ଓମ୍ ସାଇ ରାମ୍
୨୦୧୨ର ଓଡ଼ିଆ କଥାଚିତ୍ର
ହର ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ[୧] ନିର୍ମିତ ଓଡ଼ିଆ କଥାଚିତ୍ର ଓମ୍ ସାଇ ରାମ୍ ୨୦୧୨ ମସିହାରେ ମୁକ୍ତିଲାଭ କରିଥିଲା ।[୨]
ଓମ୍ ସାଇ ରାମ୍ | |
---|---|
ନିର୍ଦ୍ଦେଶକ | ହର ପଟ୍ଟନାୟକ |
ପ୍ରଯୋଜକ | ସୁଶାନ୍ତ କୁମାର ରଥ |
ସଂଳାପ | (ସଂଳାପ): ସୁବୋଧ ପଟ୍ଟନାୟକ |
ଚିତ୍ରନାଟ୍ୟ | ହର ପଟ୍ଟନାୟକ |
କଳାକାର | ସବ୍ୟସାଚୀ ମିଶ୍ର, ବୁଦ୍ଧାଦିତ୍ୟ ମହାନ୍ତି , ପ୍ରକୃତି ମିଶ୍ର |
ସଙ୍ଗୀତ | ମନ୍ମଥ ମିଶ୍ର |
ଚିତ୍ରଗ୍ରହଣ | ନିରଞ୍ଜନ ଦାଶ |
ସମ୍ପାଦକ | ଚନ୍ଦ୍ର ମିଶ୍ର |
ମୁକ୍ତିଲାଭ ତାରିଖ | ୨୦୧୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଭିନୟରେ
ସମ୍ପାଦନାଓଡ଼ିଆ କଥାଚିତ୍ର ‘ଓମ୍ ସାଇ ରାମ୍’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: [୩]
- ସବ୍ୟସାଚୀ ମିଶ୍ର[୪][୫]
- ବୁଦ୍ଧାଦିତ୍ୟ ମହାନ୍ତି
- କୋୟଲ ବାନର୍ଜୀ[୬]
- ପ୍ରକୃତି ମିଶ୍ର[୭] [୮]
- ମୀନକେତନ
- ହର ପଟ୍ଟନାୟକ
- ଅଶ୍ରୁମୋଚନ ମହାନ୍ତି
- ବ୍ରଜ ସିଂ
- ମାନସ
ଗୀତ ଓ ସଙ୍ଗୀତ
ସମ୍ପାଦନା- ସଙ୍ଗୀତକାର: ମନ୍ମଥ ମିଶ୍ର
- ଗୀତିକାର: ଶୀର୍ଷାନନ୍ଦ ଦାସ କାନୁନଗୋ, ବସନ୍ତରାଜ ସାମଲ, ମନ୍ମଥ ମିଶ୍ର ଓ ନିଜାମ
ଆଧାର
ସମ୍ପାଦନା- ↑ "ନିଜ ନିର୍ଦ୍ଦେଶିତ ଏହି ଛବିରେ ପଜିଟିଭ୍ ରୋଲ୍ କରିଥିଲେ ହର ପଟ୍ଟନାୟକ!". Sambad. 20 September 2017. Archived from the original on 14 October 2020. Retrieved 22 July 2018.
- ↑ "ଆର୍କାଇଭ୍ କପି". Archived from the original on 2015-11-22. Retrieved 2016-01-20.
{{cite web}}
: Cite has empty unknown parameter:|1=
(help) - ↑ "Om Sai Ram Oriya Movie". movies.fullorissa.com. 2012. Archived from the original on 13 April 2012. Retrieved 16 April 2012.
Om Sai Ram Oriya Movie
- ↑ "ପାଗଳପ୍ରେମୀ ସବ୍ୟସାଚୀ କ'ଣ ସତରେ ଫସିଗଲେ?". OdishaLIVE (in Odia). ଓଡ଼ିଶା. 29 April 2018. Archived from the original on 12 August 2020. Retrieved 2 September 2018.
{{cite news}}
: CS1 maint: unrecognized language (link) - ↑ "ପହିଲି ପୁଲକ: ମାତ୍ର ଦୁଇ ଧାଡ଼ିର ସଂଳାପ ଅଭିନେତା ସବ୍ୟସାଚୀଙ୍କୁ ନାକେଦମ୍ କରିଦେଇଥିଲା". ସମ୍ବାଦ. sambad.in. 12 October 2022. Archived from the original on 12 October 2022. Retrieved 12 October 2022.
- ↑ http://www.orissadiary.com/ShowEntertainmentNews.asp?id=60542[permanent dead link]
- ↑ "ଓଲିଉଡର ଏହି ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ନାୟିକାଙ୍କୁ ଖୁବ୍ ଶୀଘ୍ର ଭେଟିବେ ଏହି ଓଡ଼ିଆ ସିନେମାରେ | Sambad". Sambad (in Odia). ଓଡ଼ିଶା. 17 September 2018. Archived from the original on 18 September 2018. Retrieved 17 September 2018.
{{cite news}}
: CS1 maint: unrecognized language (link) - ↑ http://www.newindianexpress.com/states/odisha/Movie-Bytes/2014/07/25/article2347621.ece[permanent dead link]
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଓମ୍ ସାଇ ରାମ୍