ବର୍ଷା ମାଇଁ ଡାର୍ଲିଙ୍ଗ୍
୨୦୦୪ର ଓଡ଼ିଆ କଥାଚିତ୍ର
ହର ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ, ବ୍ରଜରାଜ ମୁଭିଜ୍ର ଓଡ଼ିଆଚଳଚ୍ଚିତ୍ର ବର୍ଷା ମାଇଁ ଡାର୍ଲିଙ୍ଗ[୧][୨] ୨୦୦୪ ମସିହାରେ ମୁକ୍ତିଲାଭ କରିଥିଲା । ବସନ୍ତ ନାୟକ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ।[୩]
ବର୍ଷା ମାଇଁ ଡାର୍ଲିଙ୍ଗ | |
---|---|
ନିର୍ଦ୍ଦେଶକ | ହର ପଟ୍ଟନାୟକ |
ପ୍ରଯୋଜକ | ବସନ୍ତ ନାୟକ |
ସଂଳାପ | (ସଂଳାପ): ବିଜୟ ମିଶ୍ର |
କାହାଣୀ | ବସନ୍ତ ନାୟକ |
କଳାକାର | ଅନୁଭବ ମହାନ୍ତି, ଅଙ୍କିତା ବାନାର୍ଜୀ, ହର ପଟ୍ଟନାୟକ, ଜୟୀରାମ ସାମଲ |
ସଙ୍ଗୀତ | ସ୍ୱରୂପ ନାୟକ |
ମୁକ୍ତିଲାଭ ତାରିଖ | ୨୦୦୪ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଭିନୟରେ
ସମ୍ପାଦନାଓଡ଼ିଆଚଳଚ୍ଚିତ୍ର ‘ବର୍ଷା ମାଇଁ ଡାର୍ଲିଙ୍ଗ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଗୀତ
ସମ୍ପାଦନାଓଡ଼ିଆଚଳଚ୍ଚିତ୍ର ‘ବର୍ଷା ମାଇଁ ଡାର୍ଲିଙ୍ଗ’ରେ, ଗୀତ ଲେଖି, ଗୀତ ଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ ସଙ୍ଗୀତକାର ସ୍ୱରୂପ ନାୟକ ‘ବର୍ଷା ମାଇଁ ଡାର୍ଲିଙ୍ଗ’ର ଗୀତଗୁଡ଼ିକରେ କୁମାର ବାପି, ତପୁ ମିଶ୍ର, ଇରା ମହାନ୍ତି, ତୃପ୍ତି ଦାସ ଓ ଟି. ସୌରୀ ପ୍ରମୁଖ କଣ୍ଠଦାନ କରିଥିଲେ
ଦ୍ରଷ୍ଟବ୍ୟ
ସମ୍ପାଦନା- ↑ Portal, Prerna News (12 October 2020). "ଆଜି ମନେ ପଡନ୍ତି ଅଭିନେତା, ଚିତ୍ରନାଟ୍ୟକାର ଓ ନିର୍ଦ୍ଦେଶକ ହର ପଟ୍ଟନାୟକ". ପ୍ରେରଣା (in Odia). Archived from the original on 6 December 2021. Retrieved 6 December 2021.
{{cite news}}
: CS1 maint: unrecognized language (link) - ↑ ଇଣ୍ଟରନେଟ ମୁଭି ଡାଟାବେସରେ ବର୍ଷା ମାଇଁ ଡାର୍ଲିଙ୍ଗ୍
- ↑ "ଚଳଚ୍ଚିତ୍ର ନିର୍ମାତା ବସନ୍ତ ନାୟକଙ୍କ ପରଲୋକ : ଓଡ଼ିଆ ସିନେ ଜଗତରେ ଶୋକର ଛାୟା | Rourkela | Rajgangpur | Kansbahal | Bonai of India". www.rourkelacity.com. Archived from the original on 27 December 2017. Retrieved 24 August 2018.