଆ ସିନେମା ଦେଖିଲେଣି ଦର୍ଶକ | Sambad". Sambad (in Odia). Odisha. 1 October 2018. Archived from the original on 4 November 2019. Retrieved 2 October 2018.
{{cite news}}
: CS1 maint: unrecognized language (link) - ↑ "ବର୍ଷର ପ୍ରଥମ ଆଠ ମାସରେ ଓଲିଉଡର ହାଲଚାଲ୍ ସଂପର୍କରେ ଜାଣିବାକୁ ଚାହାଁନ୍ତି କି ? | Sambad". Sambad. 4 September 2018. Archived from the original on 7 September 2018. Retrieved 4 September 2018.
- ↑ "୨୦ରେ 'ଯୋଗୀ', ୨୭ରେ 'ଶକ୍ତି'". sambad.in. 18 April 2018. Retrieved 6 June 2018.
- ↑ "ବିଭୂତିଙ୍କ ନୂଆ ଯୋଜନା". ସମାଜ (ରବିବାର). ୧୨ ଅଗଷ୍ଟ ୨୦୧୮. Archived from the original on 11 August 2018. Retrieved 11 August 2018.
{{cite news}}
: Check date values in:|date=
(help) - ↑ "ଚର୍ଚ୍ଚାରେ ଯୋଡ଼ି". ସମାଜ. 15 April 2018. Retrieved 15 April 2018.[permanent dead link]
- ↑ ୯.୦ ୯.୧ "ପ୍ରେମ ପାରିବାରିକ ଆବେଗ". ସମାଜ. 11 March 2018. Retrieved 12 March 2018.[permanent dead link]
- ↑ "ପ୍ୟାର ଅଲଗା ପ୍ରକାର". Dharitri.com (in odia). 1 November 2018. Archived from the original on 5 November 2018. Retrieved 1 December 2018.
{{cite news}}
: CS1 maint: unrecognized language (link) - ↑ ୧୧.୦ ୧୧.୧ "ବାଃ ଝିଲିକ୍". ସମାଜ ରବିବାର. 8 April 2018. Retrieved 12 April 2018.[permanent dead link]
- ↑ "ଏ ବର୍ଷ ଏହି ଓଲିଉଡ ନାୟକ ମାରିଲେ ବାଜି". Sambad. 30 December 2018. Archived from the original on 24 September 2020. Retrieved 4 January 2019.
- ↑ "ସବ୍ୟସାଚୀଙ୍କ ସହ କେବେ ଝିଲିକ୍". sambad.in. 11 May 2018. Retrieved 6 June 2018.
- ↑ "ଏମାନଙ୍କର ଏବର୍ଷ ଦୁଇଟି ଓଡ଼ିଆ ସିନେମା". Sambad. ଭୁବନେଶ୍ୱର. 31 December 2018. Archived from the original on 2 January 2019. Retrieved 4 January 2019.
- ↑ "Odia Movies List 2018". OdiaLive. Archived from the original on 25 January 2019. Retrieved 30 December 2018.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଓଲେ ଓଲେ ଦିଲ୍ ବୋଲେ