ସାଥୀ ତୁ ଫେରିଆ

୨୦୧୮ର ଓଡ଼ିଆ କଥାଚିତ୍ର

ସାଥୀ ତୁ ଫେରିଆ, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିନି ସାମଲ ।[୩][୪][୫] ଚିନ୍ମୟ ଦାସ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ।[୧] ସୁଧାକର ବସନ୍ତ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୬]

ସାଥୀ ତୁ ଫେରିଆ
ନିର୍ଦ୍ଦେଶକସୁଧାକର ବସନ୍ତ
ପ୍ରଯୋଜକବିନି ସାମଲ
ସଂଳାପଚିନ୍ମୟ ଦାସ ପଟ୍ଟନାୟକ
ଚିତ୍ରନାଟ୍ୟଚିନ୍ମୟ ଦାସ ପଟ୍ଟନାୟକ
କାହାଣୀଚିନ୍ମୟ ଦାସ ପଟ୍ଟନାୟକ
କଳାକାରଜ୍ୟୋତି ରଞ୍ଜନ ନାୟକ
ଅନୁଭା ସୌର୍ଯ୍ୟା
ମହାଶ୍ୱେତା ରାୟ
ଶ୍ରୀତମ ଦାସ
ସୁଭାଶିଷ ଶର୍ମା
ଆନିଷା ଶର୍ମା
ପିଙ୍କି ପ୍ରଧାନ
ପ୍ରଜ୍ଞା ଖଟୁଆ
ସଙ୍ଗୀତପ୍ରେମ ଆନନ୍ଦ
ମୁକ୍ତିଲାଭ ତାରିଖ
୨୩ ନଭେମ୍ବର ୨୦୧୮[୧]
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ନାୟକ ଓ ଅନୁଭା ସୌର୍ଯ୍ୟା ।[୭][୮] ମହାଶ୍ୱେତା ରାୟ, ଶ୍ରୀତମ ଦାସ, ସୁଭାଶିଷ ଶର୍ମା, ଆନିଷା ଶର୍ମା, ପିଙ୍କି ପ୍ରଧାନ, ପ୍ରଜ୍ଞା ଖଟୁଆ, ରାଜୀବ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୯][୫]

୨୩ ନଭେମ୍ବର ୨୦୧୮ରେ ପଞ୍ଚକ ପୂର୍ଣ୍ଣିମା ଅବସରରେ ଏହି କଥାଚିତ୍ରଟି ମୁକ୍ତିଲାଭ କରିଥିଲା । ନାୟକ ଜ୍ୟୋତିରଞ୍ଜନଙ୍କ ଏହି କଥାଚିତ୍ରଟି ସହିତ ତାଙ୍କ ଅଭିନୀତ ଅନ୍ୟ ଏକ କଥାଚିତ୍ର ପ୍ୟାର ଅଲଗା ପ୍ରକାର ସେହି ସମାନ ଦିନରେ ମୁକ୍ତିଲାଭ କରିଥିଲା ।[୧୦]

ଅଭିନୟ ସମ୍ପାଦନ କରନ୍ତୁ

କାହାଣୀ ସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତ ସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ[୫] ବସନ୍ତରାଜ ସାମଲ, ସୁବ୍ରତ ସ୍ୱାଇଁ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସବିଶେଷ, ଦୀପ୍ତିରେଖା ପାଢ଼ୀ, ଆଶୁତୋଷ, ଶଶାଙ୍କ ଶେଖର, ଅନ୍ତରା ଚକ୍ରବର୍ତ୍ତୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନ କରନ୍ତୁ

କ୍ରମଗୀତକବିଗାୟକସମୟ
1."ତୋ ଘାଗରା ଉପରେ ଚୋଲି[୧]" ଆଶୁତୋଷ ଓ ଦୀପ୍ତିରେଖା ପାଢ଼ୀ[୮] 
2."ଥରେ କଥା ହେଲେ"ବସନ୍ତରାଜ ସାମଲସବିଶେଷ, ଦୀପ୍ତିରେଖା 
3."ପ୍ରେମର ଅଙ୍ଗନବାଡ଼ି"ସୁବ୍ରତ ସ୍ୱାଇଁଆଶୁତୋଷ, ଦୀପ୍ତିରେଖା ପାଢ଼ୀ 
4."ଶ୍ରାବଣ ଅଛି" ଶଶାଙ୍କ ଶେଖର, ଅନ୍ତରା ଚକ୍ରବର୍ତ୍ତୀ 
5."ଜୀବନ"   

