ହାପି ଲକି
ହାପି ଲକି, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨][୩][୪][୫][୧][୬] ଏହି କଥାଚିତ୍ରଟି ତରଙ୍ଗ ସିନେ ପ୍ରଡକ୍ସନଦ୍ୱାରା ନିର୍ମାଣ କରାଯାଇଥିଲା ।[୭] ଏହି କଥାଚିତ୍ରଟିର ସଂଳାପ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ ସଞ୍ଜୟ ମହାକୁଳ ଏବଂ ଦେବୀଦତ୍ତ ମହାନ୍ତି ।[୫][୮] ସୁଧାଂଶୁ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୯] ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧୦]
ହାପି ଲକି | |
---|---|
ନିର୍ଦ୍ଦେଶକ | ସୁଧାଂଶୁ ମୋହନ ସାହୁ |
ପ୍ରଯୋଜକ | ତରଙ୍ଗ ସିନେ ପ୍ରଡକ୍ସନ |
ସଂଳାପ | ସଞ୍ଜୟ ମହାକୁଡ଼ ଦେବୀଦତ୍ତ ମହାନ୍ତି |
ଚିତ୍ରନାଟ୍ୟ | ସଞ୍ଜୟ ମହାକୁଳ ଦେବୀଦତ୍ତ ମହାନ୍ତି |
କଳାକାର | ସମ୍ବିତ ଆଚାର୍ଯ୍ୟ ଜ୍ୟୋତି ରଞ୍ଜନ ନାୟକ ଏଲିନା ସାମନ୍ତରାୟ ସସ୍ମିତା ପିୟାଲି ସାହୁ |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ଆର୍ ଭଗତ ସିଂହ |
ମୁକ୍ତିଲାଭ ତାରିଖ | ୨୧ ଜାନୁଆରୀ ୨୦୧୮[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ[୧୧], ଜ୍ୟୋତି ରଞ୍ଜନ ନାୟକ, ଏଲିନା ସାମନ୍ତରାୟ ଏବଂ ସସ୍ମିତା[୧୨] ।[୧୩][୧୪][୫] ସସ୍ମିତା ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ କିଏ ହେବ ମୋ ହିରୋଇନ୍ର ୩ୟ ସଂସ୍କରଣରେ ବିଜୟିନୀ ହୋଇଥିଲେ ।[୧୫] ମିହିର ଦାସ, ବବି ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ପୃଥ୍ୱୀରାଜ ନାୟକ, ଚୌଧୁରୀ ବିକାଶ ଦାସ, ତ୍ରିଭୁବନ, କାଳିଆ, ସର ଅପା ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୧୬]
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ।[୫] ଦୀପ୍ତିରେଖା ପାଢ଼ୀ, ଲୋପାମୁଦ୍ରା, ହ୍ୟୁମାନ ସାଗର, ବିଶ୍ୱଜିତ ମହାପାତ୍ର, ଶଶାଙ୍କ ଶେଖର, ଆଶୁତୋଷ ମହାନ୍ତି, ଅସୀମା ପଣ୍ଡା, ସତ୍ୟଜିତ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଚାଲିବ ଚାଲିବ" | ଦୀପ୍ତିରେଖା ପାଢ଼ୀ, ଲୋପାମୁଦ୍ରା | |
2. | "ପ୍ରେମ ତୋର ବଦମାସ" | ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ | |
3. | "ହାପି ଲକି" | ବିଶ୍ୱଜିତ ମହାପାତ୍ର, ଶଶାଙ୍କ ଶେଖର | |
4. | "ଓଷଦ ନେଇ ଆ" | ଆଶୁତୋଷ ମହାନ୍ତି, ଅସୀମା ପଣ୍ଡା | |
5. | "ପାର୍ଟି ବାଲା ନାଇଟ୍" | ସତ୍ୟଜିତ, ସବିଶେଷ, ଲୋପାମୁଦ୍ରା |
ବ୍ୟବସାୟ
ସମ୍ପାଦନାଏହି କଥାଚିତ୍ରଟି ୨୦୧୮ର ୨ୟ ଚଳଚ୍ଚିତ୍ର ଭାବରେ ମୁକ୍ତିଲାଭ କରିଥିଲେ ମଧ୍ୟ ଆଶାନୁରୂପ ବ୍ୟବସାୟ କରିନଥିଲା । [୨୬]
ଆଧାର
ସମ୍ପାଦନା- ↑ ୧.୦ ୧.୧ "ଆଜି ରିଲିଜ୍ : 'ହାପି ଲକି'". sambad.in. 21 January 2018. Retrieved 1 February 2018.
- ↑ "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
- ↑ "ବଢ଼ୁଛି ଆକର୍ଷଣ , ନଅ ମାସରେ ୨୧ଟି ନୂଆ ଓଡ଼ିଆ ସିନେମା ଦେଖିଲେଣି ଦର୍ଶକ | Sambad". Sambad (in Odia). Odisha. 1 October 2018. Archived from the original on 4 November 2019. Retrieved 2 October 2018.
{{cite news}}
: CS1 maint: unrecognized language (link) - ↑ "ବର୍ଷର ପ୍ରଥମ ଆଠ ମାସରେ ଓଲିଉଡର ହାଲଚାଲ୍ ସଂପର୍କରେ ଜାଣିବାକୁ ଚାହାଁନ୍ତି କି ? | Sambad". Sambad. 4 September 2018. Archived from the original on 7 September 2018. Retrieved 4 September 2018.
- ↑ ୫.୦ ୫.୧ ୫.୨ ୫.୩ "ପ୍ରଥମ ତିନି ମାସରେ ଏହି ସବୁ ଓଡ଼ିଆ ସିନେମା ରିଲିଜ୍ ହୋଇଛି". sambad.in. 1 April 2018. Retrieved 2 April 2018.
