ବିରଳା ଭବନ
ନୂଆଦିଲ୍ଲୀରେ ଥିବା ମହାତ୍ମାଗାନ୍ଧୀଙ୍କ ମୃତ୍ୟୁ ସ୍ମାରକୀ ଏବଂ ସଂଗ୍ରହାଳୟ
ବିରଳା ଭବନ ବା ବିରଳା ଘର ଜାଗାଟି ଦିଲ୍ଲୀରେ ତିସ୍ ଜାନୁଆରୀ ରୋଡ଼ଠାରେ ଅବସ୍ଥିତ । ମହାତ୍ମାଗାନ୍ଧୀ ଏଠାରେ ଥିବା ଅତିଥି ଗୃହରେ ରହୁଥିଲେ । ବର୍ତ୍ତମାନ ଏହି ଜାଗାକୁ ଗାନ୍ଧି ସ୍ମୃତି କୁହାଯାଉଛି । ଗାନ୍ଧି ସ୍ମୃତି ଗୋଟିଏ ସଂଗ୍ରହାଳୟ ଯାହା ମହାତ୍ମାଗାନ୍ଧୀଙ୍କୁ ସମର୍ପିତ କରାଯାଇଛି । 2005ରେ ଏହି ସ୍ମୃତିପୀଠରେ "Eternal Gandhi Multimedia Museum" ପ୍ରତିଷ୍ଠା କରାଯାଇଛି ।[୧][୨] ଏଠାରେ ମହାତ୍ମାଗାନ୍ଧୀଙ୍କ ହତ୍ୟା ନାଥୁରାମ ଗଡ଼ସେଙ୍କ ଗୁଳିରେ ହୋଇଥିଲା ।
ଆଧାର
ସମ୍ପାଦନା- ↑ "ଆର୍କାଇଭ୍ କପି". Archived from the original on 2019-03-03. Retrieved 2018-07-28.
{{cite web}}
: Cite has empty unknown parameter:|1=
(help) - ↑ "Gandhi Smriti & Darshan Samiti". gandhiworld.in. Retrieved 28 July 2018.