ପାଟଣାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ
(Patnagarh Assembly constituencyରୁ ଲେଉଟି ଆସିଛି)

ପାଟଣାଗଡ଼ (କ୍ରମିକ ସଂଖ୍ୟା: ୬୭) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[]
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପାଟଣାଗଡ଼ (ବି), ପାଟଣାଗଡ଼ ବ୍ଳକ, ଖପ୍ରାଖୋଲ ବ୍ଳକ ଓ ବେଲପଡ଼ା ବ୍ଳକ ।[][]
ଗତ ୨୦୨୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ କନକ ବର୍ଦ୍ଧନ ସିଂହ ଦେଓ ବିଜୁ ଜନତା ଦଳ ପ୍ରାର୍ଥି ସରୋଜ କୁମାର ମେହେରଙ୍କ ଠାରୁ ୧,୩୫୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ପାଟଣାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ
ବିଧାୟକ : କନକ ବର୍ଦ୍ଧନ ସିଂହଦେଓ (ଭାଜପା) (୨୦୨୪)
ଆରକ୍ଷଣ: ସାଧାରଣ
ମତଦାତା ସଂଖ୍ୟା (୨୦୨୪): ୩,୦୨,୩୦୪
ଜିଲ୍ଲା: ବଲାଙ୍ଗୀର
ଲୋକସଭା ଆସନ: ବଲାଙ୍ଗୀର
ପଞ୍ଚାୟତ ସମିତି:
ବିଜ୍ଞାପିତ ଅଞ୍ଚଳ ପରିଷଦ:

ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ କନକ ବର୍ଦ୍ଧନ ସିଂହ ଦେଓ ବିଜୁ ଜନତା ଦଳ ପ୍ରାର୍ଥିନୀ ପ୍ରକୃତି ଦେବୀ ସିଂହଦେଓଙ୍କଠାରୁ ୧୩୬୫୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[]

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ କନକ ବର୍ଦ୍ଧନ ସିଂହ ଦେଓ, ବିଜୁ ଜନତା ଦଳ ପ୍ରାର୍ଥୀ ପୃକୃତି ଦେବୀ ସିଂହ ଦେଓଙ୍କଠାରୁ ୧୯,୩୮୨ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[]

୨୦୦୯ ନିର୍ବାଚନ ଫଳାଫଳ

ସମ୍ପାଦନା
୨୦୦୯ ବିଧାନ ସଭା ନିର୍ବାଚନ, ପାଟଣାଗଡ଼ []
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ଭାଜପା କନକ ବର୍ଦ୍ଧନ ସିଂହ ଦେଓ ୬୩,୯୯୬ ୪୦.୩୧ -
ବିଜଦ ପ୍ରକୃତି ଦେବୀ ସିଂହ ଦେଓ ୪୪,୬୧୪ ୨୮.୧୦ -
କଂଗ୍ରେସ ବିବେକାନନ୍ଦ ମେହେର ୩୮,୩୫୦ ୪,୫୯୩ -
ସମୃଦ୍ଧ ଓଡ଼ିଶା ବସନ୍ତ ମାଝି ୪,୫୯୩ ୪,୫୯୩ -
କୋଶଳ କ୍ରାନ୍ତି ଦଳ ବୈଦ୍ୟନାଥ ମିଶ୍ର ୨,୨୮୪ ୧.୪୪ -
ସ୍ୱାଧୀନ ମୋହନ ସୁନ୍ଦର ମେହେର ୧,୭୮୭ ୧.୧୩ -
ସ୍ୱାଧୀନ ଜୟ ସୁଦାନ ବରିହା ୧,୭୬୧ ୧.୧୧ -
ରିସୋପା ରଞ୍ଜିତ ସିଂହ ବାବୁ ୧,୩୮୪ ୦.୮୭ -
ଭୋଟ ବ୍ୟବଧାନ ୧୯,୩୮୨ ୧୨.୨୧* -
ମତଦାନ ହାର ୧,୫୮,୮୨୬ ୬୭.୪୨ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

ସମ୍ପାଦନା

୧୯୫୧ରୁ ୨୦୧ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[] [][]

  1. "Patnagarh Assembly Election 2009, Orissa". empoweringindia.org. Archived from the original on 17 March 2014. Retrieved 11 June 2013. Constituency: Patnagarh (67) District : Bolangir
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 19382
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 108-Patnagarh Constituency of ORISSA". eci.nic.in. 2006. Retrieved 11 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf