ଦି ହିନ୍ଦୁ
ଦି ହିନ୍ଦୁ
ଫାଇଲ:The Hindu logo.gif | |
---|---|
ଫାଇଲ:NewsPaperTheHindu.png ୧୬ ମାର୍ଚ ୨୦୦୫ରେ ଦି ହିନ୍ଦୁର ମୁଖ୍ୟ ପୃଷ୍ଠା । | |
ପ୍ରକାର | ଦୈନିକ ସମ୍ବାଦପତ୍ର |
ଗଢ଼ଣ | Broadsheet |
ମାଲିକ | ଦି ହିନ୍ଦୁ ଗ୍ରୁପ, ଓ କସ୍ତୁରୀ ଏଣ୍ଡ୍ ସନ୍ସ୍ ଲିମିଟେଡ୍ |
ପ୍ରତିଷ୍ଠାତା | ଜି ସୁବ୍ରମଣ୍ୟ ଆୟାର୍ |
ପ୍ରକାଶକ | ଏନ୍ ରାମ[୧] |
ସମ୍ପାଦକ | ମୁକୁନ୍ଦ ପଦ୍ମନାଭନ୍[୨][୩] |
ଗଠିତ | 20 ସେପ୍ଟେମ୍ବର 1878 |
ଭାଷା | ଇଂରାଜୀ |
ମୁଖ୍ୟାଳୟ | ଚେନ୍ନାଇ |
ବଣ୍ଟନ | ୧,୪୫୮,୩୯୮ ପ୍ରତିଦିନ[୪] |
ଆଇ.ଏସ.ଏସ.ଏନ | 0971-751X |
OCLC ସଂଖ୍ୟା | 13119119 |
ୱେବସାଇଟ | www |
ଦି ହିନ୍ଦୁ ହେଉଛି ଭାରତରେ ପ୍ରକାଶିତ ଇଂରାଜୀ ଭାଷାର ଏକ ଦୈନିକ ସମ୍ବାଦପତ୍ର । ଏହାର ମୁଖ୍ୟ କାର୍ଯ୍ୟାଳୟ ଚେନ୍ନାଇଛାରେ ଅବସ୍ଥିତ । ୧୮୭୮ ମସିହାରେ ଆରମ୍ଭ ହେବାବେଳେ ଏହା ଏକ ସାପ୍ତାହିକୀ ଥିଲା ଓ ପରେ ଏହା ୧୮୮୯ଠାରୁ ଦୈନିକ ଭାବେ ପ୍ରକାଶିତ ହେଲା । ଏହା ଦୁଇଟି ଭାରତୀୟ ସମ୍ବାଦପତ୍ର ରେକର୍ଡ ମଧ୍ଧରୁ ଗୋଟିଏ ।[୫][୬] ଓ ଦି ଟାଇମ୍ସ ଅଫ୍ ଇଣ୍ଡିଆ ପରେ ଦ୍ୱିତୀୟ ସର୍ବବୃହତ ଖବରକାଗଜ ।[୪]
ଆଧାରସମ୍ପାଦନ କରନ୍ତୁ
- ↑ "Changes at the Helm: Editorial and Business". The Hindu. Chennai, India. 22 ଅକ୍ଟୋବର 2013. Retrieved 22 ଅକ୍ଟୋବର 2013.
- ↑ "Mukund Padmanabhan is Editor of The Hindu; Raghavan Srinivasan becomes Business Line Editor". The Hindu. Retrieved 14 ମଇ 2016.
- ↑ Vidhi Choudhary. "'The Hindu' appoints Mukund Padmanabhan as editor". www.livemint.com/. Retrieved 14 ମଇ 2016.
- ↑ ୪.୦ ୪.୧ "Submission of circulation figures for the audit period July - December 2015" (PDF). Audit Bureau of Circulations. Retrieved 5 ଜାନୁଆରୀ 2016.
- ↑ Drèze, Jean; Sen, Amartya (21 ଫେବୃଆରୀ 1991). The Political Economy of Hunger: Volume 1: Entitlement and Well-being (in ଇଂରାଜୀ). Clarendon Press. ISBN 9780191544460.
- ↑ Bald, Vivek; Chatterji, Miabi; Reddy, Sujani; Vimalassery, Manu (22 ଜୁଲାଇ 2013). The Sun Never Sets: South Asian Migrants in an Age of U.S. Power (in ଇଂରାଜୀ). NYU Press. ISBN 081478643X.