ବ୍ରଜମୋହନ ଠାକୁର

ଓଡ଼ିଆ ରାଜନୀତିଜ୍ଞ

ବ୍ରଜମୋହନ ଠାକୁର (୨୫ ଫେବୃଆରୀ ୧୯୧୬ - ୧୩ ଜୁଲାଇ ୧୯୮୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାଟଣାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ବ୍ରଜମୋହନ ଠାକୁର
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧୯୯୦
ପୂର୍ବ ଅଧିକାରୀବିବେକାନନ୍ଦ ମେହେର
ପର ଅଧିକାରୀସୁଶୀଳ କୁମାର ପୃଷ୍ଟି
ନିର୍ବାଚନ ମଣ୍ଡଳୀପାଟଣାଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1916-02-25)୨୫ ଫେବୃଆରୀ ୧୯୧୬
ମୃତ୍ୟୁ୧୩ ଜୁଲାଇ ୧୯୮୫(1985-07-13) (ବୟସ ୬୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀରେବତୀ ଠାକୁର
ବାପା/ବୋଉରାମଚନ୍ଦ୍ର ଠାକୁର (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ବ୍ରଜମୋହନ ଠାକୁର ୧୯୧୬ ମସିହାର ଫେବୃଆରୀ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାମଚନ୍ଦ୍ର ଠାକୁର ଓ ପତ୍ନୀଙ୍କ ନାମ ରେବତୀ ଠାକୁର ।[୧]

ରାଜନୈତିକ ଜୀବନ ସମ୍ପାଦନା

ବ୍ରଜମୋହନ ଠାକୁର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ବ୍ରଜମୋହନ ଠାକୁର ୧୯୮୫ ମସିହାର ଜୁଲାଇ ୧୩ ତାରିଖରେ ୬୯ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Brajamohan Thakur". odishaassembly.nic.in. Odisha Assembly. Retrieved 17 September 2021.