ହରିହର ଦାସ (୧୯୧୩ ଜନ୍ମ)

ଓଡ଼ିଆ ରାଜନୀତିଜ୍ଞ

ହରିହର ଦାସ (୧୫ ଜାନୁଆରୀ ୧୯୧୩ - ୨ ମଇ ୧୯୯୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୪ ଥର କାର୍ଯ୍ୟ କରିଥିଲେ । ୧୯୫୨, ୧୯୫୭, ୧୯୬୭ ଓ ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଆସିକା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୨ୟ, ୪ର୍ଥ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ହରିହର ଦାସ
Harihar Das.jpg
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ପୂର୍ବ ଅଧିକାରୀକୃଷ୍ଣଚନ୍ଦ୍ର ତ୍ରିପାଠୀ
ପର ଅଧିକାରୀହରିହର ସ୍ୱାଇଁ
ନିର୍ବାଚନ ମଣ୍ଡଳୀଆସିକା
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପୂର୍ବ ଅଧିକାରୀକୃଷ୍ଣଚନ୍ଦ୍ର ତ୍ରିପାଠୀ
ପର ଅଧିକାରୀଲୋକନାଥ ମିଶ୍ର
ନିର୍ବାଚନ ମଣ୍ଡଳୀଆସିକା
ବିଧାୟକ: ୧ମ, ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୬୧
ପର ଅଧିକାରୀଲୋକନାଥ ମିଶ୍ର
ନିର୍ବାଚନ ମଣ୍ଡଳୀଆସିକା
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୫ ଜାନୁଆରୀ ୧୯୧୩(1913-01-15)
ମୃତ୍ୟୁ୨ ମଇ ୧୯୯୪(1994-05-02) (ବୟସ ୮୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ କମ୍ୟୁନିଷ୍ଟ ପାର୍ଟି
ଜୀବନ ସାଥୀଶକୁନ୍ତଳା ଦାସ
ବାପା/ବୋଉନୀଳକଣ୍ଠ ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ ପରିବାର ଓ ଶିକ୍ଷାସମ୍ପାଦନ କରନ୍ତୁ

ହରିହର ୧୯୧୩ ମସିହାର ଜାନୁଆରୀ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନୀଳକଣ୍ଠ ଦାସ ଓ ପତ୍ନୀଙ୍କ ନାମ ଶକୁନ୍ତଳା ଦାସ ।[୧]

ରାଜନୈତିକ ଜୀବନସମ୍ପାଦନ କରନ୍ତୁ

ହରିହର ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜନେତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀସମ୍ପାଦନ କରନ୍ତୁ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୫୨ ୧୯୫୭ ସଭ, ୧ମ ଓଡ଼ିଶା ବିଧାନ ସଭା ଆସିକା ଭାରତୀୟ କମ୍ୟୁନିଷ୍ଟ ପାର୍ଟି
୧୯୫୭ ୨୦୦୪ ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା ଆସିକା ଭାରତୀୟ କମ୍ୟୁନିଷ୍ଟ ପାର୍ଟି
୧୯୭୪ ୧୯୬୭ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା ଆସିକା ଭାରତୀୟ କମ୍ୟୁନିଷ୍ଟ ପାର୍ଟି
୧୯୬୭ ୨୦୧୯ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା ଆସିକା ଭାରତୀୟ କମ୍ୟୁନିଷ୍ଟ ପାର୍ଟି

ମୃତ୍ୟୁସମ୍ପାଦନ କରନ୍ତୁ

ହରିହର ୧୯୯୪ ମସିହାର ମଇ ୨ ତାରିଖରେ ୮୧ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ "Shri Harihar Das". odishaassembly.nic.in. Odisha Assembly. Retrieved 24 December 2020.