ମହାତ୍ମା ଗାନ୍ଧୀଙ୍କ ପରିବାର
ଗାନ୍ଧୀ ପରିବାର ହେଉଛି ମହାତ୍ମା ଗାନ୍ଧୀଙ୍କ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ପରିବାର । ବ୍ରିଟିଶ ଶାସିତ ଭାରତରେ ଗାନ୍ଧୀ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଜଣେ ବିଶିଷ୍ଟ ନେତା ଥିଲେ । ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ଅନ୍ତିମ ଯାତ୍ରା ସମୟରେ ଭାରତର ପ୍ରଧାନମନ୍ତ୍ରୀ "ବାପୁ" ବା ଜାତିର ପିତା ବୋଲି ସମ୍ବୋଧନ କରିଥିଲେ, ଯାହାକି ପ୍ରଥମେ ସୁଭାଷ ଚନ୍ଦ୍ର ବୋଷଙ୍କଦ୍ୱାରା ୬ ଜୁଲାଇ ୧୯୪୪ରେ ସିଙ୍ଗାପୁର ରେଡ଼ିଓରେ ପ୍ରଥମେ ସମ୍ବୋଧନ କରାଯାଇଥିଲା । ୧୮ ଅପ୍ରେଲ ୧୯୪୭ରେ, ସରୋଜିନୀ ନାଇଡୁ ମଧ୍ୟ ଗାନ୍ଧୀଙ୍କୁ ଜାତିର ପିତା ଆଖ୍ୟା ଦେଇଥିଲେ।[୧] ଗାନ୍ଧୀଙ୍କୁ ଭାରତରେ ବାପୁ ମଧ୍ୟ କୁହାଯାଏ । ଭାରତର ଜନସାଧାରଣ ତାଙ୍କୁ ଗାନ୍ଧୀଜି ବୋଲି ସମ୍ବୋଧନ କରନ୍ତି । ୧୯୧୪ ମସିହାରେ ଯେତେବେଳେ ଗାନ୍ଧୀଜି ଦକ୍ଷିଣ ଆଫ୍ରିକାରେ ଥିଲେ, ସେତେବେଳେ ତାଙ୍କୁ ମହତ୍ମା ବୋଲି ସମ୍ବୋଧିତ କରାଯାଇଥିଲା, ଯାହାର ଅର୍ଥ ହେଉଛି ଉଚ୍ଚ ଆତ୍ମା ବା ସମ୍ମାନନୀୟ।[୨][୩]
ମହାତ୍ମା ଗାନ୍ଧୀଙ୍କ ପରିବାର | |
---|---|
ବର୍ତ୍ତମାନର ଅବସ୍ଥିତି | ଭାରତ |
ଉତ୍ପତ୍ତି ସ୍ଥାନ | ଗୁଜରାଟ, ଭାରତ |
ସଦସ୍ୟ | କରମଚାନ୍ଦ ଉତ୍ତମଚାନ୍ଦ ଗାନ୍ଧୀ (ବାପା) ମୋହନ ଦାସ ଗାନ୍ଧୀ କସ୍ତୁରବା ଗାନ୍ଧୀ (ପତ୍ନୀ) ହରିଲାଲ ଗାନ୍ଧୀ (ପୁଅ) ମଣିଲାଲ ଗାନ୍ଧୀ (ପୁଅ) ରାମଦାସ ଗାନ୍ଧୀ (ପୁଅ) ଦେବଦାସ ଗାନ୍ଧୀ (ପୁଅ) |
ସଂଶ୍ଳିଷ୍ଟ ସଦସ୍ୟ | ରାଜମୋହନ ଗାନ୍ଧୀ (ନାତି) ଗୋପାଳକୃଷ୍ଣ ଗାନ୍ଧୀ (ନାତି) ରାମଚନ୍ଦ୍ର ଗାନ୍ଧୀ (ନାତି) ଅରୁଣ ମଣିଲାଲ ଗାନ୍ଧୀ (ନାତି) ସୁନନ୍ଦା ଗାନ୍ଧୀ (ନାତୁଣୀ ବୋହୂ) ତୁଷାର ଗାନ୍ଧୀ (ଅଣନାତି) ଶାନ୍ତି ଗାନ୍ଧୀ(ଅଣନାତି) |
ସଂଶ୍ଳିଷ୍ଟ ପରିବାର | ସି. ରାଜଗୋପାଳଚାରୀ |
ଉପାଧୀ | ଜାତିର ପିତା (ମହାତ୍ମା ଗାନ୍ଧୀ) |
ପରମ୍ପରା | ହିନ୍ଦୁ |
ବାସସ୍ଥାନ | ବିରଳା ଭବନ |
୧୮୮୫ ମସିହାରେ, ଗାନ୍ଧୀଜି ଏବଂ ତାଙ୍କ ପତ୍ନୀ କସ୍ତୁରବାଙ୍କର (କସ୍ତୁରବାଇ ମାଖନଜୀ କାପାଡ଼ିଆ) ପ୍ରଥମ ସନ୍ତାନ ଜନ୍ମ ହୋଇଥିଲା, ଯିଏକି ମାତ୍ର କିଛି ଦିନ ବଞ୍ଚିଥିଲା ।[୪] ଗାନ୍ଧୀ ଦମ୍ପତିଙ୍କର ଆଉ ଚାରି ସନ୍ତାନ ଥିଲେ, ସମସ୍ତେ ହେଉଛନ୍ତି ପୁଅ: ହରିଲାଲ, ୧୮୮୮ ମସିହାରେ ଜନ୍ମ ହୋଇଥିଲେ; ମଣିଲାଲ, ୧୮୯୨ ମସିହାରେ ଜନ୍ମଗ୍ରହଣ କରିଥିଲେ; ରାମଦାସ, ୧୮୯୭ ମସିହାରେ ଜନ୍ମଗ୍ରହଣ କରିଥିଲେ; ଏବଂ ଦେବଦାସ, ୧୯୦୦ରେ ଜନ୍ମଗ୍ରହଣ କରିଥିଲେ ।[୫]
ପ୍ରଥମ ପୀଢ଼ି
ସମ୍ପାଦନା- ଉତ୍ତମଚାନ୍ଦ ଗାନ୍ଧୀ
- ଲକ୍ଷ୍ମୀବାଇ ଗାନ୍ଧୀ
ଦ୍ୱିତୀୟ ପୀଢ଼ି
