ଗୁରୁ ନାୟକ

ଓଡ଼ିଆ ରାଜନେତା

ଗୁରୁ ନାୟକ (୧ ଜାନୁଆରୀ ୧୯୨୭ - ୧୬ ଡିସେମ୍ବର ୧୯୯୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ମାଲକାନଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଗୁରୁ ନାୟକ
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ପୂର୍ବ ଅଧିକାରୀମାଡକାମୀ ଗୁରୁ
ପର ଅଧିକାରୀଗଙ୍ଗାଧର ମାଢ଼ୀ
ନିର୍ବାଚନ ମଣ୍ଡଳୀମାଲକାନଗିରି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1927-01-01)୧ ଜାନୁଆରୀ ୧୯୨୭
ମୃତ୍ୟୁ୧୬ ଡିସେମ୍ବର ୧୯୯୫(1995-12-16) (ବୟସ ୬୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଗଣତନ୍ତ୍ର ପରିଷଦ
ଜୀବନ ସାଥୀପାର୍ବତୀ ନାୟକ
ସନ୍ତାନ
ବାପା/ବୋଉଦେବ ନାୟକ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଗୁରୁ ନାୟକ ୧୯୨୭ ମସିହାରେ ଜାନୁଆରୀ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦେବ ନାୟକ ଓ ପତ୍ନୀଙ୍କ ନାମ ପାର୍ବତୀ ନାୟକ ।[୨]

ରାଜନୈତିକ ଜୀବନ ସମ୍ପାଦନା

ଗୁରୁ ନାୟକ ଓଡ଼ିଶା ରାଜନୀତିରେ ଗଣତନ୍ତ୍ର ପରିଷଦର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୨]

ମୃତ୍ୟୁ ସମ୍ପାଦନା

ଗୁରୁ ନାୟକ ୧୯୯୫ ମସିହାର ଡିସେମ୍ବର ୧୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ଡକ୍ଟର ଉଦ୍ଧବ ଚରଣ ନାୟକ (2013). ଓଡ଼ିଶା ରାଜନୀତିର ଇତିହାସ (2nd ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୧୪୦. ISBN 978-81-89436-54-4. Retrieved 21 April 2022.
  2. ୨.୦ ୨.୧ ୨.୨ "Shri Guru Nayak". odishaassembly.nic.in. Odisha Assembly. Retrieved 22 April 2022.