ଆଇ ଲଭ୍ ୟୁ
ଆଇ ଲଭ୍ ୟୁ, ୨୦୦୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧][୩] ସଞ୍ଜୟ ନାୟକ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ ।[୧] ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ହର ପଟ୍ଟନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨][୪]
ଆଇ ଲଭ୍ ୟୁ | |
---|---|
ନିର୍ଦ୍ଦେଶକ | ହର ପଟ୍ଟନାୟକ |
ପ୍ରଯୋଜକ | ସଞ୍ଜୟ ନାୟକ |
ସଂଳାପ | ସୁବୋଧ ପଟ୍ଟନାୟକ |
ଚିତ୍ରନାଟ୍ୟ | ହର ପଟ୍ଟନାୟକ |
କାହାଣୀ | ସଞ୍ଜୟ ନାୟକ |
କଳାକାର | ଅନୁଭବ ମହାନ୍ତି ନମ୍ରତା ଥାପା ବିଜୟ ମହାନ୍ତି ଅନିତା ଦାସ ପିଣ୍ଟୁ ନନ୍ଦ ହର ପଟ୍ଟନାୟକ ତନ୍ଦ୍ରା ରାୟ |
ସଙ୍ଗୀତ | ସ୍ୱରୂପ ନାୟକ |
ଚିତ୍ରଗ୍ରହଣ | ନିରଞ୍ଜନ ଦାସ |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୧୧ ଜାନୁଆରୀ ୨୦୦୪[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୨୮ ଲକ୍ଷ[୨] |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି[୫] ଏବଂ ନମ୍ରତା ଥାପା ।[୬] ଉଭୟ ଅନୁଭବ ଏବଂ ନମ୍ରତା ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୨][୭] ବିଜୟ ମହାନ୍ତି, ଅନିତା ଦାସ, ପିଣ୍ଟୁ ନନ୍ଦ, ହର ପଟ୍ଟନାୟକ, ତନ୍ଦ୍ରା ରାୟ, ନିହାରିକା ସାହୁ, କାନ୍ତ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]
ଏହି ଚଳଚ୍ଚିତ୍ରଟିର ୨ୟ ଭାଗ ଆଇ ଲଭ୍ ୟୁ ୨ ଭାବରେ ନାୟକ ଜ୍ୟୋତି ରଞ୍ଜନ ନାୟକ ଏବଂ ନାୟିକା ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କୁ ନେଇ ସଞ୍ଜୟ ନାୟକ ନିର୍ମାଣ କରୁଛନ୍ତି ।[୬]
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାସ୍ୱରୂପ ନାୟକ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଗୀତ ରଚନା କରିଥିଲେ । କୁମାର ବାପି, ତପୁ ମିଶ୍ର, ଇରା ମହାନ୍ତି, ଟି. ସୌରୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ବଜାନା ବଂଶୀ" | |
2. | "ଆଇ ଲଭ୍ ୟୁ (ସାମୂହିକ)" | |
3. | "ଆଇ ଲଭ୍ ୟୁ" | |
4. | "ଜୀବନ ସାତସୁରେ" | |
5. | "ଯୋଉ ଝିଅ ପାଇଁ" | |
6. | "ମିତରେ ମିତ" | |
7. | "ଭଲ ପାଇବାଟା ପାପ ଯଦି ହୁଏ" | |
8. | "ଭଲ ପାଇବାଟା ପାପ ନୁହେଁ" |
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 March 2020. Retrieved 27 August 2018.
- ↑ ୨.୦ ୨.୧ ୨.୨ ୨.୩ "କେମିତି ଓଲିଉଡରେ ଏଣ୍ଟ୍ରି କରିଥିଲେ ସୁପରଷ୍ଟାର ଅନୁଭବ?". Odisha.Iive. 17 January 2018. Retrieved 17 April 2018.
- ↑ "ଅପକମିଂ ଓଡ଼ିଆ ସିନେମା 'ଲଭ ଏକ୍ସପ୍ରେସ୍' ବିଷୟରେ କିଛି ରୋଚକ ତଥ୍ୟ". OdishaLIVE (in Odia). ଓଡ଼ିଶା. 30 July 2018. Archived from the original on 28 October 2020. Retrieved 8 September 2018.
{{cite news}}
: CS1 maint: unrecognized language (link) - ↑ "ଦୁଇଟିରେ ଅନୁଭବଙ୍କ ସାଥ୍ ପାଇଛନ୍ତି ନମ୍ରତା". ନିର୍ଭୟ. 29 August 2022. p. 10. Archived from the original on 25 September 2023. Retrieved 25 September 2023.
- ↑ "ଟଲିଉଡର ଏହି ସୁପରଷ୍ଟାରଙ୍କୁ ପରାଜିତ କରିଥିଲେ ଅନୁଭବ, ଏହାପରେ ଆଉ ଓଡ଼ିଆ ସିନେମାରେ ମୁହଁ ଦେଖାଇ ନଥିଲେ ସୁପରଷ୍ଟାର | Sambad". Sambad. 18 August 2018. Archived from the original on 24 August 2018. Retrieved 31 August 2018.
- ↑ ୬.୦ ୬.୧ "କେବେ ପରଦାକୁ ଆସିବ ପୁଣି ସମ୍ବିତ୍-ଝିଲିକଙ୍କ ରୋମାନସ୍?". sambad.in. 7 May 2018. Retrieved 6 June 2018.
- ↑ "ଅଟକିଛି ଅନୁଭବଙ୍କ ସିନେମା!". Sambad (in Odia). Odisha. 4 October 2018. Archived from the original on 6 October 2018. Retrieved 6 October 2018.
{{cite news}}
: CS1 maint: unrecognized language (link) - ↑ "ଲେଉଟିଲେ ନମ୍ରତା , ଯାହାଙ୍କ ପାଇଁ ବସୁଧା ଚିରି ଆସିଲେ ନାୟକ". Sambad (in Odia). Odisha. 16 January 2019. Archived from the original on 27 October 2022. Retrieved 22 January 2019.
{{cite news}}
: CS1 maint: unrecognized language (link) - ↑ "ଆଇଟମ୍ ନମ୍ବରରେ ବଲିଉଡଠାରୁ ଓଲିଉଡ ପଛରେ". OdishaLIVE. 7 May 2018. Retrieved 27 August 2018.
- ↑ "ଲେଉଟିଲେ ନମ୍ରତା , ଯାହାଙ୍କ ପାଇଁ ବସୁଧା ଚିରି ଆସିଲେ ନାୟକ". Sambad (in Odia). Odisha. 16 January 2019. Archived from the original on 27 October 2022. Retrieved 22 January 2019.
{{cite news}}
: CS1 maint: unrecognized language (link) - ↑ "ଓଲିଉଡରେ ଏକା ନାମରେ ଅଛନ୍ତି ଏ ଦୁଇ ଅଭିନେତ୍ରୀ | Sambad". Sambad. 24 November 2017. Archived from the original on 15 August 2018. Retrieved 24 August 2018.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଆଇ ଲଭ୍ ୟୁ