ଆମ ଘର ଆମ ସଂସାର

୧୯୯୧ର ଓଡ଼ିଆ କଥାଚିତ୍ର

ଆମ ଘର ଆମ ସଂସାର, ୧୯୯୧ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଶୋକ କୁମାର ଲେଙ୍କା, ଶୈଳବାଳା ଲେଙ୍କା ଓ ଜ୍ଞାନ ପଟ୍ଟନାୟକ । ଶୀର୍ଷାନନ୍ଦ ଦାସ କାନୁ୍ନ୍‌ଗୋ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ରବି କିନାଗୀ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]

ଆମ ଘର ଆମ ସଂସାର
ନିର୍ଦ୍ଦେଶକରବି କିନାଗୀ
ପ୍ରଯୋଜକଅଶୋକ କୁମାର ଲେଙ୍କା
ଶୈଳବାଳା ଲେଙ୍କା
ଜ୍ଞାନ ପଟ୍ଟନାୟକ
ସଂଳାପଶୀର୍ଷାନନ୍ଦ ଦାସ କାନୁନ୍‌ଗୋ
ଚିତ୍ରନାଟ୍ୟରବି କିନାଗୀ
କାହାଣୀରବି କିନାଗୀ
କଳାକାରଉତ୍ତମ ମହାନ୍ତି
ପ୍ରାଜକ୍ତା କୁଲ୍‌କରଣୀ
ବିଜୟ ମହାନ୍ତି
ସୁଜାତା ଆନନ୍ଦ
ଦେବୁ ବୋଷ
ହର ପଟ୍ଟନାୟକ
ଦୁଃଖିରାମ ସ୍ୱାଇଁ
ସଙ୍ଗୀତଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣରଞ୍ଜନ କିନାଗୀ
ସମ୍ପାଦକଦେବେନ ମିଶ୍ର
ମୁକ୍ତିଲାଭ ତାରିଖ
୬ ଜୁନ ୧୯୯୧
ଦେଶ ଭାରତ
ଭାଷାଓଡ଼ିଆ

ଉତ୍ତମ ମହାନ୍ତି, ପ୍ରାଜକ୍ତା କୁଲ୍‌କରଣୀ, ବିଜୟ ମହାନ୍ତି, ଅଜିତ ଦାସ, ସୁଜାତା ଆନନ୍ଦ, ଦେବୁ ବୋଷ, ନିହାରୀକା ସାହୁ, ହର ପଟ୍ଟନାୟକ, ଦୁଃଖିରାମ ସ୍ୱାଇଁ, ଇସା ବେବର୍ତ୍ତ, ରୁନୁ ପରିଜା, ଗୋପା ବିଶ୍ୱାସ, ସୁମନ ମିଶ୍ର, ନିତ୍ୟାନନ୍ଦ ମିଶ୍ର, ସୁରେଶ ବଳ, ଅନଙ୍ଗ ଦ୍ୱିବେଦୀ, ମହେନ୍ଦ୍ର ମୁଦୁଲି, ରାଇମୋହନ ପରିଡ଼ା, ବିନାୟକ ମିଶ୍ର, ଅନ୍ତର୍ଜାମୀ ପଣ୍ଡା, ବିନୋଦ ରାଉତ, କେଶବ ରାଉତ, କାଳୀ ପ୍ରସାଦ ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ବ୍ରଜ ବେହେରା, ସାଗର ତ୍ରିପାଠୀ, ଜୟମାଧବ, ରମାକାନ୍ତ, ଅଭୟ ବେହେରା, ସୁବ୍ରତ ଦାସ, ଜ୍ୟୋତି, ମମତା, ବିଜୟ ଲକ୍ଷ୍ମୀ, ମିଲି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି[୧] ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ଅକ୍ଷୟ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟିରେ ଗୀତ ରଚନା କରିଥିଲେ । କବିତା କ୍ରୀଷ୍ଣମୂର୍ତ୍ତୀ, ଉଦିତ ନାରାୟଣ, ଅନୁରାଧା ପୌଡ଼ୱାଲ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ
1."ମୁଁ ଏକା ତୁମେ ଏକା"୦୪:୧୪
2."ଧାଇଁ ଗିଡ଼ି ଗିଡ଼ି"୦୩:୩୫
3."ଏଇ ଆମ ସଂସାର"୦୬:୧୯
4."ସୁନ୍ଦରୀ ହସ ହସ"୦୩:୩୫
5."ଆଗେ ଆଗେ ତୁ"୦୪:୩୭
6."ବୋଲ୍ ବମ୍"୦୫:୭୫

ଆଧାର ସମ୍ପାଦନା

  1. ୧.୦ ୧.୧ "ସଙ୍ଗୀତକାର ଅକ୍ଷୟ ମହାନ୍ତି ଏବଂ ଓଡ଼ିଆ ସିନେ ନିର୍ଦ୍ଦେଶକ". sambad.in. 12 October 2017. Retrieved 11 July 2018.
  2. "ଓଲିଉଡରେ ଏକା ନାମରେ ଅଛନ୍ତି ଏ ଦୁଇ ଅଭିନେତ୍ରୀ | Sambad". Sambad. 24 November 2017. Archived from the original on 15 August 2018. Retrieved 24 August 2018.

ବାହାର ଆଧାର ସମ୍ପାଦନା