ଅନ୍ତରା ଚକ୍ରବର୍ତ୍ତୀ
ଓଡ଼ିଆ କଣ୍ଠଶିଳ୍ପୀ
ଅନ୍ତରା ଚକ୍ରବର୍ତ୍ତୀ, ଜଣେ ଓଡ଼ିଆ କଣ୍ଠଶିଳ୍ପୀ ।[୧] ସେ ଚଳଚ୍ଚିତ୍ର, ଆଲବମ ଆଦିରେ କଣ୍ଠଦାନ କରନ୍ତି ।[୨] ଏଯାବତ ସେ ୮୦ଟି କଥାଚିତ୍ର, ୫୦୦ଆଲବମ୍ ଓ ୧୫ଟି ଟେଲି ଧାରାବାହିକରେ କଣ୍ଠଦାନ କରିସାରିଛନ୍ତି । ଓଡ଼ିଆ ବ୍ୟତିତ ସେ ହିନ୍ଦୀ ଓ ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରନ୍ତି । ତାଙ୍କ ପିତା ମୋହିତ ଚକ୍ରବର୍ତ୍ତୀ ଜଣେ ଓଡ଼ିଆ କଥାଚିତ୍ର ଗୀତିକାର ।
ଅନ୍ତରା ଚକ୍ରବର୍ତ୍ତୀ | |
---|---|
ଜନ୍ମ | ଅନ୍ତରା ଚକ୍ରବର୍ତ୍ତୀ |
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ଓଡ଼ିଆ ଗାୟିକା |
ପିତାମାତା | ମୋହିତ ଚକ୍ରବର୍ତ୍ତୀ |
ମଉଡ଼ମଣି କଥାଚିତ୍ରରେ ସେ ଜଣେ ବାଳ କଣ୍ଠଶିଳ୍ପୀ ଭାବରେ ଗୀତ ଗାଇଥିଲେ । ଜଗୁ ଅଟୋବାଲା ଚଳଚ୍ଚିତ୍ରର "ଭିଜା ଭିଜା କୁହୁଡ଼ି ତଳେ" ତାଙ୍କୁ ଆଦୃତି ଆଣିଦେଇଥିଲା । ସେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ 'ବିଶାରଦ' ହାସଲ କରିଛନ୍ତି ।
ଓଡ଼ିଆ କଥାଚିତ୍ରରେ ଅବଦାନ
ସମ୍ପାଦନା- ମଉଡ଼ମଣି
- ଜଗୁ ଅଟୋବାଲା[୩]
- ଇସ୍କ ତୁ ହି ତୁ
- ପ୍ୟାରମେଁ ଜରା ସମ୍ଭଲନା(ହିନ୍ଦୀ)
- ପୁଷ୍କର ଲଜ(ହିନ୍ଦୀ)[୪]
ପୁରସ୍କାର ଓ ସମ୍ମାନ
ସମ୍ପାଦନା- ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା - ୨୦୧୫(ଇସ୍କ ତୁ ହି ତୁ ଚଳଚ୍ଚିତ୍ର ପାଇଁ)[୫]
ଆଧାର
ସମ୍ପାଦନା- ↑ https://timesofindia.indiatimes.com/others/news-interviews/Young-talents-in-Ollywood-crooning-glory/articleshow/21572147.cms
- ↑ https://timesofindia.indiatimes.com/city/bhubaneswar/Ashok-Swain-to-receive-Jaydev-Samman/articleshow/55642243.cms
- ↑ "ଧରିତ୍ରୀ ଆଳାପ". No. ଧରିତ୍ରୀ ମେଟ୍ରୋ ମିଜାଜ ୨୦/୦୯/୨୦୧୮ ପୃଷ୍ଠା ୭. Retrieved 20 September 2018.
- ↑ http://sambad.in/entertainment/antara-will-sing-with-arijit-singh-144984/
- ↑ http://pragativadi.com/27th-oriya-film-award-ceremony-held/