ଗଙ୍ଗାଧର ମାଢ଼ୀ
ଓଡ଼ିଆ ରାଜନୀତିଜ୍ଞ
ଗଙ୍ଗାଧର ମାଢ଼ୀ (୨ ଅକ୍ଟୋବର ୧୯୪୦ - ୧ ମଇ ୧୯୯୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଛଅ ଥର କାର୍ଯ୍ୟ କରିଥିଲେ । ୧୯୭୭, ୧୯୯୦ ଓ ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଚିତ୍ରକୋଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ, ୫ମ, ୬ଷ୍ଠ, ୮ମ, ୯ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଗଙ୍ଗାଧର ମାଢ଼ୀ | |
---|---|
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୫ – ୧ ମଇ ୧୯୯୯ | |
ପୂର୍ବ ଅଧିକାରୀ | ପ୍ରହ୍ଲାଦ ଦୋରା |
ପର ଅଧିକାରୀ | ମମତା ମାଢ଼ୀ |
ନିର୍ବାଚନ ମଣ୍ଡଳୀ | ଚିତ୍ରକୋଣ୍ଡା |
ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୦ – ୧୯୯୦ | |
ପୂର୍ବ ଅଧିକାରୀ | ପ୍ରହ୍ଲାଦ ଦୋରା |
ପର ଅଧିକାରୀ | ପ୍ରହ୍ଲାଦ ଦୋରା |
ନିର୍ବାଚନ ମଣ୍ଡଳୀ | ଚିତ୍ରକୋଣ୍ଡା |
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୪ – ୧୯୭୭ | |
ପର ଅଧିକାରୀ | ପ୍ରହ୍ଲାଦ ଦୋରା |
ନିର୍ବାଚନ ମଣ୍ଡଳୀ | ଚିତ୍ରକୋଣ୍ଡା |
ବିଧାୟକ: ୪ର୍ଥ, ୫ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୩ | |
ପୂର୍ବ ଅଧିକାରୀ | ଗୁରୁ ନାୟକ |
ପର ଅଧିକାରୀ | ନାକା କନ୍ୟା |
ନିର୍ବାଚନ ମଣ୍ଡଳୀ | ମାଲକାନଗିରି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨ ଅକ୍ଟୋବର ୧୯୪୦ |
ମୃତ୍ୟୁ | ୧ ମଇ ୧୯୯୯ | (ବୟସ ୫୮)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | କଂଗ୍ରେସ (ଆର୍), କଂଗ୍ରେସ (ଇ) |
ଜୀବନ ସାଥୀ | ରୁକ୍ମଣୀ ମାଢ଼ୀ |
ବାପା/ବୋଉ | ଭୀମା ମାଢ଼ୀ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଗଙ୍ଗାଧର ମାଢ଼ୀ ୧୯୪୦ ମସିହାର ଅକ୍ଟୋବର ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଭୀମା ମାଢ଼ୀ ଓ ତାଙ୍କ ପତ୍ନୀଙ୍କ ନାମ ରତ୍ନମାଳା ଦୋରା ।[୧]
ରାଜନୈତିକ ଜୀବନ
ସମ୍ପାଦନାଗଙ୍ଗାଧର ମାଢ଼ୀ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଛଅ ଥର କାର୍ଯ୍ୟ କରିଥିଲେ ।[୧]
ବିଧାନ ସଭା ସଭ୍ୟ ବିବରଣୀ
ସମ୍ପାଦନାଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୬୭ | ୧୯୭୧ | ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା | ମାଲକାନାଗିରି | ଭାରତୀୟ ଜାତୀୟ କଂଗ୍ରେସ |
୧୯୭୧ | ୧୯୭୩ | ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା | ମାଲକାନାଗିରି | କଂଗ୍ରେସ (ଆର୍) |
୧୯୭୩ | ୧୯୭୭ | ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା | ଚିତ୍ରକୋଣ୍ଡା | ଭାରତୀୟ ଜାତୀୟ କଂଗ୍ରେସ |
୧୯୮୦ | ୧୯୮୫ | ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା | ଚିତ୍ରକୋଣ୍ଡା | କଂଗ୍ରେସ (ଇ) |
୧୯୮୫ | ୧୯୯୦ | ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା | ଚିତ୍ରକୋଣ୍ଡା | ଭାରତୀୟ ଜାତୀୟ କଂଗ୍ରେସ |
୧୯୯୫ | ୧ ମଇ ୧୯୯୯ | ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା | ଚିତ୍ରକୋଣ୍ଡା | ଭାରତୀୟ ଜାତୀୟ କଂଗ୍ରେସ |
ମୃତ୍ୟୁ
ସମ୍ପାଦନାଗଙ୍ଗାଧର ମାଢ଼ୀ ୧୯୯୯ ମସିହାର ମଇ ୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା ।
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Gangadhar Madhi". odishaassembly.nic.in. Odisha Assembly. Retrieved 14 April 2022.