ରମେଶ ଚନ୍ଦ୍ର ସିଂହ ଭୋଇ

ଓଡ଼ିଆ ରାଜନୀତିଜ୍ଞ

ରମେଶ ଚନ୍ଦ୍ର ସିଂହ ଭୋଇ (୧୪ ନଭେମ୍ବର ୧୯୨୦ - ୨୩ ନଭେମ୍ବର ୨୦୦୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଛଅ ଥର କାର୍ଯ୍ୟ କରିଥିଲେ । ୧୯୫୨, ୧୯୫୭, ୧୯୬୧, ୧୯୬୭, ୧୯୭୧ ଓ ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସଇଁତଳା, ପାଟଣାଗଡ଼, ବଲାଙ୍ଗୀରଟିଟଲାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୨ୟ, ୩ୟ, ୪ର୍ଥ, ୫ମ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ରମେଶ ଚନ୍ଦ୍ର ସିଂହ ଭୋଇ
Ramesh Chandra Singh Bhoi.jpg
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୫
ନିର୍ବାଚନ ମଣ୍ଡଳୀସଇଁତଳା
ବିଧାୟକ: ୪ର୍ଥ, ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୩
ନିର୍ବାଚନ ମଣ୍ଡଳୀସଇଁତଳା
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ପୂର୍ବ ଅଧିକାରୀଆଶାରାମ ଭୋଇ, ଅଇଁଠୁ ସାହୁ
ପର ଅଧିକାରୀଅଇଣ୍ଠୁ ସାହୁ
ନିର୍ବାଚନ ମଣ୍ଡଳୀପାଟଣାଗଡ଼
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀନନ୍ଦକିଶୋର ମିଶ୍ର, ଅଚ୍ୟୁତ ମହାନନ୍ଦ
ପର ଅଧିକାରୀଚନ୍ଦ୍ର ଶେଖର ସିଂ
ନିର୍ବାଚନ ମଣ୍ଡଳୀବଲାଙ୍ଗୀର
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ପର ଅଧିକାରୀରାଜେନ୍ଦ୍ର ନାରାୟଣ ସିଂହ ଦେଓ, ଅଚ୍ୟୁତାନନ୍ଦ ମହାନନ୍ଦ
ନିର୍ବାଚନ ମଣ୍ଡଳୀଟିଟଲାଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1920-10-14)୧୪ ଅକ୍ଟୋବର ୧୯୨୦
ମୃତ୍ୟୁ୨୩ ନଭେମ୍ବର ୨୦୦୨(2002-11-23) (ବୟସ ୮୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ସ୍ୱତନ୍ତ୍ର ପାର୍ଟି, ଗଣତନ୍ତ୍ର ପରିଷଦ
ଜୀବନ ସାଥୀଭାନୁମତି ଦେବୀ
ବାପା/ବୋଉଦେବର୍ଚ୍ଚନ ସିଂହ ଭୋଇ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷାସମ୍ପାଦନ କରନ୍ତୁ

ରମେଶ ଚନ୍ଦ୍ର ସିଂହ ଭୋଇ ୧୯୨୦ ମସିହାର ନଭେମ୍ବର ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦେବର୍ଚ୍ଚନ ସିଂହ ଭୋଇ ଓ ପତ୍ନୀଙ୍କ ନାମ ଭାନୁମତି ଦେବୀ ।[୧]

ରାଜନୈତିକ ଜୀବନସମ୍ପାଦନ କରନ୍ତୁ

ରମେଶ ଚନ୍ଦ୍ର ସିଂହ ଭୋଇ ଓଡ଼ିଶା ରାଜନୀତିରେ ପ୍ରଥମେ ଗଣତନ୍ତ୍ର ପରିଷଦ, ସ୍ୱତନ୍ତ୍ର ପାର୍ଟିରେ ଓ ପରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଛଅ ଥର କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀସମ୍ପାଦନ କରନ୍ତୁ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୫୨ ୧୯୫୭ ସଭ୍ୟ, ୧ମ ଓଡ଼ିଶା ବିଧାନ ସଭା ଟିଟଲାଗଡ଼ ଗଣତନ୍ତ୍ର ପରିଷଦ
୧୯୫୭ ୧୯୬୧ ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା ବଲାଙ୍ଗୀର ସ୍ୱତନ୍ତ୍ର ପାର୍ଟି
୧୯୬୧ ୧୯୬୭ ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା ପାଟଣାଗଡ଼ ସ୍ୱତନ୍ତ୍ର ପାର୍ଟି
୧୯୬୭ ୧୯୭୧ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା ସଇଁତଳା ସ୍ୱତନ୍ତ୍ର ପାର୍ଟି
୧୯୭୧ ୧୯୭୪ ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା ସଇଁତଳା ସ୍ୱତନ୍ତ୍ର ପାର୍ଟି
୧୯୮୦ ୧୯୮୫ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା ସଇଁତଳା କଂଗ୍ରେସ (ଇ)

ମୃତ୍ୟୁସମ୍ପାଦନ କରନ୍ତୁ

ଅଇଁଠୁ ସାହୁ ୨୦୦୨ ମସିହାର ନଭେମ୍ବର ୨୩ ତାରିଖରେ ୮୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ "Shri Ramesh Chandra Singh Bhoi". odishaassembly.nic.in. Odisha Assembly. Retrieved 24 September 2021.