ରାମଚନ୍ଦ୍ର ଗାନ୍ଧୀ
ରାମଚନ୍ଦ୍ର ଗାନ୍ଧୀ (୯ ଜୁନ ୧୯୩୭ - ୧୩ ଜୁନ ୨୦୦୭) ଜଣେ ଭାରତୀୟ ଦାର୍ଶନିକ ଥିଲେ । ସେ ଦେବଦାସ ଗାନ୍ଧୀଙ୍କ (ମହାତ୍ମା ଗାନ୍ଧୀଙ୍କ ସାନପୁଅ) ଏବଂ ଲକ୍ଷ୍ମୀ (ରାଜଜୀଙ୍କ ଝିଅ) ଏବଂ ରାଜମୋହନ ଗାନ୍ଧୀଙ୍କ[en] ଭାଇ ଗୋପାଳକୃଷ୍ଣ ଗାନ୍ଧୀ ଏବଂ ତାରା ଗାନ୍ଧୀ ଭଟ୍ଟାଚାର୍ଯ୍ୟଙ୍କ ପୁତ୍ର ଥିଲେ ।
ରାମଚନ୍ଦ୍ର ଗାନ୍ଧୀ | |
---|---|
ଜନ୍ମ | ରାମଚନ୍ଦ୍ର ଗାନ୍ଧୀ ୯ ଜୁନ ୧୯୩୭ |
ମୃତ୍ୟୁ | ୧୩ ଜୁନ ୨୦୦୭ | (ବୟସ ୭୦)
ଜାତୀୟତା | ଭାରତୀୟ |
ପିତାମାତା | ଦେବଦାସ ଗାନ୍ଧୀ (ବାପା) ଲକ୍ଷ୍ମୀ ଦେବୀ (ମାଆ) |
ସମ୍ପର୍କୀୟ | ମହାତ୍ମା ଗାନ୍ଧୀ (ଜେଜେବାପା) କସ୍ତୁରବା ଗାନ୍ଧୀ (ଜେଜେମାଆ) |
ରାମଚନ୍ଦ୍ର ଗାନ୍ଧୀ ଅକ୍ସ୍ଫୋର୍ଡ଼ ବିଶ୍ୱବିଦ୍ୟାଳୟରୁ ତାଙ୍କର ପି.ଏଚ୍.ଡି. କରିଥିଲେ, ଯେଉଁଠାରେ ସେ ପିଟର ଷ୍ଟ୍ରସନ୍ଙ୍କର ଛାତ୍ର ଥିଲେ ।[୧] ସେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ଦର୍ଶନ ବିଭାଗର ପ୍ରତିଷ୍ଠାତା ଥିଲେ । ସେ ବିଶ୍ୱ-ଭାରତୀ ବିଶ୍ୱବିଦ୍ୟାଳୟ, ପଞ୍ଜାବ ବିଶ୍ୱବିଦ୍ୟାଳୟ, ସେନ୍ପ୍ରନ୍ସିସ୍କୋର କାଲିଫର୍ଣ୍ଣିଆ ଇନିଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟିଗ୍ରାଲ୍ ଷ୍ଟଡିଜ୍, କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବାଙ୍ଗାଲୋର ବିଶ୍ୱବିଦ୍ୟାଳୟ ଆଦିରେ ଶିକ୍ଷାଦାନ କରିଥିଲେ । ୧୩ ଜୁନ ୨୦୦୭ରେ ସେ ଭାରତୀୟ ଆନ୍ତର୍ଜାତୀୟ କେନ୍ଦ୍ରରେ ମୃତ୍ୟୁବରଣ କରିଥିଲେ ।[୨]
ଗ୍ରନ୍ଥସମୂହ
ସମ୍ପାଦନା- ଦ ଆବିଲିଟି ଅଫ୍ ରିଲିଜିଅସ୍ ଆଇଡିଆଜ୍ (୧୯୭୬)
- ସୀତାସ୍ କିଚେନ୍, ଏ ଟେଷ୍ଟିମୋନି ଅଫ୍ ଫେଥ୍ ଆଣ୍ଡ୍ ଇନ୍କ୍ୱାରୀ (୧୯୯୨)
- ସ୍ୱରାଜ: ଏ ଜର୍ଣ୍ଣି ଉଇଥ୍ ତାଏବ ମେହେଟ୍ଟାସ୍ ଶାନ୍ତିନିକେତନ୍ ତ୍ରିପାଚି (୨୦୦୩)
- ମୁନିୟାସ୍ ଲାଇଟ୍ (୨୦୦୫)
ଆଧାର
ସମ୍ପାଦନା- ↑ "Sita's Kitchen". SUNY Press. Archived from the original on 31 July 2014. Retrieved 31 July 2014.
- ↑ Ashish Mehta - Indiainteracts.com. "Ramachandra Gandhi: the quintessential argumentative Indian". Archived from the original on 8 ଅକ୍ଟୋବର 2007. Retrieved 4 ସେପ୍ଟେମ୍ବର 2007.
ବାହାର ଆଧାର
ସମ୍ପାଦନାମହାତ୍ମା ଗାନ୍ଧୀଙ୍କ ପରିବାର | |||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
|