ସମ୍ପାଦନା- କରମଚାନ୍ଦ ଉତ୍ତମଚାନ୍ଦ ଗାନ୍ଧୀ
- ପୁତଲିବାଈ ଗାନ୍ଧୀ
- ତୁଳସୀଦାସ ଗାନ୍ଧୀ
ତୃତୀୟ ପୀଢ଼ି
ସମ୍ପାଦନା- ଲକ୍ଷ୍ମୀଦାସ ଗାନ୍ଧୀ (୧୮୬୦ – ୧୯୧୪)
- ରାଲିଆତବେହେନ ଗାନ୍ଧୀ (୧୮୬୨ – ୧୯୬୦)
- କରସାନଦାସ ଗାନ୍ଧୀ (୧୮୬୬ – ୧୯୧୩)
- ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ – ୩୦ ଜାନୁଆରୀ ୧୯୪୮)
- କସ୍ତୁରବା ଗାନ୍ଧୀ
ଚତୁର୍ଥ ପୀଢ଼ି
ସମ୍ପାଦନା- ହରିଲାଲ ଗାନ୍ଧୀ (୧୮୮୮ – ୧୯୪୮)
- ମଣିଲାଲ ଗାନ୍ଧୀ (୧୮୯୨ – ୧୯୫୬)
- ରାମଦାସ ଗାନ୍ଧୀ (୧୮୯୭ – ୧୯୬୯)
- ଦେବଦାସ ଗାନ୍ଧୀ (୧୯୦୦ – ୧୯୫୭)
- ମାଗାନଲାଲ ଗାନ୍ଧୀ (୧୮୮୩ – ୧୯୨୮)
- ଶାମଲଦାସ ଗାନ୍ଧୀ (୧୮୯୭ – ୧୯୫୩)
ପଞ୍ଚମ ପୀଢ଼ି
ସମ୍ପାଦନା- ରାଜମୋହନ ଗାନ୍ଧୀ (୧୯୩୫ –)
- ଗୋପାଳକୃଷ୍ଣ ଗାନ୍ଧୀ (୧୯୪୫ –)
- ରାମଚନ୍ଦ୍ର ଗାନ୍ଧୀ (୧୯୩୭ – ୨୦୦୭)
- ଅରୁଣ ମଣିଲାଲ ଗାନ୍ଧୀ (୧୯୩୪ –)
- ଇଲା ଗାନ୍ଧୀ (୧୯୪୦ –)
- କାନୁ ଗାନ୍ଧୀ (ଫଟୋଗ୍ରାଫର) (୧୯୧୭ – ୧୯୮୬)
- କାନୁ ଗାନ୍ଧୀ (ବୈଜ୍ଞାନିକ) (୧୯୨୮ – ୨୦୧୬)
ଷଷ୍ଠ ପୀଢ଼ି
ସମ୍ପାଦନା- ତୁଷାର ଗାନ୍ଧୀ (୧୯୬୦ –)
- ଶାନ୍ତି ଗାନ୍ଧୀ (୧୯୪୦ –)
- ଲୀଲା ଗାନ୍ଧୀ (୧୯୬୬ –)
- କିର୍ତ୍ତୀ ମେନନ୍ (୧୯୫୯ –)
ସପ୍ତମ ପୀଢ଼ି
ସମ୍ପାଦନା- ବିବାନ ଗାନ୍ଧୀ
- କସ୍ତୁରୀ ଗାନ୍ଧୀ
- ଅନ ଗାନ୍ଧୀ
- ଅନିତା ଗାନ୍ଧୀ
- ଅଞ୍ଜଳି ଗାନ୍ଧୀ
- ସୁନୀତା ମେନନ
ବାହାର ଲିଙ୍କ୍
ସମ୍ପାଦନା- Photo essay on 'Four Generations Of Mahatma Gandhi Family Photos | Rare & Old Vintage Photos | Real-Life Photos" illustrating Gandhi family members. Although titled '4 generations', actually 6 generations are shown, as noted via ArunGandhi.net.[୬]
ଆଧାର
ସମ୍ପାଦନା- ↑ "Father of The Nation". Hindustan Times. Retrieved 5 January 2017.
- ↑ "Mahatma name". behindthename.com. Retrieved 5 January 2017.
- ↑ "Mahatma title to Bapu". The Times of India. Retrieved 5 January 2017.
- ↑ Guha 2015, p. 29
- ↑ Mohanty, Rekha (2011). "From Satya to Sadbhavna" (PDF). Orissa Review (January 2011): 45–49. Archived from the original (PDF) on 1 January 2016. Retrieved 23 February 2012.
- ↑ Arun, Gandhi. "Six Generations of Gandhi". Arun Gandhi, 5th Grandson of Mahatma Gandhi: Legacy of Love. Arun Gandhi. Retrieved 27 December 2022.