ଆଇ ଲଭ୍ ୟୁ

୨୦୦୪ର ଓଡ଼ିଆ କଥାଚିତ୍ର

ଆଇ ଲଭ୍ ୟୁ, ୨୦୦୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧][୩] ସଞ୍ଜୟ ନାୟକ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ ।[୧] ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ହର ପଟ୍ଟନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]

ଆଇ ଲଭ୍ ୟୁ
ନିର୍ଦ୍ଦେଶକହର ପଟ୍ଟନାୟକ
ପ୍ରଯୋଜକସଞ୍ଜୟ ନାୟକ
ସଂଳାପସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟହର ପଟ୍ଟନାୟକ
କାହାଣୀସଞ୍ଜୟ ନାୟକ
କଳାକାରଅନୁଭବ ମହାନ୍ତି
ନମ୍ରତା ଥାପା
ବିଜୟ ମହାନ୍ତି
ଅନିତା ଦାସ
ପିଣ୍ଟୁ ନନ୍ଦ
ହର ପଟ୍ଟନାୟକ
ତନ୍ଦ୍ରା ରାୟ
ସଙ୍ଗୀତସ୍ୱରୂପ ନାୟକ
ଚିତ୍ରଗ୍ରହଣନିରଞ୍ଜନ ଦାସ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୧୧ ଜାନୁଆରୀ ୨୦୦୪[୧]
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚ୨୮ ଲକ୍ଷ[୨]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି[୪] ଏବଂ ନମ୍ରତା ଥାପା ।[୫] ଉଭୟ ଅନୁଭବ ଏବଂ ନମ୍ରତା ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୨][୬] ବିଜୟ ମହାନ୍ତି, ଅନିତା ଦାସ, ପିଣ୍ଟୁ ନନ୍ଦ, ହର ପଟ୍ଟନାୟକ, ତନ୍ଦ୍ରା ରାୟ, ନିହାରିକା ସାହୁ, କାନ୍ତ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]

ଏହି ଚଳଚ୍ଚିତ୍ରଟିର ୨ୟ ଭାଗ ଆଇ ଲଭ୍ ୟୁ ୨ ଭାବରେ ନାୟକ ଜ୍ୟୋତି ରଞ୍ଜନ ନାୟକ ଏବଂ ନାୟିକା ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କୁ ନେଇ ସଞ୍ଜୟ ନାୟକ ନିର୍ମାଣ କରୁଛନ୍ତି ।[୫]

ଅଭିନୟସମ୍ପାଦନ କରନ୍ତୁ

କାହାଣୀସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ସ୍ୱରୂପ ନାୟକ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଗୀତ ରଚନା କରିଥିଲେ । କୁମାର ବାପି, ତପୁ ମିଶ୍ର, ଇରା ମହାନ୍ତି, ଟି. ସୌରୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର କଣ୍ଠଦାନ କରିଥିଲେ ।

ଗୀତସମ୍ପାଦନ କରନ୍ତୁ

କ୍ରମଗୀତସମୟ
1."ବଜାନା ବଂଶୀ" 
2."ଆଇ ଲଭ୍ ‌ୟୁ (ସାମୂହିକ)" 
3."ଆଇ ଲଭ୍ ୟୁ" 
4."ଜୀବନ ସାତସୁରେ" 
5."ଯୋଉ ଝିଅ ପାଇଁ" 
6."ମିତରେ ମିତ" 
7."ଭଲ ପାଇବାଟା ପାପ ଯଦି ହୁଏ" 
8."ଭଲ ପାଇବାଟା ପାପ ନୁହେଁ" 

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 August 2018. Retrieved 27 August 2018.
  2. ୨.୦ ୨.୧ ୨.୨ ୨.୩ "କେମିତି ଓଲିଉଡରେ ଏଣ୍ଟ୍ରି କରିଥିଲେ ସୁପରଷ୍ଟାର ଅନୁଭବ?". Odisha.Iive. 17 January 2018. Retrieved 17 April 2018.
  3. "ଅପକମିଂ ଓଡ଼ିଆ ସିନେମା 'ଲଭ ଏକ୍ସପ୍ରେସ୍' ବିଷୟରେ କିଛି ରୋଚକ ତଥ୍ୟ". OdishaLIVE (in Odia). ଓଡ଼ିଶା. 30 July 2018. Archived from the original on 8 September 2018. Retrieved 8 September 2018.{{cite news}}: CS1 maint: unrecognized language (link)
  4. "ଟଲିଉଡର ଏହି ସୁପରଷ୍ଟାରଙ୍କୁ ପରାଜିତ କରିଥିଲେ ଅନୁଭବ, ଏହାପରେ ଆଉ ଓଡ଼ିଆ ସିନେମାରେ ମୁହଁ ଦେଖାଇ ନଥିଲେ ସୁପରଷ୍ଟାର | Sambad". Sambad. 18 August 2018. Archived from the original on 31 August 2018. Retrieved 31 August 2018.
  5. ୫.୦ ୫.୧ "କେବେ ପରଦାକୁ ଆସିବ ପୁଣି ସମ୍ବିତ୍‌-ଝିଲିକଙ୍କ ରୋମାନସ୍‌?". sambad.in. 7 May 2018. Retrieved 6 June 2018.
  6. "ଅଟକିଛି ଅନୁଭବଙ୍କ ସିନେମା!". Sambad (in Odia). Odisha. 4 October 2018. Archived from the original on 6 October 2018. Retrieved 6 October 2018.{{cite news}}: CS1 maint: unrecognized language (link)
  7. "ଲେଉଟିଲେ ନମ୍ରତା , ଯାହାଙ୍କ ପାଇଁ ବସୁଧା ଚିରି ଆସିଲେ ନାୟକ". Sambad (in Odia). Odisha. 16 January 2019. Archived from the original on 27 October 2022. Retrieved 22 January 2019.{{cite news}}: CS1 maint: unrecognized language (link)
  8. "ଆଇଟମ୍ ନମ୍ବରରେ ବଲିଉଡଠାରୁ ଓଲିଉଡ ପଛରେ". OdishaLIVE. 7 May 2018. Retrieved 27 August 2018.
  9. "ଲେଉଟିଲେ ନମ୍ରତା , ଯାହାଙ୍କ ପାଇଁ ବସୁଧା ଚିରି ଆସିଲେ ନାୟକ". Sambad (in Odia). Odisha. 16 January 2019. Archived from the original on 22 January 2019. Retrieved 22 January 2019.{{cite news}}: CS1 maint: unrecognized language (link)
  10. "ଓଲିଉଡରେ ଏକା ନାମରେ ଅଛନ୍ତି ଏ ଦୁଇ ଅଭିନେତ୍ରୀ | Sambad". Sambad. 24 November 2017. Archived from the original on 24 August 2018. Retrieved 24 August 2018.

ବାହାର ଆଧାରସମ୍ପାଦନ କରନ୍ତୁ