ଆଧାର ସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ "ନଭେମ୍ବର ୨୩ରେ ସାଥୀ ତୁ ଫେରିଆ - Dharitri.Com". Dharitri.com (in ଇଂରାଜୀ). 18 October 2018. Archived from the original on 19 October 2018. Retrieved 19 October 2018.
  2. "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 29 December 2018. Retrieved 29 December 2018.
  3. "ଆଜି ରିଲିଜ୍‌: 'ଅଜବ ସଂଜୁର ଗଜବ ଲଭ୍‌'". Sambad (in Odia). Bhuabneswar. 13 January 2019. Archived from the original on 13 January 2019. Retrieved 13 January 2019.{{cite news}}: CS1 maint: unrecognized language (link)
  4. "'ସାଥୀ…. ତୁ ଫେରିଆ'ର ଶୁଭ ମହୁରତ". sambad.in. 22 May 2018. Retrieved 6 June 2018.
  5. ୫.୦ ୫.୧ ୫.୨ "ସାଥୀ..ତୁ ଫେରିଆ - Dharitri.Com". Dharitri.com (in ଇଂରାଜୀ). 16 September 2018. Archived from the original on 19 October 2018. Retrieved 19 October 2018.
  6. ୬.୦ ୬.୧ "ନିର୍ଦ୍ଦେଶକଙ୍କ ଅଭିନୟ". ସମାଜ (ରବିବାର). ୧୨ ଅଗଷ୍ଟ ୨୦୧୮. Archived from the original on 11 August 2018. Retrieved 11 August 2018. {{cite news}}: Check date values in: |date= (help)
  7. "ଏହି ବଡ଼ ନାୟିକାଙ୍କ ସହ ରୋମାନସ୍‌ କରିବେ ଓଲିଉଡ ନାୟକ ଜ୍ୟୋତି". sambad.in. 21 May 2018. Retrieved 6 June 2018.
  8. ୮.୦ ୮.୧ "ତୋ ଘାଗରା ଉପରେ ଚୋଲି". ସମାଜ (ରବିବାର). 28 October 2018. Retrieved 27 October 2018.
  9. "କେଉଁ ନାୟିକାଙ୍କ ଉଦ୍ଦେଶ୍ୟରେ ଜ୍ୟୋତି କହୁଛନ୍ତି 'ସାଥୀ ତୁ ଫେରିଆ' ? | Sambad". Sambad (in Odia). Odisha. 5 October 2018. Archived from the original on 6 October 2018. Retrieved 6 October 2018.{{cite news}}: CS1 maint: unrecognized language (link)
  10. "ଏଇ ମାସରେ ଦୁଇ ଦୁଇଟି ସିନେମା ସହିତ ପରଦାକୁ ଆସୁଛନ୍ତି ଓଲିଉଡ ଅଭିନେତା ଜ୍ୟୋତି ।". OllyBolly. 4 November 2018. Archived from the original on 1 December 2018. Retrieved 1 December 2018.
  11. "ସୁନା ଚଢ଼େଇଙ୍କ ପ୍ରେମରେ ଜ୍ୟୋତି" (in Odia). ଓଡ଼ିଶା. 10 June 2018. p. 8. Archived from the original (PDF) on 19 October 2018. Retrieved 19 October 2018.{{cite news}}: CS1 maint: unrecognized language (link)
  12. "ଏ ବର୍ଷ ଏହି ଓଲିଉଡ ନାୟକ ମାରିଲେ ବାଜି". Sambad. 30 December 2018. Archived from the original on 4 January 2019. Retrieved 4 January 2019.
  13. "'ସୁପର ବୟ'ରେ ଜ୍ୟୋତିଙ୍କ ସହିତ ନଜର ଆସିବେ ଏହି ନାୟିକା | Kanak Lifestyle". Kanak News. Kanak Lifestyle. 25 February 2019. Archived from the original on 25 December 2021. Retrieved 25 December 2021.
  14. "ପୁଣି ବଡ଼ ପରଦାରେ ମହାଶ୍ୱେତା | Sambad". ସମ୍ବାଦ. sambad.in. 14 December 2021. Archived from the original on 21 December 2021. Retrieved 21 December 2021.
  15. "ଏ ବର୍ଷ ଅର୍ଚ୍ଚିତା ବନିଥିଲେ, ଆଗରୁ ଅନୁ ଚୌଧୁରୀ ବନିଥାନ୍ତେ , ଦ୍ୱିତୀୟ ଥର ଲାଗି ବନିଲେ ଓଲିଉଡର ମହାନାୟିକା ମହାଶ୍ୱେତା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 7 September 2019. Archived from the original on 21 January 2022. Retrieved 21 January 2022.
  16. "'ବାଜି' ମାରିନେଇଥିଲେ ଶ୍ରୀତମ୍‌ | Sambad". Sambad. 28 November 2018. Archived from the original on 2 December 2018. Retrieved 2 December 2018.

ବାହାର ଆଧାର ସମ୍ପାଦନ କରନ୍ତୁ