ଓଲେ ଓଲେ ଦିଲ୍ ବୋଲେ

୨୦୧୮ର ଓଡ଼ିଆ ଚଳଚ୍ଚିତ୍ର

ଓଲେ ଓଲେ ଦିଲ୍ ବୋଲେ, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୩][୪][୫][୬] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିଭୂତି ଭୂଷଣ ଷଡ଼ଙ୍ଗୀ ।[୭] ଡି. ନିରଞ୍ଜନ ରେଡ୍ଡୀ ଏହି କଥାଚିତ୍ରଟିର କାହାଣୀ ଏବଂ ସଂଳାପ ରଚନା କରିଥିଲେ । ଅନ୍ତର୍ଜାମୀ ସରଘରିଆ ନିରଞ୍ଜନଙ୍କ ସ‌ହ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । କୈଳାସ ମହାପାତ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୮][୯]

ଓଲେ ଓଲେ ଦିଲ୍ ବୋଲେ
ନିର୍ଦ୍ଦେଶକକୈଳାସ ମହାପାତ୍ର
ପ୍ରଯୋଜକବିଭୂତି ଭୂଷଣ ଷଡ଼ଙ୍ଗୀ
ସଂଳାପଅନ୍ତର୍ଜାମୀ ସରଘରିଆ
ଡି. ନିରଞ୍ଜନ ରେଡ୍ଡୀ
ଚିତ୍ରନାଟ୍ୟକୈଳାସ ମହାପାତ୍ର
କାହାଣୀଡି. ନିରଞ୍ଜନ ରେଡ୍ଡୀ
କଳାକାରଜ୍ୟୋତି ରଞ୍ଜନ ନାୟକ
ଝିଲିକ୍ ଭଟ୍ଟାଚାର୍ଯ୍ୟ
ସିଦ୍ଧାନ୍ତ ମହାପାତ୍ର
ସଙ୍ଗୀତପ୍ରେମ ଆନନ୍ଦ[୧]
ଚିତ୍ରଗ୍ରହଣଦୀପଙ୍କର ଜ‌ହ୍ନ
ସମ୍ପାଦକରାଜେଶ ନାୟକ
ମୁକ୍ତିଲାଭ ତାରିଖ
୧୩ ଅପ୍ରେଲ ୨୦୧୮[୨]
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତିରଞ୍ଜନ ନାୟକ ଏବଂ ଝିଲିକ୍ ଭଟ୍ଟାଚାର୍ଯ୍ୟ ।[୧][୧୦] ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ଚୌଧୁରୀ ବିକାଶ ଦାସ, ହାଡ଼ୁ, ରାଜୀବ, ଗୁର, ପ୍ରଭାତୀ ସାହୁ, ପ୍ରିୟଙ୍କା, ପିୟୁଷ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୯][୧୧]

ଅଭିନୟସମ୍ପାଦନ କରନ୍ତୁ

କାହାଣୀସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ[୧୧] ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ବସନ୍ତରାଜ ସାମଲ ଏବଂ ସୁବ୍ରତ ସ୍ୱାଇଁ[୧୫] ଦୀପ୍ତିରେଖା ପାଢ଼ୀ, ଉଦିତ ନାରାୟଣ, ଆଶୁତୋଷ, ଲୋପାମୁଦ୍ରା, ସବିଶେଷ, ଅନନ୍ୟା ଶ୍ରୀତମ ନନ୍ଦ, ବିଶ୍ୱଜିତ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧]

ଗୀତସମ୍ପାଦନ କରନ୍ତୁ

କ୍ରମଗୀତଗାୟକସମୟ
1."ଓଲେ ଓଲେ ଦିଲ୍ ବୋଲେ"ଉଦିତ ନାରାୟଣ, ଦୀପ୍ତିରେଖା ପାଢ଼ୀ 
2."ନଥିଲା ତ‌ତେ ଜଣା"ଉଦିତ ନାରାୟଣ, ଲୋପାମୁଦ୍ରା 
3."ବୁଲା କୁକୁର"ଆଶୁତୋଷ, ଦୀପ୍ତିରେଖା ପାଢ଼ୀ 
4."ମୋ ଛାତିର ୱାଲ୍‌ପେପର୍"ସବିଶେଷ, ଅନନ୍ୟା ଶ୍ରୀତମ ନନ୍ଦ 
5."ଆଉ କାନ୍ଦେନା'ରେ ଆଖି"ବିଶ୍ୱଜିତ ସାହୁ 

