ଚକ୍‌ଲେଟ୍‌

୨୦୧୧ର ଓଡ଼ିଆ କଥାଚିତ୍ର

ଚକ୍‌ଲେଟ୍, ୨୦୧୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କୁଶ ରଞ୍ଜନ ପଟ୍ଟନାୟକ । ସୁଶାନ୍ତ ମଣି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨][୩]

ଚକ୍‌ଲେଟ୍‌
ନିର୍ଦ୍ଦେଶକସୁଶାନ୍ତ ମଣି
ପ୍ରଯୋଜକକୁଶ ରଞ୍ଜନ ପଟ୍ଟନାୟକ
କଳାକାରବାବୁସାନ
ଅର୍ଚ୍ଚିତା
ଅପରାଜିତା
ସମରେଶ
ମୁକ୍ତିଲାଭ ତାରିଖ
ଅଗଷ୍ଟ ୨୦୧୧[୧]
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ଓ ଅର୍ଚ୍ଚିତା ।[୪] ଅପରାଜିତା ମହାନ୍ତି, ସମରେଶ ରାଉତରାୟ, ହରିହର ମହାପାତ୍ର, ବିଦୁସ୍ମିତା, ଅଙ୍କିତା ଭୌମିକ, ପ୍ରଦ୍ୟୁମ୍ନ ଲେଙ୍କା ଆଦି କଳାକାମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନ କରନ୍ତୁ

ଓଡ଼ିଆ କଥାଚିତ୍ର ‘ଚକ୍‌ଲେଟ୍‌’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର ସମ୍ପାଦନ କରନ୍ତୁ

  1. incredibleorissa.com
  2. "Orissa: Babusan, Arachita starrer movie CHOCOLATE to be release on August 4, Orissa Entertainment News". orissadiary.com. Retrieved 16 November 2012. Falcon Movies going to present their second venture CHOCOLATE
  3. movies.fullorissa.com
  4. "ଆଜି ରିଲିଜ୍‌: 'ଅଜବ ସଂଜୁର ଗଜବ ଲଭ୍‌'". Sambad (in Odia). Bhuabneswar. 13 January 2019. Archived from the original on 13 January 2019. Retrieved 13 January 2019.{{cite news}}: CS1 maint: unrecognized language (link)
  5. "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍‍ ରୋଲ୍‌". sambad.in. 24 April 2018. Retrieved 6 June 2018.
  6. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.

ଅଧିକ ତଥ୍ୟ ସମ୍ପାଦନ କରନ୍ତୁ