ମା ମତେ ଶକ୍ତି ଦେ
୧୯୯୦ର ଓଡ଼ିଆ କଥାଚିତ୍ର
(Maa Mate Shakti Deରୁ ଲେଉଟି ଆସିଛି)
ମା ମତେ ଶକ୍ତି ଦେ, ୧୯୯୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଲଳିତ ନନ୍ଦ । ନିଜାମ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସମସନ୍ ଲିମା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ମା ମାତେ ଶକ୍ତି ଦେ | |
---|---|
ନିର୍ଦ୍ଦେଶକ | ସମସନ୍ ଲିମା |
ସଂଳାପ | ନିଜାମ |
ଚିତ୍ରନାଟ୍ୟ | ସମସନ୍ ଲିମା |
କାହାଣୀ | ଲଳିତ ନନ୍ଦ |
କଳାକାର | ବିଜୟ ମହାନ୍ତି ତନ୍ଦ୍ରା ରାୟ ବୈଶାଳୀ ପରିଡ଼ା ହର ପଟ୍ଟନାୟକ ଦେବୁ ବୋଷ ଜୟୀରାମ ସାମଲ |
ସଙ୍ଗୀତ | ମହମ୍ମଦ ମୁସୀର |
ଚିତ୍ରଗ୍ରହଣ | ଦିଲୀପ ରାୟ |
ସମ୍ପାଦକ | ଦେବେନ ମିଶ୍ର ଏ. ଶ୍ରୀକର ପ୍ରସାଦ |
ମୁକ୍ତିଲାଭ ତାରିଖ | ୧୯୯୦ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବିଜୟ ମହାନ୍ତି, ତନ୍ଦ୍ରା ରାୟ, ବୈଶାଳୀ ପରିଡ଼ା, ହର ପଟ୍ଟନାୟକ, ଦେବୁ ବୋଷ, ଜୟୀରାମ ସାମଲ, ସୁରେଶ ବଳ, ଇଶା ବେବର୍ତ୍ତ, ଗୀତା ଦତ୍ତ, ତୁଷାର ପାଣିଗ୍ରାହୀ, ନିହାର ସାମଲ, ବ୍ରଜ ସିଂହ, କାନ୍ତ ସିଂହ, ଦୁଃଖିରାମ ସ୍ୱାଇଁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମହମ୍ମଦ ମୁସୀର । ଗୀତିକାର ନିଜାମ କଥାଚିତ୍ରଟିର ଗୀତଗୁଡ଼ିକର ରଚନା କରିଥିଲେ । ତୃପ୍ତି ଦାସ ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|
ଆଧାର
ସମ୍ପାଦନା- ↑ "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
- ↑ "ଆରପାରିରେ ଅସୀମ ବସୁ". odishaupdate.in. 1 February 2017. Archived from the original on 9 August 2020. Retrieved 3 September 2018.
- ↑ "ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ମଞ୍ଚ ଅଭିନେତା ଅସୀମ ବସୁଙ୍କ ପରଲୋକ | Odisha Live". Odisha Live. 1 February 2017. Retrieved 3 September 2018.[permanent dead link]
- ↑ "ଅସୀମ ଆକାଶରେ ତାରା ପାଲଟି ଗଲେ ଅସୀମ ବସୁ". Odisha Times. 1 February 2017. Retrieved 3 September 2018.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ମା ମତେ ଶକ୍ତି ଦେ