କୁରୁକ୍ଷେତ୍ର (ଓଡ଼ିଆ କଥାଚିତ୍ର)

୧୯୮୮ର ଓଡ଼ିଆ କଥାଚିତ୍ର
(Kurukshetraରୁ ଲେଉଟି ଆସିଛି)

କୁରୁକ୍ଷେତ୍ର, ୧୯୮୮ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଭାଗିରଥୀ ବେହେରା । ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଶ୍ରୀରାମ ପଣ୍ଡା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ, ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

କୁରୁକ୍ଷେତ୍ର
ନିର୍ଦ୍ଦେଶକଶ୍ରୀରାମ ପଣ୍ଡା
ପ୍ରଯୋଜକଶ୍ରୀରାମ ପଣ୍ଡା
ସଂଳାପବିଜୟ ମିଶ୍ର
ଚିତ୍ରନାଟ୍ୟଶ୍ରୀରାମ ପଣ୍ଡା
କାହାଣୀଭାଗିରଥୀ ବେହେରା
କଳାକାରଶ୍ରୀରାମ ପଣ୍ଡା
ତ୍ରିପୁରା ମିଶ୍ର
ବୈଶାଳୀ ପରିଡ଼ା
ଦେବୁ ବୋଷ
ସୁଜାତା ଆନନ୍ଦ
ଅଶ୍ରୁମୋଚନ ମହାନ୍ତି
ବିନାୟକ ମିଶ୍ର
ସଙ୍ଗୀତଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣଅସୀତ ପାଢ଼ୀ
ଅଶୋକ ସ୍ୱାଇଁ
ସମ୍ପାଦକବିବେକ ଶତପଥୀ
ମୁକ୍ତିଲାଭ ତାରିଖ
୧୯୮୮
ଦେଶ ଭାରତ
ଭାଷାଓଡ଼ିଆ

ଶ୍ରୀରାମ ପଣ୍ଡା, ତ୍ରିପୁରା ମିଶ୍ର, ବୈଶାଳୀ ପରିଡ଼ା, ଦେବୁ ବୋଷ, ସୁଜାତା ଆନନ୍ଦ, ଅଶ୍ରୁମୋଚନ ମହାନ୍ତି, ବିନାୟକ ମିଶ୍ର, ସୁଜାତା ଆନନ୍ଦ, ଦେବୁ ବ୍ରହ୍ମା, ଶେଖର ଦତ୍ତ, ସୁଲୁ ମହାନ୍ତି, ରାଧା ପଣ୍ଡା, ପ୍ରେମାଞ୍ଜନ ପରିଡ଼ା, ଜୟୀରାମ ସାମଲ, ସ୍ମିତା, ଦୁଃଖିରାମ ସ୍ୱାଇଁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
  2. "ଯଦି ଆପଣଙ୍କୁ ସିନେମା ଓ ଧାରାବାହିକ ଭିତରୁ ଗୋଟିଏକୁ ଚୟନ କରିବାକୁ ପଡ଼େ ତେବେ କେଉଁଟିକୁ ବାଛିବେ ? | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 21 January 2020. Archived from the original on 7 January 2022. Retrieved 7 January 2022.

ବାହାର ଆଧାର ସମ୍ପାଦନା