ବ୍ୟବହାରକାରୀ:Abha S Pradhan/ସମ୍ପାଦିତ କାର୍ଯ୍ୟ

ମୋର ପ୍ରଥମ ପ୍ରସଙ୍ଗ ବୁଢ଼ିଆଣୀ ଥିଲା । ପରେ ହୁବଳି, ବନ୍ଧୁତା, ଶକ୍ତିମାନ, ଘର୍ଷଣ, ଶ୍ରୀମନ୍ଦିରରେ ପ୍ରଚଳିତ ଶବ୍ଦାବଳୀ, ବଳ, ପଦାର୍ଥ, ବିଭିନ୍ନ ଦେଶ ଦ୍ୱାରା ବ୍ୟବ‌ହାର କରାଯାଉଥିବା ବୈଦ୍ୟୁତିକ କାର୍, ଜ୍ୟାକି ଶ୍ରଫ୍, ପ୍ରଭୃତି ପ୍ରସଙ୍ଗ ଗଢ଼ିଥିଲି ।

ଗଣମାଧ୍ୟମ ପ୍ରସଙ୍ଗ ସମ୍ପାଦନା

ଗଣମାଧ୍ୟମ ପ୍ରତି ରୂଚି ଥିବା ହେତୁ, ଉଇକିପିଡ଼ିଆ ଆରମ୍ଭରେ ଗଣମାଧ୍ୟମ ଉପରେ ପର୍ଯ୍ୟବେସିତ ପ୍ରସଙ୍ଗ ଉପରେ ଧ୍ୟାନ ଦେଇଥିଲି । ସେହି ପ୍ରସଙ୍ଗ୍ଗୁଡ଼ିକ ହେଲା:

ଆନ୍ତର୍ଜାତୀୟ ମହିଳା ମାସ ଗଣ-ସମ୍ପାଦନା, ୨୦୧୬ ସମ୍ପାଦନା

ଏହି ଗଣ-ସମ୍ପାଦନାରେ ଟି ନୂତନ ପ୍ରସଙ୍ଗ କରିଥିଲି । ସେଗୁଡିକ ହେଲା:

ପଞ୍ଜାବ ଗଣ-ସମ୍ପାଦନା, ୨୦୧୬ ସମ୍ପାଦନା

୧ ଜୁଲାଇ ୨୦୧୬ରେ ଆରମ୍ଭ ହୋଇଥିବା ଏହି ଗଣ ସମ୍ପାଦନାରେ ସର୍ବମୋଟ ୨୬ଟି ପ୍ରସଙ୍ଗ ନୂତନ କିମ୍ବା ସମୃଦ୍ଧିକରଣ କରିଥିଲି । ପ୍ରସଙ୍ଗଗୁଡିକୁ ଏଠାରେ ଦେଖନ୍ତୁ।

ରଥଯାତ୍ରା ଗଣସମ୍ପାଦନା ୨୦୧୬ ସମ୍ପାଦନା

ଏହି ଗଣ-ସମ୍ପାଦନାରେ ନୂତନ ପ୍ରସଙ୍ଗ ଚକ୍ରତୀର୍ଥ, ଗଢ଼ିବା ସ‌ହ ୮୩ଟି ଫଟୋ ଓ ୨୨ଟି ଆଧାର ଯୋଡିଥିଲି ।

୧୦୦ ଉଇକିଦିନ, ୨୦୧୮ ସମ୍ପାଦନା

ଲୋକପ୍ରିୟ ଉଇକିପିଡିଆ ପ୍ରୋଜେକ୍ଟ ୧୦୦ ଉଇକିଦିନ ୯ ଜାନୁଆରୀ ୨୦୧୮ରେ ଆରମ୍ଭ କରିଥିଲି । ଏଥିରେ ପ୍ରତ୍ୟେକ ଦିନ ଗୋଟିଏ କରି ପ୍ରସଙ୍ଗମାନ ଗଢାଯାଇଛି । ଲିଙ୍ଗଗତ ବିଭେଦତା ଦୂରେଇବା ପାଇଁ ଏହା ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଉପରେ ପର୍ଯ୍ୟବେସିତ । ପ୍ରସଙ୍ଗଗୁଡିକୁ ଏଠାରେ ଦେଖନ୍ତୁ ।

ଉଇକିପ୍ରକଳ୍ପ ମହିଳା ସମ୍ପାଦନା

୧୦୦ ଉଇକିଦିନରେ ମହିଳାମାନଙ୍କ ଉପରେ କାର୍ଯ୍ୟ କରି, ମୁଁ, ଉଇକିପ୍ରକଳ୍ପ ମହିଳା ପାଇଁ ଚିନ୍ତାଧାରା ପାଇଥିଲି । ଜେଉଁଥିରେ ବର୍ତ୍ତମାନ ସୁଦ୍ଧା ନୂତନ ବା ଉନ୍ନତିକରଣ ୧୬୭ଟି ପ୍ରସଙ୍ଗ ରହିଛି । ସେଥିମଧ୍ୟରୁ ମୁଁ ୧୧୧ଟି ନୂତନ ପ୍ରସଙ୍ଗ ଗଢ଼ିଛି ।