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ "Ole Ole Dil Bole All Song Mp3 Lyrics – Ole Ole Dil Bole Odia Movie Song - Jyoti,Jhillik". LyricsMaza. Retrieved 2 April 2018.
  2. "ଗତ ଦୁଇ ମାସଭିତରେ ଓଲିଉଡରେ କ'ଣ ସବୁ ଘଟିଛି". sambad.in. 1 June 2018. Retrieved 6 June 2018.
  3. "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 29 December 2018. Retrieved 29 December 2018.
  4. "ବଢ଼ୁଛି ଆକର୍ଷଣ , ନଅ ମାସରେ ୨୧ଟି ନୂଆ ଓଡ଼ିଆ ସିନେମା ଦେଖିଲେଣି ଦର୍ଶକ | Sambad". Sambad (in Odia). Odisha. 1 October 2018. Archived from the original on 2 October 2018. Retrieved 2 October 2018.{{cite news}}: CS1 maint: unrecognized language (link)
  5. "ବର୍ଷର ପ୍ରଥମ ଆଠ ମାସରେ ଓଲିଉଡର ହାଲଚାଲ୍‌ ସଂପର୍କରେ ଜାଣିବାକୁ ଚାହାଁନ୍ତି କି ? | Sambad". Sambad. 4 September 2018. Archived from the original on 4 September 2018. Retrieved 4 September 2018.
  6. "୨୦ରେ 'ଯୋଗୀ', ୨୭ରେ 'ଶକ୍ତି'". sambad.in. 18 April 2018. Retrieved 6 June 2018.
  7. "ବିଭୂତିଙ୍କ ନୂଆ ଯୋଜନା". ସମାଜ (ରବିବାର). ୧୨ ଅଗଷ୍ଟ ୨୦୧୮. Archived from the original on 11 August 2018. Retrieved 11 August 2018. {{cite news}}: Check date values in: |date= (help)
  8. "ଚର୍ଚ୍ଚାରେ ଯୋଡ଼ି". ସମାଜ. 15 April 2018. Retrieved 15 April 2018.
  9. ୯.୦ ୯.୧ "ପ୍ରେମ ପାରିବାରିକ ଆବେଗ". ସମାଜ. 11 March 2018. Retrieved 12 March 2018.
  10. "ପ୍ୟାର ଅଲଗା ପ୍ରକାର". Dharitri.com (in odia). 1 November 2018. Archived from the original on 1 December 2018. Retrieved 1 December 2018.{{cite news}}: CS1 maint: unrecognized language (link)
  11. ୧୧.୦ ୧୧.୧ "ବାଃ ଝିଲିକ୍". ସମାଜ ରବିବାର. 8 April 2018. Retrieved 12 April 2018.
  12. "ଏ ବର୍ଷ ଏହି ଓଲିଉଡ ନାୟକ ମାରିଲେ ବାଜି". Sambad. 30 December 2018. Archived from the original on 4 January 2019. Retrieved 4 January 2019.
  13. "ସବ୍ୟସାଚୀଙ୍କ ସହ କେବେ ଝିଲିକ୍‌". sambad.in. 11 May 2018. Retrieved 6 June 2018.
  14. "ଏମାନଙ୍କର ଏବର୍ଷ ଦୁଇଟି ଓଡ଼ିଆ ସିନେମା". Sambad. ଭୁବନେଶ୍ୱର. 31 December 2018. Archived from the original on 4 January 2019. Retrieved 4 January 2019.
  15. "Odia Movies List 2018". OdiaLive. Archived from the original on 30 December 2018. Retrieved 30 December 2018.

ବାହାର ଆଧାରସମ୍ପାଦନ କରନ୍ତୁ