ରାଘବ ପରିଡ଼ା

ଓଡ଼ିଆ ରାଜନୀତିଜ୍ଞ

ରାଘବ ପରିଡ଼ା ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୨ ଥର କାର୍ଯ୍ୟ କରିଛନ୍ତି । ୧୯୮୦ ଓ ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଆସିକା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ରାଘବ ପରିଡ଼ା
Raghab Parida.jpg
ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୯୦
ପୂର୍ବ ଅଧିକାରୀହରିହର ସ୍ୱାଇଁ
ପର ଅଧିକାରୀଦୁତୀକୃଷ୍ଣ ପଣ୍ଡା
ନିର୍ବାଚନ ମଣ୍ଡଳୀଆସିକା
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସରୋଜୀନି ପରିଡ଼ା
ବାପା/ବୋଉବଡ଼ ମାଗତି ପରିଡ଼ା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ ପରିବାର ଓ ଶିକ୍ଷାସମ୍ପାଦନ କରନ୍ତୁ

ରାଘବଙ୍କ ବାପାଙ୍କ ନାମ ବଡ଼ ମାଗତି ପରିଡ଼ା ଓ ପତ୍ନୀଙ୍କ ନାମ ସରୋଜୀନି ପରିଡ଼ା ।[୨]

ରାଜନୈତିକ ଜୀବନସମ୍ପାଦନ କରନ୍ତୁ

ରାଘବ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୨ ଥର କାର୍ଯ୍ୟ କରିଛନ୍ତି ।[୨] ଓଡ଼ିଶା ବିଧାନ ସଭାରେ ସେ ଜଣେ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୩]

ଆଧାରସମ୍ପାଦନ କରନ୍ତୁ

  1. "ଆସିକା ବିଧାନ ସଭା କ୍ଷେତ୍ରରୁ କଂଗ୍ରେସର ଜଣେ ବିଧାୟିକା - Dharitri". ଧରିତ୍ରୀ (in ଇଂରାଜୀ). Dailyhunt. 11 February 2020. Retrieved 21 December 2020.
  2. ୨.୦ ୨.୧ "Shri Raghab Parida". odishaassembly.nic.in. Odisha Assembly. Retrieved 21 December 2020.
  3. "ହିଞ୍ଜିଳିରେ ୨୫ କୋଟି ବାଣ୍ଟିଛି ବିଜେଡି". ଧରିତ୍ରୀ. 20 April 2019. Archived from the original on 21 December 2020. Retrieved 21 December 2020.