- ↑ "ପ୍ରଥମ ଦୁଇମାସରେ ମାତ୍ର ତିନିଟି ଓଡ଼ିଆ ଛବି!". sambad.in. 28 February 2018. Retrieved 5 March 2018.
- ↑ "'ଇସ୍କ'ର ଦୋଳିରେ ଝୁଲୁଛନ୍ତି ଏଲିନା". ସମାଜ (ରବିବାର) (in Odia). ଓଡ଼ିଶା. 2 September 2018. Archived from the original on 2 September 2018. Retrieved 2 September 2018.
{{cite news}}
: CS1 maint: unrecognized language (link) - ↑ "Happy Lucky Odia Film Of Sambit, Elina, Jyoti Ranjan And Sasmita Cast, Crew". Odiainfo.in. Archived from the original on 9 February 2018. Retrieved 4 March 2018.
- ↑ ୯.୦ ୯.୧ "ମିହିରଙ୍କ ଭାତୁଡ଼ି". ସମାଜ. 17 December 2017. Retrieved 17 December 2017.[permanent dead link]
- ↑ "Odia Movies List 2018". OdiaLive. Archived from the original on 25 January 2019. Retrieved 30 December 2018.
- ↑ "ଏ ବର୍ଷ ଦୁଇ ନୂଆ ପାର୍ଟନରଙ୍କ ସହ ସମ୍ବିତ". sambad.in. 5 January 2018. Retrieved 1 February 2018.
- ↑ "ପ୍ରଥମ ତିନିମାସରେ କେଉଁ ନୂଆ ନାୟକ, ନାୟିକା ଓଲିଉଡରେ ଏଣ୍ଟ୍ରି କରିଛନ୍ତି ?". sambad.in. 2 April 2018. Retrieved 2 April 2018.
- ↑ "ପୁଣି ପରଦାରେ ଦେଖା ଦେବେ ଏହି ଓଲିଉଡ ଯୋଡି | Sambad". Sambad (in Odia). ଓଡ଼ିଶା. 27 March 2018. Archived from the original on 31 August 2018. Retrieved 2 September 2018.
{{cite news}}
: CS1 maint: unrecognized language (link) - ↑ ୧୪.୦ ୧୪.୧ "ନୂଆବର୍ଷର ନୂଆଯୋଡ଼ି 'ହାପି ଲକି'". ସମାଜ. 3 December 2017. Retrieved 7 December 2017.[permanent dead link]
- ↑ "Sambit to share screen with Sasmita in upcoming Odia film Happy Lucky". Update Odisha. 9 December 2017. Retrieved 4 March 2018.
- ↑ "ହାପି ଲକି". ସମାଜ. 21 January 2018. Retrieved 24 January 2018.[permanent dead link]
- ↑ "ଏମାନଙ୍କର ଏବର୍ଷ ଦୁଇଟି ଓଡ଼ିଆ ସିନେମା". Sambad. ଭୁବନେଶ୍ୱର. 31 December 2018. Archived from the original on 2 January 2019. Retrieved 4 January 2019.
- ↑ "ଏ ବର୍ଷ ଏହି ଓଲିଉଡ ନାୟକ ମାରିଲେ ବାଜି". Sambad. 30 December 2018. Archived from the original on 24 September 2020. Retrieved 4 January 2019.
- ↑ "'ସୁପର ବୟ'ରେ ଜ୍ୟୋତିଙ୍କ ସହିତ ନଜର ଆସିବେ ଏହି ନାୟିକା | Kanak Lifestyle". Kanak News. Kanak Lifestyle. 25 February 2019. Archived from the original on 25 December 2021. Retrieved 25 December 2021.
- ↑ "ପୁଣି ଏହି ନାୟକଙ୍କ ଇଶ୍କରେ ଏଲିନା ! | Sambad". Sambad (in Odia). ଓଡ଼ିଶା. 13 September 2018. Archived from the original on 17 September 2018. Retrieved 14 September 2018.
{{cite news}}
: CS1 maint: unrecognized language (link) - ↑ "ଏଲିନାଙ୍କ ଉତ୍ସାହ". ପ୍ରମେୟ. No. ରବିବାର. 22 January 2023. Archived from the original on 23 March 2023. Retrieved 23 March 2023.
- ↑ "ଏହି ବ୍ୟାନର୍ରୁ ବାଦ୍ ପଡ଼ିଲେ ଏଲିନା!". sambad.in. 28 March 2018. Retrieved 2 April 2018.
- ↑ "ସାବାସ୍ ସସ୍ମିତା". ସମାଜ. 4 February 2018. Retrieved 7 February 2018.[permanent dead link]
- ↑ "ପରଦାରେ ନାୟକ ସ୍ୱରାଜଙ୍କ ଭାଇ ଭୂମିକା କରି ଏବେ ଚର୍ଚ୍ଚାରେ ଅଛନ୍ତି ଏହି ଅଭିନେତା | Sambad". Sambad (in Odia). Odisha. 27 September 2018. Archived from the original on 30 September 2018. Retrieved 2 October 2018.
{{cite news}}
: CS1 maint: unrecognized language (link) - ↑ "ପଜିଟିଭ୍ ରୋଲ୍ରେ ନଜର ଆସିବେ ଏହି ଅଭିନେତା". sambad.in. 29 March 2018. Retrieved 2 April 2018.
- ↑ "ଓଲିଉଡ଼୍ ପାଇଁ ନୈରାଶ୍ୟଜନକ ପ୍ରଥମ ମାସ!". sambad.in. 2 February 2018. Retrieved 6 February 2018.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ହାପି ଲକି